ମହାରାଷ୍ଟ୍ରରେ ପୁଣି ପାଲା ବଦଳାଇବା ଚକ୍କରରେ ପୂର୍ବତନ ମନ୍ତ୍ରୀ, ଭାଜପା ଛାଡି…
ମୁମ୍ବାଇ,୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ର୍ନିିାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଭାଜପାର ବରିଷ୍ଠ ନେତା ହର୍ଷବର୍ଦ୍ଧନ ପାଟିଲ ଭାଜପା ଛାଡିବେ ବୋଲି ଅନୁମାନ କରାଯାଉଛି। ସେ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।…
ଭାଜପାକୁ ଝଟ୍କା, ଗିରଫ ହେଲେ ଦ୍ରୌପଦୀ!
ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରୁ ସେ ସ୍ଥାନୀୟ ମହିଳା ଭାଜପା ନେତା ରୁବି ଦାସଙ୍କୁ…
କୋର୍ଟ ଭିତରେ ଓକିଲଙ୍କୁ କାହିଁକି ଗାଳି ଦେଲେ ସିଜେଆଇ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୩।୧୦: ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଗିଦ କରିଛନ୍ତି। ଯେତେବେଳେ ଓକିଲ ବେଞ୍ଚକୁ କହିଥିଲେ ଯେ କୋର୍ଟରେ ଲିଖିତ ଆଦେଶର ବିବରଣୀ ବିଷୟରେ ସେ କୋର୍ଟ ମାଷ୍ଟରଙ୍କ ସହ କ୍ରସ-ଚେକ କରିଛନ୍ତି। ଓକିଲଙ୍କ ଏହି ପ୍ରସଙ୍ଗରେ,…
ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ
ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ…
ଓଡ଼ିଶାରେ ହେବ ଶିଳ୍ପ ହବ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଥିଲେ। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର ଓ…
ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ…
ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା ଚାଲିଛି। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ…
ଭାରତ ଗସ୍ତରେ ଆସିଥିବା ଜାମାଇକା ପ୍ରଧାନମନ୍ତ୍ରୀ ହଟହଟା, ସୁରକ୍ଷା ଅଭାବରୁ…
ନୂଆଦିଲ୍ଲୀ,୩ା୧୦: ଭାରତ ଗସ୍ତରେ ଆସିଥିବା ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ତାଙ୍କୁ ଭାରତ ସଂସଦ ଯିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୁରକ୍ଷା ଏଜେନ୍ସି ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ତାଙ୍କର ପୂରା କନ୍ଭେନକୁ…
ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି
ହାଇଦ୍ରାବାଦ୍,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି।…
ଦିନଥିଲା ମୁଁ ବି ଚକୋଲେଟ ଖାଇ ରାସ୍ତାରେ ଜରି ପକାଉଥିଲି: ଆଉ ଏବେ..କହୁ କହୁ ଏମିତି କହିଦେଲେ ଗଡକରୀ
ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସ୍ବଚ୍ଛ ଭାରତ ଅଭିଯାନ ଉପରେ ଏକ ବିଶେଷ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଚକୋଲେଟ ଖାଇବା ପରେ ଜରିକୁ କାରରୁ ଫୋପାଡିବାର ଅଭ୍ୟାସ ଥିଲା, କିନ୍ତୁ ବର୍ତ୍ତମାନ ମୁଁ ତାହା କରୁନାହାଁନ୍ତି। ଏହି…
କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍
ନୂଆଦିଲ୍ଲୀ,୩।୧୦: ନିକଟରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ପରେ ରୋହିତ ବ୍ରିଗେଡ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲେ। କାନପୁର ଟେଷ୍ଟରେ ବାଂଲାଦେଶର ତାରକା ଅଲରାଉଣ୍ଡର ମେହେଦି…
ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ
ନୂଆଦିଲ୍ଲୀ,୩ା୧୦: ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ପୋଲିସ କହିଛି, କାଳିନ୍ଦୀକୁଞ୍ଜ ଥାନା ଅନ୍ତର୍ଗତ ଜୟତପୁରର ନିମା ହସ୍ପିଟାଲ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍…
ହରିୟାଣା ନିର୍ବାଚନରେ ଏଣ୍ଟ୍ରି କଲେ ବୀରେନ୍ଦ୍ର ସେହ୍ବାଗ: ଏହି ଦଳର ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର
ଚଣ୍ଡିଗଡ,୩।୧୦:ଅକ୍ଟୋବର ୫ରେ ହରିୟାଣାରେ ମତଦାନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ ହେବ। ତେଣୁ କୌଣସି ପ୍ରାର୍ଥୀ ତାଙ୍କ ପ୍ରଚାରରେ କୌଣସି ସୁଯୋଗ ଛାଡିବାକୁ ଚାହାଁନ୍ତି ନାହିଁ। ଷ୍ଟାର…
Archives


