ଆନ୍ଧ୍ର ପ୍ରଦେଶର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ
ବିଜୟଓ୍ବାଡା,୨୩।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହବି ବୋଲି ସେ କହିଛନ୍ତି। ଏମିତି ପଦକ୍ଷେପ...
ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର
ହାଇଦ୍ରାବାଦ୍,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଏହାପୂର୍ବରୁ ଜଗନମୋହନଙ୍କ ଅମରାବତୀସ୍ଥିତ ବାସଭବନର ସୁରକ୍ଷା ପାଇଁ...
ବନ୍ୟାଞ୍ଚଳ ବୁଲି ଦେଖିଲେ ଅମରିନ୍ଦର
ପଟିଆଲା,୨୩।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ବନ୍ୟା ପ୍ରଭାବିତ ପଟିଆଲା ଓ ସନଗୁର ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ଲଗାଣ ବର୍ଷା ଫଳରେ ଘାଘର ନଦୀରେ ଆସିଥିବା ବନ୍ୟା ଏହି ସବୁ ଅଞ୍ଚଳରେ ବ୍ୟାପକ କ୍ଷତି କରିଛି।...
ବର୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ଆୟୋଜିତ ହେଲା ବରୁଣ ଯଜ୍ଞମ୍
ଚିତୋର,୨୩।୭: ଆଧୁନିକ ବିଜ୍ଞାନ ବଳରେ ମଣିଷ ବହୁ ଚମତ୍କାର କରିବାରେ ଲାଗିଛି। ତେବେ ଏବେ ମଧ୍ୟ ସମାଜର କେତେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ଶ୍ରୀକଳହସ୍ତୀଶ୍ୱର...
ଅନନ୍ତନାଗ ହାଇଓ୍ବେରେ ଆଇଇଡି ସନ୍ଦେହ: ଅମରନାଥଯାତ୍ରା ସ୍ଥଗିତ
ଶ୍ରୀନଗର,୨୩।୭: ଜମ୍ମୁ କଶ୍ମୀର ଅନନ୍ତନାଗ ହାଇଓ୍ବେରେ ଆଇଇଡି ଥିବା ସନ୍ଦେହରେ ଅମରନାଥ ଯାତ୍ରାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମୀର ବଜାରରେ ଆଇଇଡି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସ୍ନିପର ଡଗ୍ଙ୍କ ସହାୟତାରେ...
ସେନାରେ ସାମିଲ ହେଲେ ଶହୀଦ ଯବାନଙ୍କ ଭାଇ
ନୂଆଦିଲ୍ଲୀ,୨୩।୭: ପ୍ରାୟ ବର୍ଷେ ତଳେ ଶହୀଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ୨ ସାନ ଭାଇ ସେନାରେ ସାମିଲ ହୋଇଛନ୍ତି। ଗତବର୍ଷ ଜୁନ୍ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିଥିଲେ। ସେତେବେଳେ ସେ ଇଦ ପାଳନ କରିବାକୁ ଘରକୁ ଆସୁଥିବା...
ନିଜ ଗାଁର ପ୍ରତି ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବେ କେସିଆର୍: ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ଅତିରିକ୍ତ ୨ ହଜାର କୋଟି ବୋଝ
ହାଇଦ୍ରାବାଦ୍,୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍) ନିଜ ଗାଁର ପ୍ରତି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି। ସେ ପୈତୃକ ଗାଁ ଚିନ୍ତାମଡାକା ଗସ୍ତ କରିଥିବା ଅବସରରେ ଏହା କହିଛନ୍ତି। ଗାଁର ୨...
ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ
ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମୃତ ମାଓବାଦୀ ହେଉଛନ୍ତି ମଡକମ ହିଡମା। ତାଙ୍କୁ ଧରାଇଦେଲେ ଏକ...
କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର
ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏନେଇ...
ରାଜ୍ୟ ସଭା: ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି
ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କୁଆଡେ ଅନୁରୋଧ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଏମିତି ଏକ...
୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା
ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ ସମସ୍ତ ସଦସ୍ୟଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଣ ଦେଇଛନ୍ତି। ସଂସଦର ଲାଇବ୍ରେରୀ ବିଲ୍ଡିଂରେ...
ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ବୁଝି ନାହାଁନ୍ତି: ଥରୁର
ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଯାହା କହିଛନ୍ତି ତାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଶଶି ଥରୁର। ଥରୁର କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ନିଜେ...
Archives


