ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି।...
ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍ରେ ଏହି ନେତା…
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ...
ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ
ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ ଆଗୁଆ ରହିଛି। ବିଜେଡିର ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୦୧୩ ଭୋଟ...
ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ
କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ୩୨,୯୩୫ ଖଣ୍ଡ ଭୋଟ୍ ପାଇଥିବା ବେଳେ...
ବିଷମକଟକରେ ବିଜେଡି ଆଗୁଆ
ବିଷମକଟକ,୪।୬: ରାୟଗଡାର ବିଷମକଟକ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ଜଗନ୍ନାଥ ନୁଣ୍ଡୁରୁକା ୧୪୩୬୯, ବିଜେଡ଼ିର ଜଗନ୍ନାଥ ସାରାକା ୨୫୭୦୫, କଂଗ୍ରେସର ନୀଳମାଧ ହିକକାଙ୍କୁ ୨୪୧୧୬ ଖଣ୍ଡ ଭୋଟ ମିଳିଛି। ଏପର୍ଯ୍ୟନ୍ତ ବିଜେଡି...
କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର...
ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ
ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍ ଗଣତି ଜୋର୍ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ...
ବାଲିଗୁଡାରେ ବିଜେଡି ଆଗୁଆ
ବାଲିଗୁଡ଼ା, ୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୯୪୧ ଭୋଟରେ ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁରଙ୍କ ସପକ୍ଷରେ ୧୮ ହଜାର...
କଟକ ଲୋକ ସଭା ଆସନରେ ଭାଜପା ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ...
ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଭାଜପା ଆଗୁଆ
ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ରାଉଣ୍ଡ ସୁଦ୍ଧା ଭାଜପା ୭୩୮୩ ଭୋଟ୍ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ୨୪ହଜାର ୯୫୯ ଖଣ୍ଡ...
କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ଆଗରେ
କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲାର ଏମ୍ପି ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ଅଛନ୍ତି। ତେବେ ଦ୍ୱାଦଶ...
ଭାଜପାକୁ ବଡ଼ ଝଟ୍କା: ପଛୁଆ ଅଛନ୍ତି ୫ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଗଣନର ପ୍ରାରମ୍ଭିକ ରାଉଣ୍ଡରେ ମୋଦି ସରକାର କଡ଼ା ଟକ୍କର ସମ୍ମୁଖୀନ ହେଉଥିବା ଜଣାପଡିଛି। ପାଞ୍ଚଜଣ କେନ୍ଦ୍ର ମନ୍ତ୍ରୀ ପଛରେ ଅଛନ୍ତି। ଏହି ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ସ୍ମୃତି ଇରାନୀ, କୌଶଲ କିଶୋର, ଅଜୟ...
Archives


