‘ସଂଚାର ସାଥି ଜବରଦସ୍ତି ନୁହେଁ, ଚାହିଁଲେ ଡିଲିଟ କରିପାରିବେ’, ଗୁପ୍ତଚର ବିବାଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୨।୧୨: ଯେତେବେଳେ DoT ସମସ୍ତ ମୋବାଇଲ ଫୋନ ନିର୍ମାତାଙ୍କୁ ସଞ୍ଚାର ସାଥୀ ଆପ ପୂର୍ବରୁ ସଂସ୍ଥାପନ କରିବା ପାଇଁ ୯୦ ଦିନର ସମୟସୀମା ଦେଇଥିଲା, ଏହା ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। ବିରୋଧୀ ଦଳ ସରକାର ଗୁପ୍ତଚର ଚେଷ୍ଟା କରୁଥିବା…
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ବଡ଼ ଖୁଲାସା, ଆତଙ୍କବାଦୀ ଦାନିଶଙ୍କ ଫୋନରୁ ମିଳିଲା…
ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ଆତଙ୍କବାଦୀ ଦାନିଶର ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଡିଲିଟ ହୋଇଥିବା ଇତିହାସ, ଫଟୋ, ଭିଡିଓ ଏବଂ ଆପ ଡାଟା ସ୍କାନ କରିବାରୁ ଜଣାପଡିଛି ଯେ ସେ ସକ୍ରିୟ ଭାବରେ ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ…
କଶ୍ମୀରରେ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ
ଶ୍ରୀନଗର,୨।୧୨: ନିୟନ୍ତ୍ରଣ ରେଖା (ଏଲ୍ଓସି) ଅତିକ୍ରମ କରି କଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମା ସେପାଖ ଲଞ୍ଚ୍ପ୍ୟାଡ୍ଗୁଡ଼ିକରେ ୧୦୦ରୁ ୧୨୦ ଆତଙ୍କବାଦୀ ଅପେକ୍ଷାରେ ରହିଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ଏଲ୍ଓସିର ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀମାନଙ୍କର…
ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ
ମୁମ୍ବାଇ,୨।୧୨: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ବିମାନକୁ ଉଡ଼ାଣ ସମୟରେ, ଏକ ବୋମା ଧମକ ମିଳିଥିଲା। ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇମେଲ…
୩ ଫୁଟର ଡାକ୍ତର, ଯାହାଙ୍କୁ ୫ ଲକ୍ଷ ଟଙ୍କାରେ କିଣିବାକୁ ଚାହୁଁଥିଲେ ସର୍କସ ବାଲା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ
ଗାନ୍ଧିନଗର,୨।୧୨: ଗୁଜରାଟର ଭାବନଗରର ସାର୍ ତଖତ ସିଂହ ଜୀ ହସ୍ପିଟାଲର ଟ୍ରମା ସେଣ୍ଟରରେ ମଧ୍ୟାହ୍ନ ସମୟ। ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ଅଣାଯାଉଛି। ଏକ ବିଶାଳ ଭିଡ଼ର ଆଗରେ ଠିଆ ହୋଇଛନ୍ତି ଜଣେ ୨୫ ବର୍ଷୀୟ ଯୁବ ଡାକ୍ତର… ଯାହାଙ୍କ ଉଚ୍ଚତା ପ୍ରାୟ…
ବ୍ରେକ୍ଫାଷ୍ଟ ରାଜନୀତି: ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨।୧୨: କର୍ନାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ କ୍ଷମତା ସଂଘର୍ଷ ଶେଷ ହୋଇଛି। ବ୍ରେକ୍ଫାଷ୍ଟ ରାଜନୀତି ମାଧ୍ୟମରେ ଦଳ ଭିତରେ ମତଭେଦ ସମାଧାନ କରିବାକୁ ପ୍ରୟାସ ଚାଲିଛି। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଗତ ସପ୍ତାହରେ ଆଭ୍ୟନ୍ତରୀଣ ବିବାଦ ଆରମ୍ଭ ହୋଇଥିଲା।…
ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ
ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।…
ହଠାତ୍ ରାସ୍ତାରେ ଅଟକି ମହିଳାଙ୍କ ହାତରେ ଏମିତି ଲେଖିଦେଲେ ମନ୍ତ୍ରୀ: ବଢୁଛି ଚର୍ଚ୍ଚା
ଜୟପୁର,୨।୧୨: ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋରି ଲାଲ ମୀନାଙ୍କ ଅନନ୍ୟ ଶୈଳୀ ପୁଣି ଥରେ ଜୟପୁରରେ ଚର୍ଚ୍ଚାରେ ରହିଛି। ସେ ବିମାନବନ୍ଦର ନିକଟରେ ଏକ ଚା’ ଦୋକାନରେ ଅଟକିଥିବା ସମୟରେ, ସେ ଏକ ଗୋଶାଳା ନିର୍ମାଣରେ ବାଧା ସୃଷ୍ଟି କରୁଥିବା…
ବ୍ରହ୍ମୋସ୍ ପରୀକ୍ଷା କଲା ଭାରତୀୟ ସେନା, ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ,୧।୧୨: ଭାରତୀୟ ସେନା ସୋମବାର ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି। ଦକ୍ଷିଣ କମାଣ୍ଡର ଏକ ବ୍ରହ୍ମୋସ୍ ୟୁନିଟ୍ ଦ୍ୱାରା ଏହି ଦୂରଗାମୀ ଏବଂ ସଠିକ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆଣ୍ଡାମାନ ଓ ନିକୋବର କମାଣ୍ଡ…
ଜିଏସ୍ଟି ହାର ହ୍ରାସର ପ୍ରଭାବ: ନଭେମ୍ବରରେ ସଂଗ୍ରହ ୧.୭୦ ଲକ୍ଷ କୋଟି
ନୂଆଦିଲ୍ଲୀ,୧।୧୨: ନୂତନ ପିଢ଼ିର ଜିଏସ୍ଟି ଟିକସ ସଂସ୍କାରରେ ହାର ହ୍ରାସ ହେବା ପରେ ଏହାର ପ୍ରଭାବ ପରୋକ୍ଷ ଟିକସ ସଂଗ୍ରହ ଉପରେ ପଡ଼ିଛି। ନଭେମ୍ବର ମାସରେ ଜିଏସ୍ଟି ସଂଗ୍ରହରେ ମାତ୍ର ୦.୭ ପ୍ରତିଶତ ବୃଦ୍ଧି ହୋଇ ୧.୭୦ ଲକ୍ଷ କୋଟି ଟଙ୍କାରେ…
ବିଶ୍ୱରେ ଚହଳ: ଭାରତ ଆସି ବଡ଼ ଡିଲ୍ କରିବେ ପୁଟିନ୍! ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…
ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ’ଣ ଭାରତ ରୁଷିଆ Su-57 ଗୁପ୍ତ ଯୁଦ୍ଧ ବିମାନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରିବ? ନିକଟରେ…
‘ଫ୍ଲାଇଂ କ୍ରେମଲିନ’ ଜେଟରେ ଭାରତ ଆସିବେ ପୁଟିନ: ଦାମ୍ ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଏବଂ ୫ରେ ୨୩ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରୁଷିଆର ସୁରକ୍ଷା ଏଜେନ୍ସିଗୁଡ଼ିକର ଏକ ଟିମ୍ ମଧ୍ୟ ଭାରତରେ ପହଞ୍ଚିଛି।…
Archives


