ଖେଳ

ଖରାପ ବ୍ୟାଟିଂ ସତ୍ତ୍ୱେ ଶୁଭମନ ଗିଲ୍‌ଙ୍କୁ ମିଳିଲା ଖାସ୍‌ ସମ୍ମାନ

ଲଣ୍ଡନ,୨୯।୬: ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ଶୁଭମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବ୍ୟାଟ୍ସମ୍ୟାନ ଭାବେ ବିଫଳ ହୋଇଥାଇ ପାରନ୍ତି, କିନ୍ତୁ ଫିଲ୍ଡିଂ ପାଇଁ ତାଙ୍କୁ…

5 years ago

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ ମିଡିଆ…

5 years ago

ଏମିତି କାମ କରି ଜରିମାନା ଦେଲେ ଜାଡେଜା

ସାଧାରଣତଃ ସେଲିବ୍ରିଟିମାନେ ରାସ୍ତାରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଯଦି ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବର୍ଜନା ପକାଇବାରେ ଦୋଷୀ…

5 years ago

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ ଜାଣନ୍ତି…

5 years ago

ଶୁଟିଂ ବିଶ୍ୱକପ: ରାହିଙ୍କୁ ସ୍ବର୍ଣ୍ଣ

ଓସିଜେକ୍‌, ୨୯ା୬ (ପି.ଟି.)-ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପରେ ବର୍ତ୍ତମାନ ଭଲ ଫର୍ମରେ ଥିବା ରାହି ସାର୍ନୋବତ୍‌ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ…

5 years ago

ୟୁଏଇରେ ଟି୨୦ ବିଶ୍ୱକପ ହେବା ସ୍ପଷ୍ଟ

ନୂଆଦିଲ୍ଲୀ, ୨୯ା୬ (ପି.ଟି.): ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ…

5 years ago

ଶ୍ରୀଲଙ୍କାରେ ପହଞ୍ଚତ୍ଲା ଧାଓ୍ବନଙ୍କ ଦଳ

କଲମ୍ବୋ, ୨୯।୬(ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସୋମବାର ଶ୍ରୀଲଙ୍କାରେ ପହଞ୍ଚତ୍ଛି। ସେଠାରେ ଭାରତୀୟ ଦଳ ୬ଟି ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବ। ଏହା…

5 years ago

ଓ୍ବିମ୍ବେଲଡନ ଟେନିସ ଆରମ୍ଭ: ଜୋକୋଭିଚଙ୍କ ବିଜୟ ଅଭିଯାନ, ସିତିସ୍‌ପାସଙ୍କ ବିପର୍ଯ୍ୟୟ

ଲଣ୍ଡନ,୨୯।୬: ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ…

5 years ago

ଟୋକିଓ ଅଲିମ୍ପିକ୍ସ: ୩୦ ସ୍ବର୍ଣ୍ଣ ହାସଲ କରିବା କଷ୍ଟକର: ଜାପାନ

ଟୋକିଓ,୨୯।୬ (ଏପି): ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଜାପାନ ୩୦ଟି ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ପୂର୍ବରୁ ଦାବି କରିଆସୁଥିଲା।…

5 years ago

୧ ନମ୍ବରକୁ ଫେରିଲେ ଦୀପିକା

ପ୍ୟାରିସ,୨୯।୬(ପି.ଟି.): ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ ପୁଣିଥରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌ ୩ରେ…

5 years ago