ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ…
ମନମୋହନ ସିଂ: ଭାରତର ଦିଗ ବଦଳାଇଥିବା ସରଳ ନେତା
ନୂଆଦିଲ୍ଲୀ,୨୬ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ସରଳତାରେ ପରିପୂର୍ଣ୍ଣ ନେତା ଥିଲେ। ୧୯୯୧ ରେ, ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥନୈତିକ ସଂସ୍କାର ଏବଂ ଅନେକ ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ଦେଶକୁ ଏକ…
ଗାୟିକା ଦେବୀ କିଏ?ଯିଏ ‘ଈଶ୍ୱର-ଅଲ୍ଲାହ ତେରୋ ନାମ’ ଗାଇବା ପରେ ଭାଜପା କାର୍ଯ୍ୟକ୍ରମରେ ହେଲା ହଙ୍ଗାମା
ପାଟନା,୨୬।୧୨: ବିହାରର ରାଜଧାନୀ ପାଟନାରେ ଭାଜପାର ଏକ କାର୍ଯ୍ୟକ୍ରମରେ ‘ଈଶ୍ୱର ଅଲ୍ଲାହ ତେରୋ ନାମ’ ଭଜନ ଗାଇ ବିବାଦକୁ ଆସିଛନ୍ତି ଭୋଜପୁରୀ ଗାୟିକା ଦେବୀ। ସେ ନିଜର ଶାଳିନତା ଏବଂ ସଭ୍ୟତାଯୁକ୍ତ ଗୀତ ଯୋଗୁ ଭୋଜପୁରୀଜଗତରେ ଜଣାଶୁଣା। ସେ ଭୋଜପୁରୀ ଗୀତରେ…
ଆର୍ଥିକ ଉଦାରୀକରଣ, ନରେଗା, ଆଧାର ଏବଂ RTI ରେ ପ୍ରମୁଖ ଭୂମିକା….ଜାଣନ୍ତୁ ମନମୋହନଙ୍କ ସମସ୍ତ ଉପଲବ୍ଧି
ନୂଆଦିଲ୍ଲୀ,୨୬ା୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ଜଣାଶୁଣା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂ ଗୁରୁବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର…
କଂଗ୍ରେସକୁ ଏଏପିର ୨୪ ଘଣ୍ଟିଆ ଅଲ୍ଟିମେଟମ, ପ୍ରତିକ୍ରିୟା ରଖିଲେ ଭେନୁଗୋପାଲ
ନୂଆଦିଲ୍ଲୀ,୨୬।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) କଂଗ୍ରେସକୁ ଭାଜପା ସହ ମିଶିଥିବା ଅଭିଯୋଗ କରିଛି। ଏଥିସହ ଅନ୍ୟ ଦଳ ସହ କଥା ହେବା ପରେ…
ଭଡ଼ାଘରେ ଆର୍ଜେ ସିମରନ୍ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ…
ନୂଆଦିଲ୍ଲୀ,୨୬।୧୨: ଜମ୍ମୁର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତଥା ଆର୍ଜେ ସିମରନ୍ ସିଂଙ୍କ ଆତ୍ମହତ୍ୟା। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତଦେହକୁ ଗୁରୁଗାଓଁ ସ୍ଥିତ ସେକ୍ଟର ୪୬ର ଏକ ଭଡ଼ା ଆପାର୍ଟମେଣ୍ଟରୁ ଜବତ କରାଯାଇଛି। ପୋଲିସ ଏହା…
ଆଉ ପିନ୍ଧିବି ନାହିଁ ଜୋତା, କାହିଁକି ଏମିତି ଶପଥ ନେଲେ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ
ଚେନ୍ନାଇ,୨୬।୧୨: ଗୁରୁବାର କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଜୋତା ଖୋଲି ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଡିଏମକେ କ୍ଷମତାସୀନ ହେବା ପର୍ଯ୍ୟନ୍ତ ମୁଁ କୌଣସି ଜୋତା ବା ଚପଲ ପିନ୍ଧିବି ନାହିଁ। ଏହା…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି
ନୂଆଦିଲ୍ଲୀ,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୯୨ ବର୍ଷୀୟ ମନମୋହନଙ୍କୁ ଏମର୍ଜେନ୍ସି ବିଭାଗକୁ ଅଣାଯାଇଛି। ତେବେ କେଉଁ କାରଣରୁ ତାଙ୍କୁ ମେଡିକାଲରେ…
ପ୍ରେମିକାଙ୍କୁ ନିଜ ହାତରେ ହାଣି ହତ୍ୟା କଲା ପରେ ଏମିତି କଲେ ପ୍ରେମିକ
ଗୁଆହାଟି,୨୬ା୧୨: ସମଗ୍ର ଭାରତରେ ଏବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡର ଖବର ଆସିବା ଲାଗି ରହିଛି। ଗୁରୁବାର ସମାନ ଘଟଣାରେ ଆସାମ ରାଜଧାନୀ ଗୁଆହାଟୀରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ନିର୍ମମ ଭାବେ ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ…
CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ CWC ବୈଠକରେ ଯୋଗ ଦେଇପାରିନଥିଲେ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନୂଆଦିଲ୍ଲୀରେ ତାଙ୍କର ଯତ୍ନ ନେଉଛନ୍ତି,…
ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍ଏସ୍, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video
କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା ତାହା ଭଗବାନଙ୍କ ଉପରେ ନିର୍ଭର କରିଥାଏ। କାରଣ ବେଳେବେଳେ ମୃତ୍ୟୁ ଲୁଚିଛପି ଆସି ସବୁ…
Archives


