ଦିଲ୍ଲୀରେ କୃଷକଙ୍କ ରଣହୁଙ୍କାର
ନୂଆଦିଲ୍ଲୀ,୧୮।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଦିଲ୍ଲୀରେ ଗର୍ଜିବ ଭାରତୀୟ କୃଷକ ସଂଗଠନ। ଭାରତୀୟ କୃଷକ ସଂଗଠନ ନେତୃତ୍ୱରେ ହଜାର ହଜାର କୃଷକ ସହାରନପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ। ଆଉ ଏହି ଯାତ୍ରାର ନାଁ ରହିଛି ‘କିଶାନ...
ପାକିସ୍ତାନକୁ ଆକାଶ ପଥ ମାଗିଲା ଭାରତ
ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ପାକିସ୍ତାନ ତା’ର ଆକାଶ ପଥ ବନ୍ଦ କରି ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା’ର ଆକାଶ ପଥ ମାଗିଥିବା ଜଣାପଡିଛି। ତେବେ ମୋଦିଙ୍କ ନ୍ୟୁୟର୍କ ଗସ୍ତ ପାଇଁ ଭାରତ...
ଚାଇନା ସୀମାରେ ପରାକ୍ରମ ଦେଖାଇଲା ଭାରତୀୟ ସେନା
ଲଦାଖ,୧୮।୯: ଭାରତୀୟ ସେନା ମଙ୍ଗଳବାର ଚାଇନା ସୀମା ଅର୍ଥାତ୍ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ ଭାରତୀୟ ସେନା ସମେତ ବହୁ ଯବାନ ସାମିଲ ହୋଇଥିଲେ। ଏଥିସହ ନର୍ଦନ କମାଣ୍ଡୋ...
ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ
ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ ମାଗୁଛି। ହେଲେ ସବୁଠାରୁ ସେ ନିରାଶ ହେଉଛି। ଜାତିସଂଘ ପରେ ଏବେ ୟୁରୋପୀୟ...
ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍ ହୁତି ସୈନ୍ୟଙ୍କ ଡ୍ରୋନ୍ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍-ସୌଦି ସମ୍ପର୍କରେ ଫାଟ ବଢ଼ିବାରେ ଲାଗିଛି। ଏହା ଆମେରିକା ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି...
ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର: ଆତଙ୍କବାଦୀଙ୍କୁ ‘ଫକ୍ସ୍ ହୋଲ୍ ଆମ୍ବୁଶ୍’ ତାଲିମ୍ ଦେଉଛି ଆଇଏସ୍ଆଇ
ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ପାକିସ୍ତାନ ସୈନ୍ୟବିଭାଗ ନିର୍ଦ୍ଦେଶରେ କାର୍ଯ୍ୟ ଜାରି ରହିଛି। ନିର୍ଦ୍ଦେଶ ମୁତାବକ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଆତଙ୍କବାଦୀଙ୍କୁ ‘ଫକ୍ସ୍ ହୋଲ୍ ଆମ୍ବୁଶ୍’...
ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ
ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନର ଏକ ପାରା ଉଡିଆସି ରାଜସ୍ଥାନର ଏକ କ୍ଷେତରେ ବିସିଥିବା ଦେଖିଥିଲେ ଚାଷୀ...
ଅଯୋଧ୍ୟା ମାମଲା: ଏକ ମାସ ମଧ୍ୟରେ ଶୁଣାଣି ଶେଷ ପାଇଁ ଗୋଗୋଇଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୮।୯: ଅଯୋଧ୍ୟା ମାମଲାର ଶୁଣାଣି ଏକ ମାସ ମଧ୍ୟରେ କରିବାକୁ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ୨୬ତମ ଦିନର ଶୁଣାଣି ଚାଲିଥିବାବେଳେ ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ଗୋଗୋଇ...
ଚନ୍ଦ୍ରରେ ହେବ ରାତି: ବିକ୍ରମ ଲ୍ୟାଣ୍ଡର ସହ ଆଉ ହୋଇ ନ ପାରେ ସମ୍ପର୍କ
ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ ହୋଇ ଯାଇଥିବା ସୂଚନା ଦେଇଛି ଇସ୍ରୋ। ଏକ ଟୁଇଟ୍ କରି ଇସ୍ରୋ ପକ୍ଷରୁ...
ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ
ରାମନାଥପୁରମ୍,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କ ଫଟୋ ଧରି ବିବାହ ଲାଗି ସ୍ବୀକୃତି ଦେବାକୁ...
ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଗଳା କାଟିଲେ ଅଭିଯୁକ୍ତ
ଛତରପୁର,୧୮।୯: ମଧ୍ୟ ପ୍ରଦେଶର ଛତରପୁର ଜିଲା ଅଦାଲତରେ ଜଣେ ଅଭିଯୁକ୍ତ ଗଳା କାଟି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଜଣେ ୩୨ ବର୍ଷ ବୟସ୍କ ଯୁବକଙ୍କୁ ଏକ ବଳାତ୍କାର ମାମଲାରେ ଜିଲା ଅଦାଲତ ୧୦ ବର୍ଷର...
ଅନୁପ୍ରବେଶ କରୁଥିବା ବାଟ୍ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି
ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍ ଟିମ୍(ବାଟ୍) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ ପାକିସ୍ତାନ ପଟୁ ବାଟ୍ କମାଣ୍ଡୋ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ତେବେ...
Archives


