ଉନ୍ନାଓ ମାମଲା: ୧୨ଟା ସୁଦ୍ଧା ସୁପ୍ରିମକୋର୍ଟରେ ହାଜର ହେବାକୁ ସିବିଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ହେଲେ ଦିନ ୧୨ଟା ସୁଦ୍ଧା ଏହି ଘଟଣା ସହ ଜଡିତ ଥିବା ସିବିଆଇ ଅଧିକାରୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। କାରଣ ଏମାନେ ମାମଲାର...
ଅବସର ଗ୍ରହଣ ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ
ଫରିଦାବାଦ୍,୧।୮: ଚାକିରିରୁ ଅବସର ନେବା ଦିନ ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ତାଙ୍କର କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହରିୟାଣା ଫରିଦାବାଦ୍ର ନିମକା ଗାଁ...
ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶତ୍ରୁଘ୍ନ
ନୂଆଦିଲ୍ଲୀ,୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ବୁଧବାର ରାଜ୍ୟ ସଭାରେ ତିନ୍ ତଲାକ୍ ବିଲ୍ ଅନୁମୋଦନ ହେବା ପରେ...
୨୦୨୧ ନିର୍ବାଚନ: ଦିଦିଙ୍କ ରାଗ ଶାନ୍ତ କରିବାକୁ ଚେଷ୍ଟା କରିବେ ପ୍ରଶାନ୍ତ କିଶୋର
କୋଲକାତା,୧।୮: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ସଜବାଜ ହେଲାଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସ। ତେବେ ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ...
ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା
ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶର। ଗତ ୩ ବର୍ଷରେ ଭାରତରେ ବର୍ଷା, ବାତ୍ୟା, ବନ୍ୟା ଓ...
ନାବାଳକ ପାଟିରେ ୫୨୬ ଦାନ୍ତ
ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ ଦାନ୍ତ ସମସ୍ୟା ଥିବା ପରିବାର ଲୋକେ ଭାବିଥିଲେ। ହସ୍ପିଟାଲ ନେବା ପରେ ତାଙ୍କର...
ତିନି ତଲାକ୍ ବିଲ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ
ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ ହେବ। ମଙ୍ଗଳବାର ତିନି ତଲାକ୍ ବିଲ୍ ରାଜ୍ୟ ସଭାରେ ପାସ୍...
ବିଧାୟକଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ,୧ା୮(ପି.ଟି.): ଉନ୍ନାଓ ବଳାତ୍କାର ପୀଡିତାଙ୍କ ଗାଡ଼ି ଦୁର୍ଘଟଣାକୁ ନେଇ ସିବିଆଇ ଭାଜପା ବିଧାୟକ କୁଲ୍ଦୀପ ସିଂ ସେନ୍ଗାର ଓ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ସିବିଆଇ ଅଧିକାରୀମାନେ ଦୁର୍ଘଟଣାସ୍ଥଳ ପରିଦର୍ଶନ...
ଛାତ୍ରୀଛାତ୍ରଙ୍କ ଶ୍ରେଷ୍ଠ ସହର ବେଙ୍ଗାଲୁରୁ
ଲଣ୍ଡନ, ୧ା୮(ପି.ଟି.): ଲଣ୍ଡନ କ୍ରମାଗତ ଭାବେ ଛାତ୍ରୀଛାତ୍ରଙ୍କ ଲାଗି ଦ୍ୱିତୀୟ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ସହର ହେବାର ମାନ୍ୟତା ଲାଭ କରିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଟୋକିଓ ଓ ତୃତୀୟରେ ମେଲ୍ବର୍ଣ୍ଣ ସ୍ଥାନ ପାଇଛି। ଭାରତରେ ବେଙ୍ଗାଲୁରୁ...
ଫାରୁକ୍ ଅବ୍ଦୁଲ୍ଲାଙ୍କୁ ଇଡିର ଜେରା
ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସ ନେତା ଫାରୁକ୍ ଅବ୍ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା କରାଯାଇଛି। ରାଜ୍ୟ କ୍ରିକେଟ ଆସୋସିଏଶନରେ ଆର୍ଥିକ ହେର୍ଫେର ହୋଇଥିବାବେଳେ ତାଙ୍କୁ ଏନେଇ ବିଭିନ୍ନ...
ଜଷ୍ଟିସ୍ ଶୁକ୍ଳାଙ୍କ ବିରୋଧରେ ରୁଜୁ ହେବ ମାମଲା
ନୂଆଦିଲ୍ଲୀ,୧ା୮(ପି.ଟି./ ଆଇଏଏନ୍ଏସ୍)-ଆଲ୍ଲାହାବାଦ୍ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.ଏନ୍. ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଧାନ ବିଚାରପତି (ସିଜେଆଇ)ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି ଦେଇଛନ୍ତି। ଏମ୍ବିବିଏସ୍ ନାମଲେଖା ପାଇଁ ଏକ ଘରୋଇ କଲେଜକୁ ସେ ଅନୁକମ୍ପା ପ୍ରଦର୍ଶନ...
କାଗଜବିହୀନ ହେବ ଲୋକ ସଭା
ନୂଆଦିଲ୍ଲୀ,୧ା୮(ପି.ଟି.): ଆଗାମୀ ଅଧିବେଶନରୁ ଲୋକ ସଭା କାଗଜବିହୀନ ହେବ ବୋଲି ବାଚସ୍ପତି ଓମ୍ ବିର୍ଲା ବୁଧବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବହୁକୋଟି ଟଙ୍କାର ରାଜସ୍ବ ସଞ୍ଚୟ ହୋଇପାରିବ। ଗୃହରେ ସଦସ୍ୟମାନେ କହିବା ବେଳେ ସ୍କ୍ରିନ୍ରେ ସେମାନଙ୍କ ନାମ ଓ ଡିଭିଜନ...
Archives


