ମଙ୍ଗଳବାର ଲକ୍ଡାଉନ୍କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେମାବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ମୋଦି ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ।…
ଗଣମାଧ୍ୟମ ପ୍ରତିନିଧି ମଧ୍ୟ କରୋନା ଯୋଦ୍ଧା: ପ୍ରକାଶ ଜାଭେଡ୍କର
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଆଦିଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା। ତେବେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରସାର କରୁଥିବା…
ଗତ ୨୪ ଘଣ୍ଟାରେ ଦିଲ୍ଲୀ-ଏନ୍ସିଆରରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଲଗାତର ଦ୍ୱିତୀୟ ଦିନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରହିଛି। ସୋମବାର ଦ୍ୱିପ୍ରହର ଗୋଟାଏ ୨୬ ମିନିଟ୍ରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିବା…
ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍
ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଗ୍ରେଟର ନଏଡାର ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣ ରୋଗୀଙ୍କ ରକ୍ତ ନମୁନା ଚର୍ତୁଥ…
ଜାଲିଆନଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏମାନଙ୍କ ବିରତ୍ୱ ଯୁଗ ଯୁଗ ଧରି ଭାରତବାସୀଙ୍କୁ ପ୍ରେରଣା ଦେବ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଟୁଇଟ୍ କରି କହିଛନ୍ତି ଜାଲିଆନଓ୍ବାଲା ବାଗ ଶହୀଦଙ୍କ…
ଦିଲ୍ଲୀ ମାକ୍ସ ହସ୍ପିଟାଲର ୧୫୦କର୍ମଚାରୀ ସେଲ୍ଫ କ୍ୱାରାଣ୍ଟାଇନ୍
ନୂଆଦିଲ୍ଲୀ, ୧୩।୪: ଦିଲ୍ଲୀର ସାକେତ ସ୍ଥିତ ମାକ୍ସ ହସ୍ପିଟାଲରେ ୧୫୦ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍ରେ ପଠାଇ ଦିଆଯାଇଛି। ଏମାନେ ସମସ୍ତେ ୨ଜଣ କରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଓ୍ବାର୍ଡ ବୟ…
କରୋନା ହଟ୍ସ୍ପଟ୍ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍
ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍ ହଟ୍ସ୍ପଟ୍ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ମିଶାଇ ଚାନ୍ଦିନୀ ମହଲ ଅଞ୍ଚଳରେ ଏପର୍ଯ୍ୟନ୍ତ ମୃତ୍ୟୁ…
ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ
କୋହିମା,୧୩।୪: ଦେଶର ଉତ୍ତର ପୂର୍ବ ରାଜ୍ୟ ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ତେବେ ରାଜ୍ୟରେ ଏହା ପ୍ରଥମ ଘଟଣା ବୋଲି ସୋମବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଆସାମ…
କରୋନା ସହ ଲଢିବାକୁ ଗରିବଙ୍କୁ ବଣ୍ଟାଗଲା ‘ମୋଦି ଗାମୁଛା’
ବରାଣସୀ,୧୩।୪: କରୋନା ଯୁଦ୍ଧରେ ଜିତିବାକୁ ହେଲେ ମାସ୍କ, ସାନିଟାଇଜର ଆଦି ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଏମିତିକି କେତେ ଗୁଡିଏ ରାଜ୍ୟରେ ମାସ୍କ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ସମସ୍ତେ ମାସ୍କ କିଣି ନ ପାରିଲେ…
କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବା ସହ କେବଳ ଜରୁରୀ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା। ନିକଟରେ କିନ୍ତୁ…
ଆସାମ ଡିଟେନଶନ୍ ସେଣ୍ଟର: ୩ ବର୍ଷରେ ୩୦ ବିଦେଶୀଙ୍କ ଘଟିଛି ମୃତ୍ୟୁ
ନୂଆଦିଲ୍ଲୀ,୧୩।୪: ଭାରତରେ ବିନା କୌଣସି ବୈଧ ପ୍ରମାଣପତ୍ରରେ ବାସ କରୁଥିବା ଲୋକଙ୍କୁ ଡିଟେନଶନ୍ ସେଣ୍ଟରରେ ରଖାଯାଇଥାଏ। ଦେଶରେ ଏଭଳି ଲୋକଙ୍କୁ ରଖିବା ପାଇଁ ୨୦୦୯ରେ ୬ଟି ଡିଟେନଶନ୍ ସେଣ୍ଟର ନିର୍ମାଣ କରାଯାଇଥିଲା। ବିନା ପ୍ରମାଣପତ୍ରରେ ଭାରତରେ ରହୁଥିବା ଲୋକଙ୍କ ୧୯୮୩ ବେଆଇନ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଶେଖରନଙ୍କ ପରଲୋକ
ବେଙ୍ଗାଲୁରୁ,୧୩।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏମ୍.ଭି. ରାଜଶେଖରନଙ୍କର ସୋମବାର ବେଙ୍ଗାଲୁରୁଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଉଭୟ ଲୋକ…
Archives


