ଖେଳ

ଆଇପିଏଲ୍‌କୁ ନେଇ ବଢୁଛି ଚିନ୍ତା: ଖେଳାଳିଙ୍କ ପରେ ଏବେ ଅମ୍ପାୟାର ବି ଟୁର୍ନାମେଣ୍ଟ ଅଧାରୁ ଛାଡି ପଳାଇଲେ

ନୂଆଦିଲ୍ଲୀ,୨୯।୪: ଦେଶରେ ଏବେ କରୋନା କାୟା ବିସ୍ତାର କରିଛି। ଏସବୁ ଭିତରେ ଆଇପିଏଲ ୨୦୨୧ ଟୁର୍ନାମେଣ୍ଟ ଜାରି ରହିଛି। କରୋନା ଯୋଗୁ ଟୁର୍ନାମେଣ୍ଟ ମଝିରେ କିଛି ଖେଳାଳି…

5 years ago

ଧୋନୀଙ୍କ ପାଇଁ ଖୁସି ଖବର

ରାଞ୍ଚି,୨୯।୪: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ମାତାପିତା କରୋନା ଲଢେଇରେ ବାଜିମାତ୍‌ କରିଛନ୍ତି। ଏକ ସପ୍ତାହ ପୂର୍ବରୁ ଧୋନୀଙ୍କ ପିତା ପାନ ସିଂ ଏବଂ ମାତା…

5 years ago

ଧାଓ୍ବନଙ୍କଠାରୁ ଅରେଞ୍ଜ କ୍ୟାପ୍‌ ଛଡାଇ ନେଲେ ଏହି ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ ଆଇପିଏଲ୍‌ ପଏଣ୍ଟ ଟେବୁଲର ସ୍ଥିତି

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୭…

5 years ago

ମଦ ବୋତଲ ସହ ଏମିତି ପୋଷ୍ଟ ଲେଖିଲେ ପ୍ରସିଦ୍ଧ କ୍ରିକେଟର୍‌

ମୁମ୍ବାଇ,୨୯।୪: ଆଇପିଏଲ ୧୪ତମ ସିଜିନରେ କୋଲକତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରଶେଲ ଖରାପ ଫର୍ମରେ ଅଛନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରଶେଲ ଚଳିତ…

5 years ago

ଆଇପିଏଲ୍‌-୧୪: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯।୪(ପି.ଟି.): ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଗୁରୁବାର…

5 years ago

ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି

ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ…

5 years ago

ସ୍ବତନ୍ତ୍ର ବିମାନରେ ଅଷ୍ଟ୍ରେଲୀୟ ଖେଳାଳି ଘରକୁ ଯିବେ

ମେଲବୋର୍ନ,୨୯।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଅର୍ଥାତ୍‌ ଚାର୍ଟାର୍ଡ ବିମାନରେ ଘରକୁ ନିଆଯିବା ନେଇ ବିଚାରବିମର୍ଶ ଚାଲିଛି। ଏ ନେଇ ଅଷ୍ଟ୍ରେଲିଆ…

5 years ago

ମ୍ୟାଚ୍‌ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ

ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍‌ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ…

5 years ago

ଆଇଓସି ଉପସଭାପତି ଜନାର୍ଦ୍ଦନଙ୍କ ପରଲୋକ

ନୂଆଦିଲ୍ଲୀ, ୨୯।୪(ପି.ଟି.): ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ଉପସଭାପତି ଜନାର୍ଦ୍ଦନ ସିଂ ଗେହଲଟ ବୁଧବାର ଜୟପୁରରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜନାର୍ଦ୍ଦନ…

5 years ago

ବାତିଲ ହୋଇପାରେ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୯।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସମୟରେ ହେଉଥିବା ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ ଏଥର ବାତିଲ ହେବା ସମ୍ଭାବନା ଦେଖାଦେଇଛି। ଭାରତରେ…

5 years ago