ଜାତୀୟ

ପ୍ରାର୍ଥୀପତ୍ର ଦାଖଲ କଲେ ଗୃହମନ୍ତ୍ରୀ

ଲକ୍ଷ୍ନୌ,୧୬।୪: କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଲକ୍ଷ୍ନୌ ଲୋକସଭା ଆସନର ଭାଜପାର ଆଶାୟୀ ପ୍ରାର୍ଥୀ ରାଜନାଥ ସିଂହ ମଙ୍ଗଳବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜନାଥ ସିଂହ ପ୍ରଥମେ ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ଏହାପରେ ଲକ୍ଷ୍ନୌରେ ଥିବା ଭାଜପା କାର୍ଯ୍ୟାଳୟଠାରୁ…

ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟେକ ଦିନ ମୋ ପାଇଁ ଶେଷଦିନ, ଏମିତି କହି କାନ୍ଦିଲେ କୁମାରସ୍ବାମୀ

ମାଣ୍ଡ୍ୟା,୧୬।୪: ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଭାବୁକ ହୋଇ ଭୋଟରଙ୍କ ସମର୍ଥନ ଲୋଡ଼ିବା କୌଣସି ବଡ଼ କଥା ନୁହେଁ। ବହୁଥର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଥର କୁମ୍ଭୀର କାନ୍ଦଣା…

ହେଲିକେପ୍ଟରରେ ୟଦୁରୁପ୍ପା ଯାଉଥିବା ବେଳେ ଇସିଙ୍କ ଚଢ଼ାଉ

ଶିଭମ୍‌ଗଗା,୧୬।୪: ଲୋକ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ମଙ୍ଗଳବାର ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍ବାଡ ଟିମ୍‌ ଶିଭମ୍‌ଗଗା ହେଲିପ୍ୟାଡ ଉପରେ ଅଚାନକ୍‌ ଚଢ଼ାଉ କରିଥିଲେ।…

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି ଟଙ୍କା ସହାୟତା ରାଶି ‘ଭାରତ କେ ବୀର’ ଆପ୍‌ ଜରିଆରେ ଦେବେ ବୋଲି ଘୋଷଣା…

ଜଣେ ପତ୍ନୀଙ୍କ ସହ ଦିନରେ ଜଣେ ପତ୍ନୀଙ୍କ ସହ ରାତିରେ ରହୁଥିଲେ ସ୍ବାମୀ: ମାମଲା ରୁଜୁ

ଗାନ୍ଧିନଗର,୧୬।୪: ଗୁଜରାଟର ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ ସୁଦ୍ଧା ଏକଥା କାହାକୁ ଜଣା ନ ଥିଲା। କାରଣ ସେ ଦିନରେ ଜଣେ ସ୍ତ୍ରୀଙ୍କ ପାଖେ ରହୁଥିବା ବେଳେ ରାତିରେ ଅନ୍ୟ ଜଣଙ୍କ ପାଖେ ରହୁଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କୁ ଏହା ଜଣା…

ଭାରତରେ ୧୦ ହଜାର ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର: ରିପୋର୍ଟ

ଓ୍ବାଶିଂଟନ,୧୬।୪: ଭାରତରେ ଏବେ ୬ ଲକ୍ଷ ଡାକ୍ତର ଓ ୨୦ ଲକ୍ଷ ନର୍ସ କମ୍‌ ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଗବେଷକଙ୍କ କହିବା କଥା ହେଲା ଆଣ୍ଟିବାୟୋଟିକ୍ସ ଦେବାପାଇଁ ଭାରତରେ ପ୍ରଶିକ୍ଷିତ ଡାକ୍ତରଙ୍କ ସଂଖ୍ୟା କମ୍‌ ରହିଛି। ଯେଉଁଥିପାଇଁ ରୋଗୀଙ୍କୁ ଜୀବନ…

ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ

ନୂଆଦିଲ୍ଲୀ,୧୬।୪; ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ବିଏସ୍‌ପି ନେତା ଗୁଡ୍ଡୁ ପଣ୍ଡିତଙ୍କର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଂଗ୍ରେସ ନେତା ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ ଫତେପୁର ସିକ୍ରିର…

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ ବିନା ଏଥର ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦେଢ ବର୍ଷ ହେବ ଡିଏମ୍‌କେର କାର୍ଯ୍ୟକାରୀ…

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦି…

ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ

ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ ଲକ୍ଷ୍ନୌର ଏକ ହନୁମାନ ମନ୍ଦିର ଯାଇଥିବା ଦେଖିବାକୁ ମିଳିଛି। ସେଠାରେ ସେ ନିରବ ରହି…

ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଯନ୍ତ୍ରୀ, ବ୍ୟବସାୟୀ ଓ ଆଇଟି ପ୍ରଫେସନାଲ। ମୋଦିଙ୍କୁ ଆଉଥରେ ଶାସନ କ୍ଷମତା…

ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଭାରତୀୟ ଡାକ ବିଭାଗ ସହଯୋଗରେ ଜିଲାପାଳଙ୍କ ଅଫିସରୁ ପ୍ରାୟ ୧ଲକ୍ଷ ନୂଆ ଭୋଟରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri