ଗୁଡ଼ି ସୂତାରେ କଟି ୧୨ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଆହତ; ୧୫୦ ମୃତ
ନୂଆଦିଲ୍ଲୀ,୧୭।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଅବସରରେ ରାଜଧାନୀବାସୀ ଖୁବ୍ ମଜାରେ ଗୁଡି ଉଡାଇଥିଲେ। ହେଲେ ଏହାର ପରିଣାମ ଭୋଗିବାକୁ ପଡିଛି ନିରିହ ପକ୍ଷୀମାନଙ୍କୁ। କାରଣ ଗୁଡି ସୂତାରେ କଟିଯାଇ ୧୪ରୁ ୧୬ ତାରିଖ (୩ଦିନ) ମଧ୍ୟରେ ପାଖାପାଖି...
ସ୍ବାଧୀନତାର ୭୨ ବର୍ଷ ପରେ ବି ସରେୟା ଗାଁ ବାସିନ୍ଦା କୌଣସି ବିବାଦରେ ମାଡ଼ି ନାହାଁନ୍ତି ଥାନା
ପାଟନା,୧୭।୮: ଲୋକଙ୍କ ମଧ୍ୟରେ ବେଳେବେଳେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଆଇନର ଆଶ୍ରୟ ନିଆଯାଇଥାଏ। ଏଥିଲାଗି ଥାନାରେ ମାମଲା ରୁଜୁ କରାଯାଇଥାଏ। ତେବେ ବିହାରର କୈମୁର ଜିଲାରେ ଥିବା ସରେୟା ଗାଁ ବାସିନ୍ଦା ସ୍ବାଧୀନତାର ୭୨ ବର୍ଷ ବିତିଥିଲେ ମଧ୍ୟ...
ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ
ଅମରାବତୀ,୧୭।୮: ଚଳିତ ବର୍ଷ ବନ୍ୟାରେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆକଶମାର୍ଗରୁ ବନ୍ୟା ପରିସ୍ଥିତିର ସର୍ବେକ୍ଷଣ କରିଛନ୍ତି। ସୂଚନାଯୋଗ୍ୟ,...
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା: ଜିରୋ ବାଲାନ୍ସ୍ ଖାତାରେ ଜମା ହୋଇଛି ଏକ ଲକ୍ଷ କୋଟିରୁ ଅଧିକ
ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଜିରୋ ବାଲାନ୍ସ୍ ଖାତାରେ ଇତିମଧ୍ୟରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ସୂଚନା ଅଧିକାର ଅନ୍ତର୍ଗତ କରାଯାଇଥିବା ଏକ ଆବେଦନ ରିପୋର୍ଟରୁ...
କର୍ନାଟକ ରାଜନୀତିରେ ଚର୍ଚ୍ଚା: କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କିଣିଲେ ୧୧ କୋଟିର କାର
ବେଙ୍ଗାଲୁରୁ,୧୭।୮: କର୍ନାଟକ ରାଜନୀତିରେ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ.ଟି.ବି ରାଗରାଜଙ୍କୁ ନେଇ ଚର୍ଚ୍ଚା ହେଉଛି। ଅଯୋଗ୍ୟ ଘୋଷିତ ହୋଇଥିବା ୧୪ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ନାଗରାଜଙ୍କ ନାମ ରହିଛି।...
୨ ଦିନିଆ ଭୁଟାନ ଗସ୍ତରେ ମୋଦି
ନୂଆଦିଲ୍ଲୀ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୨ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି। ଏହାସହିତ ଭାରତ-ଭୁଟାନ ମଧ୍ୟରେ କେତେକ ଦ୍ୱିପାକ୍ଷିକ ଚୁକ୍ତି ଏହି ଅବସରରେ ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ...
ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ
ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧୀନ ଥିବା...
ଜମ୍ମୁର ୪ ଜିଲାରେ ଆରମ୍ଭ ହେଲା ମୋବାଇଲ ସେବା
ଶ୍ରୀନଗର,୧୭।୮: ପାଖାପାଖି ୨ ସପ୍ତାହ ପରେ ଜମ୍ମୁର ୪ ଜିଲାରେ ଶନିବାର ମୋବାଇଲ ସେବା ଆରମ୍ଭ କରାଯାଇଛି। ଏଥିରେ କେବଳ ୨ଜି ମୋବାଇଲ ଓ ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ ହେବ। ସମ୍ବା, କଠୁଆ, ରିଆସି ଓ ଉଦ୍ଧମପୁର ଜିଲାରେ ଏହି...
ବାଜପେୟୀଙ୍କ ନାମରେ ମେଡିକାଲ କଲେଜ
ନୂଆଦିଲ୍ଲୀ,୧୭ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ନାମରେ ଏକ ମେଡିକାଲ କଲେଜକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଉଦ୍ଘାଟନ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍(ଏବିଭିଆଇଏମ୍ଏସ୍) ନାମକ ଏହି କଲେଜରେ ଚଳିତ...
ସିଡିଏସ୍ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍
ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍ ସିଡିଏସ୍ ମୁଖ୍ୟ( ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ଗଠନ ସହ ସ୍ଥଳ,...
ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ
ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ ତାଙ୍କୁ ବହିଷ୍କାର କରିବା ପ୍ରସ୍ତାବକୁ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍ ଅନୁମୋଦନ କରିଥିଲେ।...
ପେହଲୁ ଖାନ୍ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ
ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜସ୍ଥାନ ସରକାର ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲା...
Archives


