ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ
ନୂଆଦିଲ୍ଲୀ,୨୬ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି।…
ସାଧାରଣତନ୍ତ୍ର ଦିବସରେ ବଡ଼ କଥା କହିଦେଲେ ମୋଦି: ଜୀବନରେ…
ନୂଆଦିଲ୍ଲୀ,୨୬ା୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ ଦିଲ୍ଲୀର କର୍ତ୍ତବ୍ୟ ପଥ ଉପରେ ପରେଡ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ…
ମ୍ୟାନ୍ମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍: ସରକାର ଖୋଲିଲେ ଗୁପ୍ତ ଅପରେସନର ରହସ୍ୟ
ନୂଆଦିଲ୍ଲୀ, ୨୫ା୧: ଭାରତୀୟ ସେନା ପକ୍ଷରୁ ମ୍ୟାନ୍ମାର ସୀମା ଭିତରେ ପଶି କରାଯାଇଥିବା ଏକ ଗୁପ୍ତ ଅପରେସନ କରାଯାଇଛି। ଏ ସମ୍ପର୍କରେ ପ୍ରଥମ କରି ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୨୫ ଜୁଲାଇ ମାସରେ କରାଯାଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିପାଇଁ…
କୋଲକାତାରେ ଭାଜପା-ଟିଏମସି କର୍ମୀ ମୁହାଁମୁହିଁ: ପରସ୍ପରର କାର୍ଯ୍ୟକ୍ରମରେ ଭଙ୍ଗାରୁଜା
କୋଲକାତା, ୨୫ା୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି…
ବିଶ୍ୱ ପାଇଁ ଭାରତ ଶାନ୍ତିର ଦୂତ: ୭୭ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତର ସୁରକ୍ଷା, ନାରୀ ସଶକ୍ତିକରଣ ଏବଂ ବିଶ୍ୱ ଶାନ୍ତି ଉପରେ ଗୁରୁତ୍ୱାରୋପ…
ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?
ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ…
ମରିଗଲା ମାନବିକତା; ବୃଦ୍ଧଙ୍କ ମୁଣ୍ଡକୁ ପିଟିଲେ, ବାଇକରେ ବାନ୍ଧି ୪-୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ…
ଭୋପାଳ,୨୫ା୧: ମଧ୍ୟପ୍ରଦେଶର ରେୱା ଜିଲାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି ।ତିନି ଜଣ ଯୁବକ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବରେ ପିଟି ପିଟି ତାଙ୍କ ବାଇକ୍ ଉପରେ କିଛି କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ରକ୍ତାକ୍ତ ବୃଦ୍ଧ…
ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣଙ୍କୁ ମିଳିବ…
ଭୁବନେଶ୍ବର, ୨୫ା୧: ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି । ରାଷ୍ଟ୍ରପତି…
ଲାଲୁ ଯାଦବଙ୍କ ରାଜନୀତିରେ ଲାଗିଲା ସମ୍ପୂର୍ଣ୍ଣ ବିରାମ, ଏବେ ତେଜସ୍ବୀ ଯାଦବ ସମ୍ମାଳିବେ ଦଳର…
ପାଟନା,୨୫।୧: ବିହାରର ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଗୋଟିଏ ରାଷ୍ଟ୍ରୀୟ ଜନତା ଦଳ ବା RJD ପାଇଁ ଆଜି ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଦଳ ତେଜସ୍ବୀ ଯାଦବଙ୍କୁ RJDର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ମନୋନୀତ କରିଛି। RJDର…
ଅବୈଧ ସମ୍ପର୍କ ଅଭିଯୋଗରେ ବିଧବା ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଲେ
ରାୟପୁର,୨୫।୧: ଛତିଶଗଡ଼ର ଗୌରେଲା-ପେଣ୍ଡ୍ରା-ମାରୱାହି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପେଣ୍ଡ୍ରା ପୋଲିସ ଷ୍ଟେଶନ ଅଧୀନରେ ଥିବା ରାନିଝାପ ଗାଁରେ ଜଣେ ବିଧବା ମହିଳାଙ୍କ ପ୍ରତି ଅମାନବୀୟ ଏବଂ ଲଜ୍ଜାଜନକ ବ୍ୟବହାରର ଏକ ମାମଲା ସାମ୍ନାକୁ ଆସିଛି। ଅବୈଧ ସମ୍ପର୍କ…
୨୦୨୬ର ପ୍ରଥମ ‘ମନ କି ବାତ’କାର୍ଯ୍ୟକ୍ରମରେ ମତଦାତାଙ୍କ ମହତ୍ୱ କଥା କହିଲେ ମୋଦି
ନୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜାନୁଆରୀ ୨୫) ୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’। ଆସନ୍ତାକାଲି ଅର୍ଥାତ୍…
Parliament Budget Session: ବଜେଟ ପୂର୍ବରୁ ୨୭ରେ ସର୍ବଦଳୀୟ ବୈଠକ, ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ,୨୪।୧: ବଜେଟ ଅଧିବେଶନ ପୂର୍ବରୁ ରାଜନୈତିକ ସହମତି ଗଠନ ପାଇଁ ସରକାର ପ୍ରୟାସ ଜୋରଦାର କରିଛନ୍ତି। ପାର୍ଲାମେଣ୍ଟର ଆଗାମୀ ବଜେଟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୭ ତାରିଖରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ବିଧାନସଭା କାର୍ଯ୍ୟସୂଚୀ…
Archives


