ଖେଳ

ମା’ ହେବେ ଭାରତୀୟ ମହିଳା ରେସଲର ବବିତା ଫୋଗଟ: ସ୍ବାମୀଙ୍କ ସହ ଫଟୋ ଶେୟାର କରି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୨୨।୧୧-ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଏ ନେଇ ବବିତା ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସ୍ବାମୀ ବିବେକ ସୁହାଗଙ୍କ…

5 years ago

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ…

5 years ago

ଦିଲ୍ଲୀ ହାଫ୍‌ ମାରାଥନ: କୋସ୍‌ଗେଇ, ୟେଶାନେ ଭାଗନେବେ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନରେ ବିଶ୍ୱରେକର୍ଡ କରିଥିବା ବ୍ରିଗିଡ୍‌ କୋସ୍‌ଗେଇ ଏବଂ ଆବାବେଲ୍‌ ୟେଶାନେ ଅଂଶଗ୍ରହଣ କରିବେ। ଶନିବାର ଆୟୋଜକଙ୍କ ତରଫରୁ ଏ ବିଷୟରେ…

5 years ago

ଆଇପିଏଲ୍‌ ପ୍ରଦର୍ଶନ ଯୋଗୁ ଚାପ ହଟିଛି: ଶାମି

ସିଡ୍‌ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା କହିଛନ୍ତି…

5 years ago

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ

ଇସ୍‌ଲାମାବାଦ୍‌,୨୨।୧୧(ଏପି): ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ କ୍ରିକେଟ ମ୍ୟାଚ୍‌ ତଥା ସିରିଜ ଆୟୋଜନ ନେଇ ରାସ୍ତା ଖୋଲିଛି। ୨୦୦୯ରେ ଆତଙ୍କବାଦୀ ଘଟଣା ପରେ କ୍ରିକେଟ ଖେଳୁଥିବା…

5 years ago

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ କମିଟି…

5 years ago

ଜାତୀୟ ମହିଳା ଫୁଟ୍‌ବଲ କ୍ୟାମ୍ପ : ଓଡ଼ିଶାରୁ ଯବାମଣି, ପ୍ୟାରୀ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଭାରତୀୟ ସିନିୟର ମହିଳା ଦଳର କ୍ୟାମ୍ପ ଡିସେମ୍ବର ୧ରୁ ଗୋଆରେ ଆରମ୍ଭ ହେବ। କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ପରେ ଏହା ମହିଳା ଖେଳାଳିଙ୍କର…

5 years ago

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର…

5 years ago

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର…

5 years ago

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ…

5 years ago