ଜାତୀୟ

ପୁଣି ଫେରିଲେ ଆଇଆଇଟି ବାବାଙ୍କ ଏକ୍ସ ପ୍ରେମିକା, ବାବା କହିଲେ ମୋ ପାର୍ବତୀ…

ନୂଆଦିଲ୍ଲୀ,୨୧।୧:ମହାକୁମ୍ଭରେ ଭାଇରାଲ ହୋଇଛନ୍ତି ଆଇଆଇଟି ବାବା । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ ସିଂ ଏବେ ସବୁଠି ଚର୍ଚ୍ଚାର ବିଷୟ। ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି କିନ୍ତୁ ଏବେ ଆଧ୍ୟାତ୍ମିକ ମାର୍ଗକୁ ଆସି ବାବା ସାଜିଛନ୍ତି। ହରିୟାଣାରୁ…

KGରୁ PG ମାଗଣା ଶିକ୍ଷା, ଛାତ୍ରଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା, ଭାଜପାର ଘୋଷଣା ପତ୍ର ପାର୍ଟ-୨

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଏହାର ଘୋଷଣାପତ୍ରର ଦ୍ୱିତୀୟ ଭାଗ ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଭାଜପା ନେତା ଅନୁରାଗ ଠାକୁର ସଂକଳ୍ପ ପତ୍ରର ଭାଗ-୨ ପ୍ରକାଶ କରିବା ସମୟରେ,…

ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ

ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ କୁହନ୍ତି, ଏହି ଖ୍ୟାତି ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ପୂର୍ବରୁ ସେ ସହଜରେ…

ଫିଲ୍ମରେ କାମ କରିବେ ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସା! ଦେଲେ ଏମିତି ଜବାବ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭରେ କୋଟି କୋଟି ଲୋକ ସମାଗମ ହେଉଛନ୍ତି। ସୋସିଆଲ ମିଡିଆ ଯୁଗରେ ମହାକୁମ୍ଭ ସହିତ ଜଡିତ ଅନେକ ଜିନିଷ, ଲୋକ ଏବଂ ରୀତିନୀତି ଏବେ ଟ୍ରେଣ୍ଡିଂ ହେବା ଆରମ୍ଭ କରିଛି। କେତେବେଳେ…

‘ସନ୍ୟାସ ବି ଏକ ଆଡଭେଞ୍ଚର’, ଏବେ ଏମିତି କ’ଣ କହିଲେ ଆଇଆଇଟିଆନ ବାବା

ପ୍ରୟାଗରାଜ,୨୧।୧: ପ୍ରୟାଗରାଜର ମହାକୁମ୍ଭରେ ଚାରିଆଡ଼େ ଆଧ୍ୟାତ୍ମିକତା ଏବଂ ଦିବ୍ୟତା ଅନୁଭୂତ ହେଉଥିବା ବେଳେ, ଏକ ବିଶେଷ କାହାଣୀ ଏବେ ଆଲୋଚନାରେ ରହିଛି। ସଙ୍ଗମ ସହରରେ ଜଣେ ବାବା ଆସିଛନ୍ତି, ଯିଏ କର୍ପୋରେଟ ଜୀବନର ଚମକ ଛାଡ଼ି ତ୍ୟାଗର ପଥ ଗ୍ରହଣ କରିଛନ୍ତି।…

ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି ସମୟରେ, ତାଙ୍କର ୮ ବର୍ଷର ପୁଅ ତୈମୁର ଅଲ୍ଲୀ ଖାନଙ୍କ ସହିତ ଅଭିନେତା ହସ୍ପିଟାଲକୁ…

ଦିନେ ଅଜିତ ପାଓ୍ବାରଙ୍କ ଗୋଡ ତଳେ ପଡ଼ିଯାଇଥିଲି,କିନ୍ତୁ ସେ…ଚାଞ୍ଚଲ୍ୟକର ଖୁଲାସା କଲେ ଧନଞ୍ଜୟ

ଶିରିଡି,୨୧।୧: ଧାର୍ମିକ ନଗରୀ ଶିରିଡ଼ିରେ ଏନସିପି ଅଜିତ ପାୱାର ଗୋଷ୍ଠୀର ଦୁଇ ଦିନିଆ କର୍ମୀ ସମ୍ମିଳନୀ ସମାପ୍ତ ହୋଇଛି। ସ୍ଥାନୀୟ ସଂସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ସମ୍ମିଳନୀରେ ଦଳର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ…

ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ

ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା କେବଳ ଭୌଗୋଳିକ ନୁହେଁ ବରଂ ରାଜନୈତିକ…

ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍‌ ଢାଳିଲେ ସ୍ବାମୀ

କୋଟା, ୨୧ା୧: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସୁନୀତ ମମତାଙ୍କ ଉପରେ ଏସିଡ୍‌ ପକାଇ…

ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ

ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ ତଳେ ବୟଫ୍ରେଣ୍ଡ ଶାରୋନ ରାଜ୍‌ଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ସପ୍ତାହେ ତଳେ ଥିରୁଭାନନ୍ତପୁରମର…

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ୟୁସିସି

ଡେରାଡୁନ୍‌,୨୦।୧: ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍‌ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଅତୁଲ ସୁଭାଷଙ୍କ ପୁଅ ରହିବେ ମା’ଙ୍କ ନିକଟରେ

ନୂଆଦିଲ୍ଲୀ,୨୦।୧: ସୋମବାର (ଜାନୁଆରୀ ୨୦, ୨୦୨୫) ସୁପ୍ରିମକୋର୍ଟ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାଆଙ୍କ ଦ୍ୱାରା ଦାୟର ଆବେଦନର ସମାଧାନ କରିଛନ୍ତି, ଯିଏ ତାଙ୍କ ପତ୍ନୀଙ୍କ ଦ୍ୱାରା ନିର୍ଯ୍ୟାତନା ଅଭିଯୋଗ କରି ଆତ୍ମହତ୍ୟା କରିଥିଲେ। ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ଅତୁଲଙ୍କ ପୁଅର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri