ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ
ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର...
ଉଗ୍ରରୂପ ନେଲା କୃଷକଙ୍କ ବିରୋଧ ପ୍ରଦର୍ଶନ
ଲକ୍ଷ୍ନୌ,୧୭।୧୧: ଉତ୍ତର ପ୍ରଦେଶ ରାଜ୍ୟ ଔଦ୍ୟୋଗିକ ବିକାଶ ନିଗମର ଟ୍ରାନ୍ସ ଗଙ୍ଗା ସିଟି ପ୍ରୋଜେକ୍ଟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା ତାକୁ ନେଇ ଉପୁଜିଛି ବିବାଦ। ଜମିର ଉଚିତ ମୂଲ୍ୟ ନ ପାଇଥିବାରୁ କୃଷକମାନେ ରବିବାର ମଧ୍ୟ ସେମାନଙ୍କ...
ଦେଶର ୪୨୫ ସେତୁ ମଧ୍ୟରୁ ୨୮୧ର ନିର୍ମାଣରେ ତ୍ରୁଟି: ୫ରୁ ୭ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି ୨୫୩
ନୂଆଦିଲ୍ଲୀ,୧୭।୧୧: ଦେଶରେ ଥିବା ୪୨୫ ସେତୁର ସ୍ଥିତି ସମ୍ପର୍କରେ ସେଣ୍ଟ୍ରାଲ୍ ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଇନଷ୍ଟିଚ୍ୟୁଟ୍ ପକ୍ଷରୁ ୧୭ ରାଜ୍ୟରେ ଥିବା ସେତୁର ନିରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୨୮୧ ସେତୁର ନିର୍ମାଣରେ ବହୁ...
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ରବିବାର ପୂର୍ବାହ୍ନ ୧୦ଟା ୧୫ରେ ପୁଞ୍ଚ ଜିଲାର ଶାହପୁର ଅଞ୍ଚଳରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ ହୋଇଛି। ଏହାର ଜବାବ୍ରେ ଭାରତୀୟ ସେନା ପକ୍ଷରୁ ପାଲଟା...
ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏନ୍ସିପି ନେତା
ମୁମ୍ବାଇ,୧୭।୧୧: ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ୭ମ ଶ୍ରାଦ୍ଧବାର୍ଷୀକି ଅବସରରେ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ଛଗନ ଭୁଜବଳ ରବିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନିବଶ ଟୁଇଟ୍ କରି...
ଲଣ୍ଡା ହେଲେ ମହିଳା ପୋଲିସ ଅଧିକାରୀ
କୋଚି,୧୭।୧୧: କେରଳର ଜଣେ ମହିଳା ପୋଲିସ ଅଧିକାରୀ ଲଣ୍ଡା ହେବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ସମାଜକୁ ଏକ ବାର୍ତ୍ତା ଦେଇଛି। ଅପର୍ଣ୍ଣା ଲବକୁମାର ନାମକ ମହିଳା...
ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ଆବଶ୍ୟକ: ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୧୭।୧୧: ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବାର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏହା ଶୀଘ୍ର ହୋଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର...
ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର: କୋଲକାତା, ମୁମ୍ବାଇ ମଧ୍ୟ ଟପ୍ ୧୦ରେ
ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏବେ ସେଠାରେ ଲୋକେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କାରଣ ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ୬ଶହ ଟପିଗଲାଣି। ଶନିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର...
ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ନିଖୋଜ ପୋଷ୍ଟର
ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀର କେତେକ ସ୍ଥାନରେ ଏମ୍ପି ଗୌତମ ଗମ୍ଭୀରଙ୍କ ପୋଷ୍ଟର ଲାଗିଛି। ଏଥିରେ ଲେଖା ଯାଇଛି, ଆପଣ କ’ଣ ଏହାଙ୍କୁ ଦେଖିଛନ୍ତି କି? ଶେଷଥର ପାଇଁ ଇନ୍ଦୋରରେ ଜିଲାପି ଖାଉଥିବାର ତାଙ୍କୁ ଦେଖିବାକୁ ମିଳିଥିଲା। ଦିଲ୍ଲୀବାସୀ ଏହି ବ୍ୟକ୍ତିଙ୍କୁ ଖୋଜୁଥିବା...
ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା
ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା ଦେଉଥିବା ଶିବସେନା ଅଭିଯୋଗ କରିଛି। ଶିବସେନା-ଏନ୍ସିପି-କଂଗ୍ରେସ ସରକାର ୬ ମାସ ତିଷ୍ଠିବ ନାହିଁ...
ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ କୁରେଶୀ
ଅଗରତାଲା,୧୭ା୧୧ (ଆଇଏଏନ୍ଏସ୍): ତ୍ରିପୁରା ହାଇକୋର୍ଟର ପଞ୍ଚମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅକିଲ ଅବଦୁଲ ହମିଦ କୁରେଶୀ ଶନିବାର ଶପଥ ନେଇଛନ୍ତି। ସେ ପୂର୍ବରୁ ଗୁଜରାଟ ଓ ବମ୍ବେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ରାଜଭବନର ଦରବାର ହଲ୍ରେ...
ସୋମବାର ସୋନିଆ-ପାଓ୍ବାର ଆଲୋଚନା
ନୂଆଦିଲ୍ଲୀ, ୧୭ା୧୧(ଆଇଏଏନ୍ଏସ୍) : ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା ସହ ମେଣ୍ଟକରି କଂଗ୍ରେସ ଓ ଏନ୍ସିପି ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଥିବାବେଳେ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍ସିପି ମୁଖ୍ୟ...
Archives


