ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା
ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି। ୧୨୭ ଜଣଙ୍କ ବିରୋଧରେ ଜଘନ୍ୟ ଅପରାଧୀକ…
କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍ ଦେବୁନି: କେସିଆର୍
ନୂଆଦିଲ୍ଲୀ/ହାଇଦ୍ରାବାଦ୍,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ଗଠିତ ସଂଘୀୟ ମେଣ୍ଟ ବିପୁଳ ବିଜୟ ହାସଲ କରିବ ବୋଲି ତେଲେଙ୍ଗାନା…
ଦିବ୍ୟାଙ୍ଗକୁ ନିଜ ହାତରେ ଖୁଆଇଲେ ଯବାନ
ଶ୍ରୀନଗର,୧୪।୫: ଜମ୍ମୁ କାଶ୍ମୀର ଶ୍ରୀନଗରେ ଜଣେ ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଶ୍ରୀନଗରରେ ମୁତୟନ ଥିବା ସିଆରପିଏଫ ବରିଷ୍ଠ କନେଷ୍ଟବଳ ଇକବାଲ…
ଗୁଜରାଟ ଦଙ୍ଗା ପରେ ମୋଦିଙ୍କୁ ବରଖାସ୍ତ କରିବାକୁ ଚାହୁଁଥିଲେ ବାଜପେୟୀ: ଯଶଓ୍ବନ୍ତ ସିହ୍ନା
ନୂଆଦିଲ୍ଲୀ,୧୧ା୫: ଗୁଜରାଟ ଦଙ୍ଗା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବରଖାସ୍ତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚାହୁଁଥିଲେ। ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ପ୍ରକାଶ କରିଛନ୍ତି। ୨୦୦୨ ଦଙ୍ଗା ପରେ ବାଜପେୟୀଙ୍କ ଏଭଳି ନିଷ୍ପତ୍ତିୀ…
ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା
ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ଭୋଟର ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୬୭ ପ୍ରାର୍ଥୀଙ୍କ ସତ୍ୟପାଠ…
୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଝଡ଼
ନୂଆଦିଲ୍ଲୀ/ଶିମ୍ଲା,୧୧ା୫(ପି.ଟି.): ସାଧାରଣ ନିର୍ବାଚନର ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛି ଦଳ। ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଗୁରୁବାର ଏକ ବିବାଦୀୟ…
ପାକିସ୍ତାନରୁ ଆସିଥିଲା ଜର୍ଜିଆ ବିମାନ: ଗୋଡ଼ାଇ ଧରିଲା ସୁଖୋଇ
ନୂଆଦିଲ୍ଲୀ/ଜୟପୁର,୧୧ା୫(ପି.ଟି.): ବାୟୁସୀମା ଲଙ୍ଘି ପାକିସ୍ତାନରୁ ଭାରତ ପଟକୁ ଚାଲିଆସିଥିବା ଜର୍ଜିଆର ଏକ ବିମାନକୁ ଶୁକ୍ରବାର ଭାରତୀୟ ବାୟୁସେନା (ଆଇଏଏଫ୍)ର ସୁଖୋଇ ଯୁଦ୍ଧବିମାନ ଗୋଡ଼େଇ ଧରିଛି। ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଏହାର ଜବରଦସ୍ତ ଅବତରଣ କରାଯାଇଛି। ଆଇଏଏଫ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଜର୍ଜିଆ…
ଭାରତର ମୁଖ୍ୟ ବିଭାଜନକାରୀ: ମୋଦିଙ୍କୁ ନେଇ ଟାଇମ୍ ପତ୍ରିକାର ବିବାଦୀୟ ଶୀର୍ଷକ
ଓ୍ବାଶିଂଟନ,୧୧ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆମେରିକାର ଲୋକପ୍ରିୟ ପତ୍ରିକା ‘ଟାଇମ୍’ ପକ୍ଷରୁ କଭର ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରଖାଯାଇଛି ‘ଭାରତର ମୁଖ୍ୟ ବିଭାଜନକାରୀ’। ୨୦୧୯ ଲୋକ ସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ଏହି…
ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ
ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ଯେଉଁଠାରେ ସେ ସାପ…
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନକୁ ନେଇ ଭାଜପା ଖୁବ୍ ଆଶାବାଦୀ ଥିବା ବେଳେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ମସୟରେ ଏକ ଚମକାଇବା ଭଳି ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସେ କହିଛନ୍ତି ଭାଜପା…
ଲାଲ୍ ଆତଙ୍କ: ୧୦ ବର୍ଷରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଯବାନ ହେଲେଣି ଶହୀଦ୍
ନୂଆଦିଲ୍ଲୀ,୨।୫: ଦେଶର ୧୧ଟି ରାଜ୍ୟର ୯୦ ଜିଲାରେ ଲାଲ୍ ଆତଙ୍କ ଜାରି ରହିଛି। ୨୦୦୯ଠାରୁ ଗତ ୧୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଜଣ ଯବାନ ଶହୀଦ୍ ହୋଇଛନ୍ତି। ସେହିପରି ୧୩ଶହରୁ ଅଧିକ ଆହତ ହୋଇଥିବା ଏକ ରିପୋର୍ଟରେ…
ଛାଡ଼ପତ୍ର ନ ଦେବାରୁ ପ୍ରେମୀକଙ୍କୁ ସୁପାରୀ ଦେଇ ସ୍ବାମୀଙ୍କ ହତ୍ୟା କରାଇଲେ ସ୍ତ୍ରୀ
ନୂଆଦିଲ୍ଲୀ,୨।୫: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ଗୌର ସିଟି-୨ ଗେଲେକ୍ସି ନର୍ଥ ଏଭେନ୍ୟୁରେ ରହୁଥିବା ସେଲ୍ସ ମ୍ୟାନେଜର ରୁପେନ୍ଦ୍ର ଚନ୍ଦେଲଙ୍କ ହତ୍ୟା ଅଭିଯୋଗ ତାଙ୍କ ପତ୍ନୀଙ୍କ ଉପରେ ଥିବା ଜଣାପଡ଼ିଛି। ଛାଡ଼ପତ୍ର ନ ଦେବାରୁ ପତ୍ନୀ ନିଜ ପ୍ରେମୀକଙ୍କୁ ୩ଲକ୍ଷ ଟଙ୍କାର…
Archives


