କ୍ୟାପଟେନ୍ଙ୍କ ଉପରେ ଅସନ୍ତୁଷ୍ଟ ସିଦ୍ଧୁ ପହଞ୍ଚିଲେ ରାହୁଲଙ୍କ ପାଖରେ
ନୂଆଦିଲ୍ଲୀ,୧୦।୬: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଉପରେ ଖପ୍ପା ହୋଇଛନ୍ତି। କାରଣ ଅମରିନ୍ଦର ତାଙ୍କୁ ଇତି ମଧ୍ୟରେ ଦୁଇଥର ଝଟ୍କା ଦେଇ ସାରିଲେଣି। ସୋମବାର ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ...
ମହଙ୍ଗା ପଡ଼ିଲା ଚଳନ୍ତା କାର୍ରେ ଷ୍ଟଣ୍ଟ କରିବା
ମୁମ୍ବାଇ,୧୦।୬: ଖାର୍ ପୋଲିସ ଷ୍ଟେଶନ ଅନ୍ତର୍ଗତ କାର୍ଟର ରୋଡରେ ରାତିରେ ଚଳନ୍ତା କାର୍ରେ ଷ୍ଟଣ୍ଟ କରିବା ୩ ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଚଳନ୍ତା କାର୍ର ଓ୍ବିଣ୍ଡୋ ଦେଇ ଏମାନେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରୁଥିବା ଦେଖି ଖାର ପୋଲିସ...
ଅଭେଦ୍ୟ ହେବ ଦିଲ୍ଲୀ ଏନ୍ସିଆର୍: ଚାରିପଟେ ସୁରକ୍ଷା ଲାଗି ମୁତୟନ କରାଯିବ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ଏନ୍ସିଆର୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଚାରିପଟେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ମୁତୟନ କରାଯିବ। ଏଥିପାଇଁ ଭାରତ ଆମେରିକା, ରୁଷିଆ ତତା ଇସ୍ରାଏଲ୍ ସହିତ କଥାବାର୍ତ୍ତା ଜାରି...
ମାନବିକତାର ବଳିଷ୍ଠ ଉଦାହରଣ: ୪୫ ଏଚ୍ଆଇଭି ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋଲୋମନ
ଚେନ୍ନାଇ,୧୦।୬: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ନାମକ ଜଣେ ବ୍ୟକ୍ତି ଏବେ ମାନବିକତାର ଏକ ବଳିଷ୍ଠ ଉଦାହରଣ ପାଲଟି ଯାଇଛନ୍ତି। ୪୫ ଜଣ ଏଚ୍ଆଇଭି ଆକ୍ରାନ୍ତ ପିଲାଙ୍କୁ ସୋଲୋମନ ଏବେ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏହି ପିଲାମାନଙ୍କୁ ସେମାନଙ୍କ...
ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ
ପୁଡୁଚେରୀ,୧୦।୬: ଡିଏମ୍କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ ସେ ଏକ ଘରେଶଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟରେ ସେଭଳି...
ମୃତ ଶାବକର ଅନ୍ତିମ ସଂସ୍କାର କଲେ ହାତୀପଲ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ,୧୦।୬: ମଣିଷ ସମାଜରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ। ତେବେ ପ୍ରାଣୀ ଜଗତରେ ଏଭଳି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏଭଳି ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ୍...
ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର
ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ ବାରାକରେ ଏଭଳି ଘଟଣା ଘଟିଛି। ଜୁନ୍ ୩ ରେ ଏଭଳି ଘଟଣା ଘଟିବା...
ରେଳଲାଇନ୍ କଡ଼ରେ ଛିଡ଼ା ହୋଇଥିବା ୪ ଯାତ୍ରୀଙ୍କୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ୍
ଲକ୍ଷ୍ନୌ,୧୦।୬: ଉତ୍ତରପ୍ରଦେଶ ଇଟଓ୍ବାଠାରେ ସୋମବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଇଟଓ୍ବାଠାରେ ଅଓ୍ବଧ ଏକ୍ସପ୍ରେସ୍କୁ ରୋକି ଲୁପ୍ ଲାଇନ୍ରେ ରାଜଧାନୀ ଏକ୍ସପ୍ରେସ୍କୁ ପାସ୍ କରାଯାଉଥିବାବେଳେ ରେଳ ଲାଇନ୍ କଡ଼ରେ ଠିଆ ହୋଇଥିବା ୪ ଯାତ୍ରୀଙ୍କୁ ରାଜଧାନୀ ଏକ୍ସପ୍ରେସ୍ ଧକ୍କାଦେଇଥିଲା।...
ଅଫେରା ରାଇଜରେ ସାହିତ୍ୟକାର, ଅଭିନେତା ଗିରିଶ କନ୍ନଡ଼
ବେଙ୍ଗାଲୁର୍,୧୦।୬: ସାହିତ୍ୟକାର ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମଲ୍ଟିପୁଲ୍ ଅର୍ଗାନ୍ ଫେଲ୍ୟୁର ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର...
ହିଲ୍ ଷ୍ଟେଶନ୍ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର
ଡେରାଡୁନ୍, ୧୦।୬: ଉତ୍ତରାଖଣ୍ଡ ହିଲ୍ ଷ୍ଟେଶନ୍ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅତିଥିଙ୍କୁ ଦିଲ୍ଲୀରୁ ନେବା...
ବସିର୍ହାଟ ହିଂସା: ଭାଜପା ପାଳନ କଲା କଳା ଦିବସ
କୋଲକତା, ୧୦।୬: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ବସିରହାଟ୍ର ସନ୍ଦେଶଖାଲିସ୍ଥିତ ନଜତ୍ ଅଞ୍ଚଳରେ ଦଳୀୟ ପତାକାକୁ କେନ୍ଦ୍ର କରି ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏଠାରେ ସୋମବାର କଳାଦିବସ ପାଳନ କରାଯାଇଛି। ରାଜ୍ୟରେ କଶ୍ମୀର...
ସାଧ୍ୱୀ ପ୍ରାଚୀଙ୍କୁ ଆଲିଗଡ଼ ମନା
ଆଲିଗଡ଼,୧୦ା୬(ପି.ଟି.): ହିନ୍ଦୁତ୍ୱବାଦୀ ନେତା ସାଧ୍ୱୀ ପ୍ରାଚୀ ରବିବାର ଆଲିଗଡ଼ର ତପ୍ପାଲ ସହରକୁ ଯାଉଥିବାବେଳେ ଉତ୍ତେଜନା ଆଶଙ୍କାରେ ତାଙ୍କୁ ରୋକାଯାଇଛି। ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷୀୟା ଝିଅଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ...
Archives


