ଆଜିଠୁ ପଞ୍ଚାୟତ ଭୋଟ ଗଣତି
ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ୍ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ୩୧୪ ବ୍ଲକ୍ ମୁଖ୍ୟାଳୟରେ ୩ ଦିନ (୨୬,୨୭,୨୮ ତାରିଖ)…
ଷ୍ଟ୍ରଙ୍ଗ୍ରୁମ୍ ବାହାରେ ପଡ଼ିଛି ଭୋଟ୍ କାଗଜ, ଫଳାଫଳକୁ ନେଇ ଆଶଙ୍କାରେ ଜନସାଧାରଣ
କେନ୍ଦ୍ରାପଡ଼ା ଅଫିସ,୨୫ା୨: କେନ୍ଦ୍ରାପଡ଼ା ବ୍ଲକର ଷ୍ଟ୍ରଙ୍ଗରୁମ୍ ବାହାରେ ଭୋଟ୍ କାଗଜ ପଡ଼ିଛି। ଶୁକ୍ରବାର ଏପରି ଘଟଣା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ବ୍ଲକର ଷ୍ଟ୍ରଙ୍ଗରୁମ ନିକଟରେ ଦେଖିବାକୁ ମିଳିଛି। ଫଳରେ ଚଳିତ ନିର୍ବାଚନ ଫଳାଫଳକୁ ନେଇ ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକଟ…
ଆଜି ସାନି ମତଦାନ
ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ପୁନଃ ମତଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା। ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା…
ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ
ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦…
ସାଢ଼େ ୧୨ଟା ସୁଦ୍ଧା ୫୫ % ମତଦାନ
ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଆଜି ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ସାଢ଼େ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଭୋଟ୍ ନ ଦେଇ ଫେରିଲେ ଶତାଧିକ ଭୋଟର
ସୁନ୍ଦରଗଡ଼,୨୪ା୨(ଡି.ଏନ୍.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’ ନମ୍ବର ଜୋନ୍ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗ୍ରାମର ୩ଟି ଓ୍ବାର୍ଡରେ ଭୋଟର ତାଲିକା…
ସରିଲା ନିର୍ବାଚନ: ଭୋଟ୍ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
ସୁନ୍ଦରଗଡ଼,୨୪ା୨(ଡି.ଏନ୍.ଏ.): ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସୁନ୍ଦରଗଡ ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ସଦର,ଟାଙ୍ଗରପାଲି ଏବଂ ଗୁରୁଣ୍ଡିଆ ବ୍ଲକର ୬ଟି ଜିଲା ପରିଷଦ ଜୋନ୍ ଏବଂ ୪୨ଟି ପଞ୍ଚାୟତର ୫୫୦ଟି…
ଭୋଟ୍ ଦେବାକୁ ଆସିଲେନି ଗ୍ରାମବାସୀ, ଖାଲିପଡ଼ିଛି ବୁଥ୍
ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟା ଏବଂ ଜନହିତକର ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗରେ ଗୁରୁବାର ଭୋଟ୍ ବର୍ଜନ କରିଛନ୍ତି। ୧୮ ଏବଂ ୧୯ ନମ୍ବର ବୁଥ୍ରେ ୪୦୬…
ବାଲଟ ପେପର ଛଡ଼ାଇନେଲେ ଏଜେଣ୍ଟ, ନିର୍ବାଚନ ବାତିଲ
ଭଦ୍ରକ ଅଫିସ,୨୪ା୨: ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଏଜେଣ୍ଟ ବୁଥ୍ରୁ ବାଲଟ ପେପର ଛଡ଼ାଇ ନେବା ପରେ ନିର୍ବାଚନକୁ ବାତିଲ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…
ନିଆଳିର ୯ଟି ବୁଥ୍ରେ ମତଦାନ ବନ୍ଦ
ନିଆଳି,୨୪ା୨(ଡି.ଏନ୍.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀ ଗାଁ ପଞ୍ଚାୟତରେ ଗୁରୁବାର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ୧୧, ୧୨, ୧୩, ୧୪,୧୫, ୧୬, ୧୭, ୧୮ ଏବଂ ୧୯ ନଂ ବୁଥ୍ରେ ଭୋଟ୍ଦାନ ବନ୍ଦ…
ଭୋଟ୍ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍ପି ପ୍ରମିଳା ବିଷୋୟୀ
ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍ ଗ୍ରହଣ ଚାଲିଛି। ତେବେ ଆସିକା ଏମ୍ପି ପ୍ରମିଳା ବିଷୋୟୀ ମତଦାନ ସମୟରେ ଭୋଟ୍ ବାକ୍ସକୁ ମୁଣ୍ଡ…
ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ଭଞ୍ଜନଗର,୨୪ା୨(ଡି.ଏନ୍.ଏ.): ଗୁରୁବାର ଭଞ୍ଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ୩୨୧ ବୁଥ୍ରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ବ୍ଲକରେ ୧ ଲକ୍ଷ ୮୯୬୬ ଜଣ ଭୋଟର ଅଛନ୍ତି। ଭଞ୍ଜନଗର ବ୍ଲକ ଅଗଝୋଳ ଗ୍ରାମରେ ଜଙ୍ଗଲ ଓ ପରିବେଶ ଏବଂ…
Archives


