ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୨୯ ମୃତ
ପାଟନା, ୧୫।୭: ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ଅନେକ ଜିଲାରେ ବନ୍ୟା ଆସି ବହୁ ଅଞ୍ଚଳ ପାଣିରେ ବୁଡି ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୨୯ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ବି ୧୨ ଲକ୍ଷରୁ ଅଧିକ ଲୋକ ବନ୍ୟା...
ପ୍ରେମବିବାହ ପରେ ସୁରକ୍ଷା ପାଇଁ ହାଇକୋର୍ଟ ଯାଇଥିବା ନବମ୍ପତିଙ୍କୁ ବନ୍ଧୁକ ଦେଖାଇ ଅପହରଣ
ଲକ୍ଷ୍ନୌ,୧୫।୭: ପ୍ରେମବିବାହ ପରେ ସୁରକ୍ଷା ପାଇଁ ଆହ୍ଲାବାଦ୍ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ନବଦମ୍ପତିଙ୍କୁ କିଛି ଲୋକ ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ସୋମବାର ହାଇକୋର୍ଟ ଗେଟ୍ ପାଖରୁ ଅପହରଣ କରାଯାଇଛି। ନବଦମ୍ପତିଙ୍କୁ ଅପେକ୍ଷା କରି କିଛି ଲୋକ...
ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ
ମୁମ୍ବାଇ,୧୫।୭: ମୁମ୍ବାଇରେ ନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ନାୟର ହସ୍ପିଟାଲରେ ୩ ରେସିଡେନ୍ସ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ରାଜକିଶୋର ଦିକ୍ଷୀତ୍(୫୦) ନାମକ ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା।...
ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଶତ୍ରୁଘ୍ନ
ଚଣ୍ଡିଗଡ,୧୫।୭: ପଞ୍ଜାବ କ୍ୟାବିନେଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା କହିଛନ୍ତି, ସିଦ୍ଧୁଙ୍କ ଇସ୍ତଫାକୁ...
ଭାଜପା ନେତାଙ୍କ ଘରୁ ମିଳିଲା ସ୍ବର୍ଣ୍ଣ ପଦକ ବିଜେତା ରେସଲରଙ୍କ ମୃତଦେହ
ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅବଧ ଅଞ୍ଚଳର ମିଡିଆ ପ୍ରଭାରୀ ରୁଖସାନା ନକବୀଙ୍କ ଘରୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ରେସଲର ରେଶମ ସିଂ(୨୬)ଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିବାର ଲୋକେ ରୁଖସାନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ...
ଚନ୍ଦ୍ରାୟନ-୨: ଉତ୍କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ
ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ...
‘ବିଜୟ ଜ୍ୟୋତି’ ଜଳାଇଲେ ରାଜନାଥ
ନୂଆଦିଲ୍ଲୀ,୧୫ା୭(ପି.ଟି.): ଅପରେଶନ୍ ବିଜୟର ୨୦ତମ ବାର୍ଷିକୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ‘ବିଜୟ ଜ୍ୟୋତି’ ଜଳାଇଛନ୍ତି। ଏହି ବିଜୟ ଜ୍ୟୋତିକୁ ସେନାର ଏକ ମୋଟରସାଇକ୍ଲିଷ୍ଟ ଟିମ୍ ୧୧ଟି ସହର ଓ ମହାନଗର ପରିକ୍ରମା...
ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ
ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ...
ପାର୍କରେ ଦୁର୍ଘଟଣା: ୩ ମୃତ, ୩୧ ଆହତ
ଅହମଦାବାଦ,୧୫ା୭(ଆଇଏଏନ୍ଏସ୍): ଅହମଦାବାଦର ଏକ ମନୋରଞ୍ଜନ ପାର୍କରେ ରବିବାର ଦୋଳି ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। କଙ୍କରିଆ ଆଡ୍ଭେଞ୍ଚର ପାର୍କରେ ‘ଡିସ୍କଭରି’ ରାଇଡରେ ପାଖାପାଖି ୪୦ ଜଣ ଭାଗ ନେଇଥିଲାବେଳେ ତାହା...
ଜୀବନ ନେଉଛି ଜଳପ୍ରଳୟ
ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ ଏବେ ଲଗାତର ବର୍ଷାରେ ଉବୁଟୁବୁ ହେଉଛନ୍ତି। ମହାରାଷ୍ଟ୍ରରେ ବର୍ଷାବିତ୍ପାତ ଅନେକ ଲୋକଙ୍କ ଘର...
ଚନ୍ଦ୍ରୟାନ-୨ ଉତ୍କ୍ଷେପଣ ସ୍ଥଗିତ
ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ), ୧୫ା୭(ପି.ଟି.): ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଉତ୍କ୍ଷେପଣକୁ ବାତିଲ କରିଦିଆଯାଇଛି। କେଉଁ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ହେଁ ଖୁବ୍ଶୀଘ୍ର ନୂଆ ତାରିଖ ଓ ସମୟ ଘୋଷଣା...
ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ:ୟେଦୁରପ୍ପା
ବେଙ୍ଗାଲୁରୁ, ୧୪।୭: କର୍ନାଟକରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇପଡିଛି। ଗୋଟିଏ ପଟେ ମେଣ୍ଟରୁ ଇସ୍ତଫା ଦେଖିବା ବିଧାୟକ ମନାଇବାକୁ କଂଗ୍ରେସ-ଜେଡିଏସ ଲାଗିପଡିଥିଲାବେଳେ ଅନ୍ୟପଟେ ଭାଜପା ନେତା ବି.ଏସ.ୟେଦୁରପ୍ପା ସରକାରଙ୍କ ପାଖରେ ବହୁମତ ନାହିଁ ଏବଂ ତୁରନ୍ତ କୁମାରସ୍ବାମୀ ଇସ୍ତଫା...
Archives


