CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ ମୁଖ୍ୟମନ୍ତ୍ରୀ ଆତିଶି ସହ ତାଙ୍କ ମୁକାବିଲା ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ …
୧୮ବର୍ଷର କମ୍ ପିଲାମାନେ ସୋସିଆଲ ମିଡିଆରେ ଖୋଲିପାରିବେନି ଆକାଉଣ୍ଟ! କେନ୍ଦ୍ର ସରକାର ନେଲେ କଡ଼ା ପଦକ୍ଷେପ
ନୂଆଦିଲ୍ଲୀ,୩।୧:ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଅଛି। ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଆକାଉଣ୍ଟ ଖୋଲିବା ଉପରେ ଲଗାମ ଲଗାଇଛନ୍ତି କେନ୍ଦ୍ର ସରକାର। ୧୮ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ ମିଡିଆରେ ଆକାଉଣ୍ଟ…
ଆମ୍ବୁଲାନ୍ସରେ ମୃତଦେହ ନେଇ ଫେରିବା ବେଳେ ଖାଲରେ ପଶିଲା ଆମ୍ବୁଲାନ୍ସ, ଗୋଟିଏ ଝଟ୍କାରେ ଉଠି ବସିଲେ ବୃଦ୍ଧ; ତା’ ପରେ…
କୋହ୍ଲାପୁର,୩।୧: ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଚମତ୍କାର କଲା ଭଳି ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଖାଲ ଯୋଗୁ ପୁନର୍ଜନ୍ମ ପାଇଛନ୍ତି। ଡାକ୍ତରଖାନାରେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କହି ଡାକ୍ତର ଫେରାଇ ଦେଇଥିଳେ। ହେଲେ ବାଟରେ କିଛି ଏଭଳି ଘଟିଥିଲା…
ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସିଖବର ଦେବେ ସରକାର, ବଢ଼ିବ DA !
ନୂଆଦିଲ୍ଲୀ,୩।୧: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେବେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି। ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ,…
‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’
ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ତଳେ ଏକ ଶିବଲିଙ୍ଗ ରହିଥିବା ସେ ସ୍ବପ୍ନରେ ଦେଖିଛନ୍ତି। ସରକାର ସେହି…
ଭାଜପା ପାଖରେ ନାହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି: କେଜରିଓ୍ବାଲ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିବା ସହ ଏଏପିକୁ ଦିଲ୍ଲୀ ପାଇଁ ବିପର୍ଯ୍ୟୟ ବୋଲି କହିଥିଲେ। ଏହାର କିଛି ସମୟ ପରେ ପୂର୍ବତନ…
ମୁଁ ବି କାଚର ଘର ତିଆରି କରିପାରି ଥାଆନ୍ତି, ଟାର୍ଗେଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଗୁଲ ବଜାଇଛନ୍ତି। ପ୍ରଧାନମନ୍ତ୍ରୀ ରୋହିଣୀର ଜାପାନୀ ପାର୍କରେ ଅବସ୍ଥିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ସରୋଜିନୀ ନଗରର ୧୭୩୮…
ଏନ୍କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ
ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ସିଆର୍ପିଏଫ୍ ଏବଂ ଡିଆର୍ଜି ଯବାନ…
ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ
ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର କରିବ କି? ବାଂଲାଦେଶ କଥା ଭାରତ ମାନି ନେବ କି? ଅବା ଭାରତ ବାଂଲାଦେଶର…
‘ଅତୁଲଙ୍କ ଭଳି ମୁଁ ବି କରିବି ଆତ୍ମହତ୍ୟା’, ନିକିତାଙ୍କ ଜାମିନ ଶୁଣାଣି ପୂର୍ବରୁ କାହିଁକି ଏମିତି କହିଲେ ଚାଚା
ବେଙ୍ଗାଲୁରୁ,୩।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଦେଶର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗଙ୍କ ଜାମିନ ଶୁଣାଣି ଜାନୁୟାରୀ ୪, ୨୦୨୫ରେ ବେଙ୍ଗାଲୁରୁର ଲୋୟର କୋର୍ଟରେ ଅନୁଷ୍ଠିତ ହେବ। ଜାମିନ ଆବେଦନକୁ…
ମହିଳାଙ୍କ ମଙ୍ଗଳସୂତ୍ର ଚୋରି କରୁଛନ୍ତି ସରକାର: ଜୟରାମ
ନୂଆଦିଲ୍ଲୀ,୩।୧: ନିକଟରେ ଏକ ରିପୋର୍ଟ ଆସିଲା, ଯେଉଁଥିରେ ପ୍ରକାଶ ପାଇଲା ଯେ ସୁନା ବନ୍ଧକ ରଖି ଋଣ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ଲୋକମାନେ ମଧ୍ୟ ସେମାନଙ୍କରଇ ଏମଆଇ ଦେବାକୁ ଅସମର୍ଥ। ଏହି…
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ସୂଚନାନୁସାରେ, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୭କିମ୍ବା ୮ଜାନୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହେବ ଏବଂ ଫଳାଫଳ ୧୫ ଫେବୃଆରୀ ପରେ…
Archives


