ରାଜନୀତି

ନବୀନ ପଟ୍ଟନାୟକ ଭଲ କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,୨୨ା୫(ଲୋକନାଥ ମିଶ୍ର): ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଷ୍ଟାଡିୟମରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପୁରୀ ଲୋକ ସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର…

ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ‘ବବିଙ୍କୁ ଭୋଟ ଦେଇ ସେବା କରିବାର ସୁଯୋଗ ଦେବେ’

ଭୁବନେଶ୍ବର,୨୨।୫: ରାଜ୍ୟରେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ କମ୍‌ ଦିନ ବାକି ରହିଛି। ୨୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଓ ସମ୍ବଲପୁର ସମେତ ୬ ଲୋକ ସଭା ଆସନରେ ମତଦାନ…

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା

ଭୁବନେଶ୍ୱର,୨୨।୫: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏ ନେଇ ସୂଚନା ଦେଇଛନ୍ତି। ଜ୍ୟୋତିପ୍ରକାଶ ପୂର୍ବରୁ ମନ୍ତ୍ରୀ…

ପ୍ରଚାର ବେଳେ ବିଜେଡି ପ୍ରାର୍ଥୀଙ୍କୁ ପଥରମାଡ଼ ଉଦ୍ୟମ

ବିଶୋଇ,୨୨ା୫ (ଅମିତ ଦାସ):ମୟୂରଭଞ୍ଜ ଜିଲା ସାରସକଣା ବିଧାନସଭା କ୍ଷେତ୍ର ଅଧୀନ ବିଜାତଳା ବ୍ଲକ ଅଞ୍ଚଳରେ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଡା.ଦେବାଶିଷ ମାର୍ଣ୍ଡିଙ୍କ ଉପରକୁ ପଥର ମାଡ଼ ଉଦ୍ୟମ ହୋଇଛି। ଏଥିରେ ଡା. ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ…

୨୩ରେ ଓଡ଼ିଶା ଆସିବେ ଯୋଗୀ, ନଡ୍ଡା

ଭୁବନେଶ୍ୱର, ୨୩।୫(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନ ଲାଗି ଭାଜପାର ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଜାରି କରିଛନ୍ତି। ବିଭିନ୍ନ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ…

‘ଭାଜପାର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହେବ’

ଭୁବନେଶ୍ୱର, ୨୨।୫(ଅସମାପିକା ସାହୁ):ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି। ୨୦୧୯ ଭଳି ୨୦୨୪ରେ ମଧ୍ୟ ଭାଜପାର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।…

ବିଜେଡି ଛାଡ଼ିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୨୨।୫(ସୁନିତ୍‌ ମିଶ୍ର):ନିକଟରେ ବିଜେଡିରୁ ଇସ୍ତଫାଦେଇ ଭାଜପାରେ ଯୋଗ ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ…

ଓଡ଼ିଶା, ଆସାମ ସମେତ ଏହି ସବୁ ରାଜ୍ୟରେ ଭାଜପାକୁ ମିଳିବ ଏତିକି ସିଟ୍‌, ପ୍ରଶାନ୍ତ କିଶୋରଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ପ୍ରାୟ ୮୦ପ୍ରତିଶତ ମତଦାନ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବି ଉପରେ ବହୁ ଆଲୋଚନା ହେଉଛି ଯେ ଭାରତୀୟ ଜନତା ପାର୍ଟି…

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର ବିଧାୟକ ଥିଲେ। ୧୮ବର୍ଷ ବୟସରେ ଟ୍ରେଡ୍‌ ୟୁନିୟନରେ ସାମିଲ ହୋଇ ନିଜର ସାମାଜିକ ଯାତ୍ରା…

ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ

ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରିୟଦର୍ଶୀ ମିଶ୍ର। ୨୦୧୪-୧୯ ପର୍ଯ୍ୟନ୍ତ ସେ ବିଜେଡିରୁ ଉତ୍ତର ଭୁବନେଶ୍ୱରର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ପ୍ରିୟଦର୍ଶୀ ଦଳୀୟ ଟିକେଟ୍‌ ପାଇଁ ଆଶାବାଦୀ ଥିଲେ। ତେବେ…

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର ଓଡ଼ିଆଙ୍କ ହାତରେ ରହିବ ବୋଲି ଖୋଦ୍‌ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ…

ଦଳ ଡେଇଁ ଥିବା ୪ ବିଧାୟକଙ୍କୁ ଜବାବ ତଲବ, ୨୭ ସୁଦ୍ଧା ଉତ୍ତର ଦିଅ…

ଭୁବନେଶ୍ୱର,୨୧।୫: ଆସନ୍ତା ନିର୍ବାଚନରେ ଟିକେଟ ନ ମିଳିବାରୁ ଅନେକ ନେତା ଦଳ ଡେଇଁଥିଲେ। ନିକଟରେ ବିଜେଡିରୁ ୪ଜଣ ବିଧାୟକ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। ତେବେ ଏହି ବିଧାୟକଙ୍କୁ ମଙ୍ଗଳବାର ଜବାବ ତଲବ କରାଯାଇଛି। ସମୀର ଦାଶ, ସୀମାରାଣୀ ନାୟକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?