ମହିଳାଙ୍କ ମଙ୍ଗଳସୂତ୍ର ଚୋରି କରୁଛନ୍ତି ସରକାର: ଜୟରାମ
ନୂଆଦିଲ୍ଲୀ,୩।୧: ନିକଟରେ ଏକ ରିପୋର୍ଟ ଆସିଲା, ଯେଉଁଥିରେ ପ୍ରକାଶ ପାଇଲା ଯେ ସୁନା ବନ୍ଧକ ରଖି ଋଣ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ଲୋକମାନେ ମଧ୍ୟ ସେମାନଙ୍କରଇ ଏମଆଇ ଦେବାକୁ ଅସମର୍ଥ। ଏହି…
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ସୂଚନାନୁସାରେ, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୭କିମ୍ବା ୮ଜାନୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହେବ ଏବଂ ଫଳାଫଳ ୧୫ ଫେବୃଆରୀ ପରେ…
‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ
ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅଭିଯାନକୁ ନେଇ ଉଦବେଗ ପ୍ରକାଶ କରିଛି। ପାକିସ୍ତାନ…
ଉଦ୍ଧବଙ୍କ ‘ସାମନା’ରେ ଫଡନାଭିସଙ୍କ ପ୍ରଶଂସା, ମହାରାଷ୍ଟ୍ରରେ ହେବକି ବଡ଼ ପରିବର୍ତ୍ତନ?
ମୁମ୍ବାଇ,୩।୧: ମହାରାଷ୍ଟ୍ର ରାଜନୀତିରେ ଯାହା ସବୁ ଘଟିପାରେ ତାହା ସମସ୍ତେ ଦେଖିଛନ୍ତି।ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ରାଜନୀତି କଡ ଲଉଟାଇଥାଏ। ଏକଦା ଭାଜପା ଏବଂ ଉଦ୍ଧବଙ୍କ ଶିବସେନା ଏକାଠି ଥିଲେ। ଭଲ ବନ୍ଧୁ ଥିଲେ। କିନ୍ତୁ ରାଜନୀତିର ଚକ ଏପରି ଘୁରିଛି ଯେ…
ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…
ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ଯେ ଭାରତ ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ…
ଟସ୍ ଜିତିଲା ଭାରତ: ଦଳରୁ ବାଦ୍ ପଡ଼ିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମ୍ରା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତର ଶୀର୍ଷ କ୍ରମ…
ନୀତୀଶଙ୍କୁ ବଡ଼ ଅଫର୍ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ…
ପାଟନା,୩ା୧:୨୦୨୫ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଲ୍ଟୁରାମ ନାମରେ ପରିଚିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ସୃଷ୍ଟି କଲାଭଳି ମନ୍ତବ୍ୟ ଦେଇଛନ୍ତି ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ। ଲାଲୁ ବୁଧବାର…
ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ
ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ପୁର୍ବାଞ୍ଚଳରେ। ମଙ୍ଗଳବାର ଯେତେବେଳେ ସମସ୍ତେ ନୂଆବର୍ଷକୁ ସ୍ବାଗତ କରୁଥିଲେ।…
ସ୍ପିଡ୍ ବ୍ରେକର ଅତିକ୍ରମ ବେଳେ ଜାର୍କିଂରେ ଫେରିଲା ହୃଦ୍ଘାତ ମୃତକଙ୍କ ଜୀବନ
ନୂଆଦିଲ୍ଲୀ,୨ା୧: ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ ଉଲ୍ପେ ନାମକ ଉକ୍ତ ବ୍ୟକ୍ତିଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉଥିଲାବେଳେ ଆଶ୍ଚର୍ଯ୍ୟ ଘଟଣା…
ଫେସବୁକ୍ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…
ଅଲିଗଡ଼/ଲାହୋର,୨।୧: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ…
ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍ଷ୍ଟେବଳ
ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍ହାଉସି ନିକଟ ବାନିଖେତ୍ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ରିସର୍ଟ ମ୍ୟାନେଜରଙ୍କ ମୃତ୍ୟୁ ଘଟିବା ସହ ରିସେପ୍ଶନିଷ୍ଟ ଆହତ ହୋଇଛନ୍ତି। ଏହି…
‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…
ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିପିଏସ୍ସି ପ୍ରିଲିମ୍ ପରୀକ୍ଷା ରଦ୍ଦ ଲାଗି ରାଜ୍ୟର ଛାତ୍ରୀଛାତ୍ର…
Archives


