ରାଜନୀତି

ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ…

ଭୁବନେଶ୍ୱର,୨୯।୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା…

ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାର…

ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି

କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ବିଜେଡିରେ ବଡ଼ଧରଣର ବିସ୍ଫୋରଣ ହେବ। ଓଡ଼ିଶା ଏଥର ଡବଲ ଇଞ୍ଜିନ…

ମୋ’ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ରହିଛି: ନବୀନ

ଭୁବନେଶ୍ୱର,୨୯ା୫: ଚଳିତ ସାଧାରଣ ନିର୍ବାଚନରେ ବିଜେଡି-ଭାଜପା କଡ଼ା ଟକ୍କର ଚାଲିଛି। ଭାଜପା ବିଜେଡିକୁ ଟାର୍ଗେଟ୍‌ କରୁଥିବା ବେଳେ ବିଜେଡି ଭାଜପାକୁ ଟାର୍ଗେଟ୍‌ କରୁଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧୀଙ୍କୁ ଛାଡ଼ି ନାହାନ୍ତି। ବିରୋଧୀଙ୍କ ମନ୍ତବ୍ୟକୁ ନେଇ ନବୀନ…

ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି

ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ…

‘ବିଜେଡି ବିରୋଧରେ ଲଢ଼ିବାକୁ ଭାଜପାର ଦମ୍‌ ନାହିଁ’

ଭୁବନେଶ୍ୱର,୨୯।୫: ନିର୍ବାଚନ କମିଶନ(ଇସି) ମଙ୍ଗଳବାର ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌.କୁଟ୍ଟେଙ୍କୁ ନିଲମ୍ବନ ଏବଂ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇସିଆଇଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ବିଜେଡି। ଭାଜପାର ବିଜେଡି ବିରୋଧରେ ଲଢ଼ିବାକୁ…

ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ

ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ…

କେନ୍ଦ୍ରର ପୋଲ୍‌ ଖୋଲିଦେଲେ ପାଣ୍ଡିଆନ

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଚାର ଜୋରଦାର ଚାଲିଛି। ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଇଛି। ବୁଧବାର ଏକ ପ୍ରେସ୍‌ମିଟ୍‌ କରି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ କେନ୍ଦ୍ରର ପୋଲ୍‌…

ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି ମନମୋହନ…

ଆଜି ଆସୁଛନ୍ତି ମୋଦି, ଖାର୍ଗେ: ଏସବୁ ସ୍ଥାନରେ କରିବେ ପ୍ରଚାର

ଭୁବନେଶ୍ୱର, ୨୯।୫(ସୁନିତ୍‌ ମିଶ୍ର):ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ବାରିପଦାର ଛଉପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡ଼ିଆ ଏବଂ ଅପରାହ୍ନ…

ଓଡ଼ିଶାରେ ସରକାର ଗଢ଼ି ଇତିହାସ ରଚିବ ଭାଜପା: ନଡ୍ଡା

ଓଡ଼ିଶାରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି। ରାଜ୍ୟରେ ଭାଜପା ଅଦ୍ୟାବଧି କ୍ଷମତା ହାସଲ କରିପାରି ନ ଥିବାବେଳେ ଚଳିତ ନିର୍ବାଚନରେ କେନ୍ଦ୍ରୀୟ ନେତା ଆକଳନ କରୁଛନ୍ତି ଯେ, ସେମାନଙ୍କ ଦଳ ଏଥର ନିଶ୍ଚୟ ଅଧିକ…

ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର

ଭୁବନେଶ୍ୱର, ୨୮।୫(ସୁନିତ୍‌ ମିଶ୍ର): ଆଉ ୨ ଦିନ ପରେ ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବ। ତେଣୁ ରାଜ୍ୟବାସୀ ବିଜେଡି ଓ ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ। ନିଜ ପରିବାରର ଅଧିକାର ପାଇଁ ଭୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?