ଜାତୀୟ

ମୋଦି ସରକାରଙ୍କୁ ଶକ୍ତ ଝଟ୍‌କା: ଇସ୍ତଫା ଦେବାକୁ ଧମକ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ସୁପାରିଶ କରିଥିଲେ। ସଦାନନ୍ଦନ...

ମହାମେଣ୍ଟରେ ଆସନ ବୁଝାମଣା ଅଟକିଲା

ନୂଆଦିଲ୍ଲୀ,୧୨ା୧୦: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୭ ରହିଥିବା ବେଳେ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡ଼ୁନାହିଁ। ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ, ସ୍ତ୍ରୀ ରାବ୍‌ରୀ ଦେବୀ ଏବଂ ତାଙ୍କ...

କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ: କହିଲେ ଆୟ କମିଗଲାଣି

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀ ରବିବାର ମନ୍ତ୍ରୀପଦରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ଭାଜପାର ନୂଆ ରାଜ୍ୟସଭା ଏମପି ସି. ସଦାନନ୍ଦନ୍ ମାଷ୍ଟରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ନିଜ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି। କନ୍ନୁର ଜିଲାର ଏକ...

Video: ଗଛ ଲଗାଇ ନିଜ ସନ୍ତାନ ଭଳି ୨୦ ବର୍ଷ ସ୍ନେହ କଲେ, କଟିଯିବା ଦେଖି ମୁଣ୍ଡ ପିଟି କାନ୍ଦିଲେ ବୃଦ୍ଧା

ଛତିଶଗଡ଼,୧୨।୧୦: ଛତିଶଗଡ଼ର ଖୈରାଗଡ଼ ଜିଲାର ସାରାଗୋଣ୍ଡି ଗ୍ରାମରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଲୋକଙ୍କୁ ପ୍ରକୃତି ସହିତ ପ୍ରେମ ଓ ଭାବନା ସହ ଗଭୀର ଭାବେ ଯୋଡ଼ିଛି। ଭିଡିଓରେ ଜଣେ ବୃଦ୍ଧା ମହିଳା...

ବିହାରରେ ସିଟ୍ ଭଗବଣ୍ଟା ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଏତିକି ଆସନରେ ଲଢ଼ିବ ଭାଜପା

ପାଟନା,୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ରବିବାର ସିଟ୍ ଭଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍‌ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ...

ମହିଳା ସାମ୍ବାଦିକଙ୍କ ‘ନୋ ଏଣ୍ଟ୍ରି’କୁ ନେଇ ମୁହଁ ଖୋଲିଲେ ଏହି ମୁସଲିମ ଦେଶର ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଭାରତରେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତିକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଛନ୍ତି। ମୁତାକି କହିଛନ୍ତି ଯେ ମହିଳା ସାମ୍ବାଦିଙ୍କୁ ବାଦ ଦେବା ଏକ ଜାଣିଶୁଣି...

ୟୁ ଟର୍ନ ନେଲେ ମମତା! କହିଲେ ଏମିତି ଅପରାଧକୁ ବରଦାସ୍ତ କରାଯିବ ନାହିଁ, ଅଭିଯୁକ୍ତଙ୍କୁ ମିଳିବ…

ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର (୧୨ ଅକ୍ଟୋବର, ୨୦୨୫) ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ।...

ଆଜମ ଖାନଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୧୨।୧୦: ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ସୁରକ୍ଷା ପୁନଃସ୍ଥାପିତ କରାଯାଇଛି। ତାଙ୍କୁ Y-ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୨୩ ମାସ ଜେଲରେ ରହିବା ପରେ, ଆଜମ ଖାନ ଜାମିନରେ ମୁକ୍ତ ହୋଇଛନ୍ତି।...

ପଶ୍ଚିମବଙ୍ଗରେ ବାରମ୍ବାର ଗଣବଳାତ୍କାର: ମମତାଙ୍କ ମୁହଁ ଫୁଟାଣି, ଝିଅମାନେ ରାତିରେ

କୋଲକାତା,୧୨।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ତଥା ଓଡ଼ିଶାର ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ...

ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଏମିତି ପ୍ରଶ୍ନ ପ୍ରଚାରିଲେ ମମତା ସମସ୍ତେ ଆଶ୍ଚର୍ଯ୍ୟ

ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ପୁଣିଥରେ ଖବରର ଶିରୋନାମରେ ଅଛି। ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା MBBS ଛାତ୍ରୀଙ୍କ ସହ ଗଣବଳାତ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମାମଲାରେ ତାଙ୍କର...

ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲାରେ ୩ ଗିରଫ, ଶୁଭେନ୍ଦୁ କହିଲେ ଏଠିବି ଦରକାର ଯୋଗୀ ମଡେଲ

ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଖାଇବାକୁ ବାହାରକୁ ଯାଇଥିବା ବେଳେ ବାଟରେ ଦୁଇ...

ମହାକାଶ ଯିବ ଓଡ଼ିଶା ନିର୍ମିତ ‘ବ୍ୟୋମମିତ୍ର’

ଭୁବନେଶ୍ୱର,୧୨ା୧୦ (ସୁଚିସ୍ମିତା ସାହୁ): ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଆସନ୍ତା ଡିସେମ୍ବରରେ ‘ଗଗନୟାନ’ ମିଶନରେ ହାପ୍‌ ହ୍ୟୁମାନଏଡ୍‌ ବା ଅର୍ଦ୍ଧମାନବୀୟ ରୋବୋକୁ ସାମିଲ କରିବାକୁ ଯାଉଛି। ପ୍ରଥମଥର ମହାକାଶ ଯିବ ମହିଳା ରୋବୋ ‘ବ୍ୟୋମମିତ୍ର’। ତେବେ ବ୍ୟୋମମିତ୍ରର ମୁଣ୍ଡ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri