ଜାତୀୟ

ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିଏସ୍‌ପି ଏମ୍‌ପି ଶତୀଷ ଚନ୍ଦ୍ର ମିଶ୍ର,...

ଛୁଆ ରୋଗୀଣା ଥିବାରୁ ୪ ମହଲା କୋଠାରୁ ଫୋପାଡି ମାରିଦେଲେ ମା’

ଲକ୍ଷ୍ନୌ,୨୩।୭: ଦୁନିଆ କ’ଣ ଜାଣିବା ପୂର୍ବରୁ ନିଜ ମା’ ପାଇଁ ମୃତ୍ୟୁକୁ ଅପଣାଇ ନେଇଛି ଜଣେ ୩ ମାସର ଶିଶୁ। ନିଜ ୩ ମାସ ଶିଶୁ ପୁତ୍ରର ଯକୃତ ଜନିତ ସମସ୍ୟା ଓ କାମଳ ରୋଗ ଥିବାରୁ ଏହାକୁ କିଛିଦିନ...

ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ

ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ସେ ଶିବଙ୍କ ଭକ୍ତିରେ ଲୀନ ହୋଇ ମହାଦେବଙ୍କ ରୂପ...

ଭାଇଚାରାର ନିଆରା ଉଦାହରଣ: ଶିବ ଭକ୍ତଙ୍କୁ ତୁଳସୀ ଗଛ ବାଣ୍ଟିଲେ ମୁସଲମାନ ସମ୍ପ୍ରଦାୟ ଲୋକେ

ଚଣ୍ଡିଗଡ, ୨୩।୭: ଚଣ୍ଡିଗଡରେ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସେକ୍ଟର ୩୨ରେ ଥିବା ସନାତନ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ତୁଳସୀ ଗଛ ଦେଇ ସ୍ବାଗତ...

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ ମୋଦି ଜଣେ ଶିଶୁଙ୍କ ସହ ଖୁସି ମନାଉଥିବା ଦେଖିବାକୁ ମିଳିଛି। ମୋଦିଙ୍କ ଇନଷ୍ଟ୍ରଗ୍ରାମ...

ଇ-ଯାନରେ ସାମିଲ ହେବ ଟ୍ରକ୍‌

ନୂଆଦିଲ୍ଲୀ,୨୩।୭: ଏଣିକି ଖୁବ୍‌ଶୀଘ୍ର ରାସ୍ତାରେ ଗଡ଼ିବ ବିଦ୍ୟୁତ୍‌ ଚାଳିତ ଟ୍ରକ୍‌। ଏନେଇ ସଡ଼କ ପରିବହନ ଓ ଶିଳ୍ପ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଯୋଜନା ଉପରେ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି। ଦିଲ୍ଲୀରୁ ମୁମ୍ବାଇ ଭିତରେ ନିର୍ମାଣଧିନ ହୋଇଥିବା ଗ୍ରୀନ ଏକ୍ସପ୍ରେସ...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ୩୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍‌ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ...

ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା

ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା ମାଗୋ ମୁଣ୍ଡାଙ୍କ ଘର ନିକଟକୁ ଆସି ଏଭଳିକାଣ୍ଡ ଭିଆଇଥିବା ପୋଲିସ କହିଛି। ସେମାନେ...

ସ୍ବଚ୍ଛତା ଅଭିଯାନ: ଇନ୍ଦୋରରେ ଆରମ୍ଭ ହେଲା ବାସନକୁସନ ବ୍ୟାଙ୍କ

ଇନ୍ଦୋର,୨୩।୭: ସ୍ବଚ୍ଛ ସହର ଭାବେ ଲଗାତାର ୪ର୍ଥ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଥିବା ଇନ୍ଦୋର ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ସହରରେ ଏକ ବାସନକୁସନ ବ୍ୟାଙ୍କର ଶୁଭାରମ୍ଭ...

ଟ୍ରମ୍ପ୍‌ଙ୍କ କଥା ଯଦି ସତ ହୁଏ ତେବେ ମୋଦି ଦେଶକୁ ଦେଇଛନ୍ତି ଧୋକା: ରାହୁଲ

ନୂଆଦିଲ୍ଲୀ,୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଏବେ ଭାରତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଏନେଇ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ଯଦି...

ଶୌଚାଳୟରେ ତିଆରି ହେଉଥିବା ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁ

ଭୋପାଳ,୨୩।୭: ମଧ୍ୟ ପ୍ରଦେଶର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା କୋମଳ ମତି ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଯେମିତି କାହାର ନଜର ନାହିଁ। କାରଣ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତ କରି ଏମାନଙ୍କୁ ଖାଇବାକୁ ଦିଆଯାଉଛି। ଶିବପୁରୀ ଜିଲା କରୈରା ବିକାଶଖଣ୍ଡର...

ନାମର ସରନେମ୍‌ ସ୍ଥାନରେ ରହିବ ଗାଁ ନାମ: ଖାପ୍‌ ପଞ୍ଚାୟତ ନେଲା ନିଷ୍ପତ୍ତି

ଜିନ୍ଦ୍‌,୨୩।୭: ନାମରେ ରହିବନି ଜାତି ଅବା ଧର୍ମର କୌଣସି ସଙ୍କେତ। ସଭିଏଁ ମଣିଷ ଏବଂ ମାନବ ଧର୍ମ ସର୍ବଶ୍ରେଷ୍ଠ। ଏନେଇ ହରିୟାଣାର ଖାପ୍‌ ପଞ୍ଚାୟତ ପକ୍ଷରୁ ନାମର ସରନେମ୍‌ ସ୍ଥାନରେ ଗାଁ ନାମ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜିନ୍ଦ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri