ରାଜଧାନୀରେ ପ୍ରବଳ ବର୍ଷା
ରାଜଧାନୀରେ ପ୍ରବଳ ବର୍ଷା
ମେଟଲ୍ ମିଟ୍-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍
ମେଟଲ୍ ମିଟ୍-୨୦୧୯ର ଜୁନିୟର ବର୍ଗରେ ଫାଇନାଲକୁ ଯାଇଥିବା ୮ଟିମ୍।
ମେଟଲ୍ ମିଟ୍ର କୁଇଜ୍ ଆରମ୍ଭ
ମେଟଲ୍ ମିଟ୍ର କୁଇଜ୍ ଆରମ୍ଭ।
ମେଟଲ୍ ମିଟ୍ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍ଫି ଉଠାଉଛନ୍ତି
ମେଟଲ୍ ମିଟ୍ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍ଫି ଉଠାଉଛନ୍ତି।
ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ ଆରମ୍ଭ
ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ ଆରମ୍ଭ।
କଟକ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ
କଟକ କୃଷକ ବଜାର ବସ୍ତି ଉଚ୍ଛେଦ ଘୋଷଣା ଓ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କଟକ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ।
ଜୋମାଟୋ ରାଇଡର୍ସ ୟୁନିୟନ ପକ୍ଷରୁ ଧାରଣା
୩ ଦଫା ଦାବିରେ ଜୋମାଟୋ ରାଇଡର୍ସ ୟୁନିୟନ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣା।
ରାଜଧାନୀରେ ବର୍ଷା
ରାଜଧାନୀରେ ବର୍ଷା
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ।
୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ବିକ୍ଷୋଭ
୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ୟୁନିଟ୍ ୩ ଶ୍ରମ କମିଶନ ଅଫିସ ସମ୍ମୁଖରେ ବିକ୍ଷୋଭ।
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ
କଟକ ସିଡିଏ ନେତାଜୀ ସେତୁ ନିକଟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।
କଟକ ଆର୍ଟିଓ ଅଫିସରେ ଅଗ୍ନିକାଣ୍ଡ
କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ।
Archives


