ବ୍ରତ ଭାଙ୍ଗିବା ପାଇଁ ପନୀର ବଦଳରେ ଆସିଲା ଚିକେନ
ନାଗପୁର,୬।୭: ପୁଣେର ଅତିରିକ୍ତ ଜିଲା ଉପଭୋକ୍ତା ଫୋରମ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଓ ହୋଟେଲ ଉପରେ ୫୫ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଉକ୍ତ ସହରର ଜଣେ ଓକିଲଙ୍କୁ ନିରାମିଷ ଭୋଜନ ବଦଳରେ ମାଂସାହାରି ଭୋଜନ ଦେଇଥିବା ଅଭିଯୋଗ...
କର୍ନାଟକ ସରକାର ପୁଣି ସଙ୍କଟରେ
ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେବା ଲାଗି ବିଧାନସଭା ବାଚସ୍ପତି କେଆର୍ ରମେଶ କୁମାରଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରେ...
ଆରମ୍ଭ ହେଲା ଭାଜପାର ମେଗା ସଦସ୍ୟତା ଅଭିଯାନ: ଟାର୍ଗେଟରେ ୨୦ କୋଟି ସଦସ୍ୟ
ନୂଆଦିଲ୍ଲୀ,୬।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାରଠାରୁ ତା’ର ମେଗା ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏହାର ମୂଳ ଲକ୍ଷ୍ୟ ହେଲା ଭାଜପାର ୧୧କୋଟି ସଦସ୍ୟଙ୍କୁ ବଢାଇ ୨୦ କୋଟି କରିବା। ଭାଜପାର ମାତୃସଂସ୍ଥା ଜନସଂଘର ସଂସ୍ଥାପକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ...
ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ
ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଶୁକ୍ରବାର ରାତ୍ର ୯ଟା ପରେ ମୋର୍ଟାର ସେଲିଂ ମାଡ଼...
‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍
କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି। କାରଣ ଏହାର ବେଙ୍ଗଲି ପରମ୍ପରା ସହ କୌଣସି ସମ୍ପର୍କ ନାହିଁ। ଜାଦବପୁର ବିଶ୍ୱବିଦ୍ୟାଳୟରେ...
ଏସ୍ଟିଏଫ୍ଙ୍କ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ
ରାୟପୁର,୬।୭: ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍୍)ଙ୍କ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଏସ୍ଟିଏଫ୍୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ...
୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା
ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍ ତେସରିଂ ତାଙ୍କର ନାମ କରଣ ଲାହାମୋ...
ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି
ବାରାଣସୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟତା ଅଭିଯାନ ପାଇଁ ଶନିବାର ବାରାଣସୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ବିମାନ ବନ୍ଦରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ...
ରାହୁଲଙ୍କ ଇସ୍ତଫା: ପାଟନାରେ ଲାଗିଲା କଂଗ୍ରେସକର୍ମୀଙ୍କ ମିଳିତ ଆତ୍ମଦାହ ପୋଷ୍ଟର
ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ ନେଲେ ୧୨ଜଣ କର୍ମୀ ଜୁଲାଇ ୧୧ରେ ମିଳିତ ଭାବେ ଆତ୍ମଦାହ କରିବେ ବୋଲି...
ବଜେଟର ପ୍ରଥମ ସାଇଡ୍ ଇଫେକ୍ଟ: ଲାଗୁ ହେଲା ବର୍ଦ୍ଧିତ ତୈଳ ଦର
ନୂଆଦିଲ୍ଲୀ,୬।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ସେ ପେଟ୍ରୋଲ ଓ ଡିଜେଲରେ ଏକ ଟଙ୍କା ସେସ୍ ଓ ଏକ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବଢାଇବାକୁ ଘୋଷଣା କରିଥିଲେ। ତେବେ ଏହି ଘୋଷଣାର ୨୪...
ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ
ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା...
ତେଜସ୍ବୀଙ୍କଠାରୁ ଅଲଗା ହୋଇନାହାଁନ୍ତି ତେଜପ୍ରତାପ
ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ପ୍ରଥମେ ବଡ ଭାଇ ତେଜ ପ୍ରତାପ କିଛିଦିନ...
Archives


