ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ ହୋଇଛି। ସେହିପରି ମୁମ୍ବାଇ, ଜୟପୁର, ଇନ୍ଦୋର ଏବଂ ଅହମଦାବାଦ୍ ଆଦି ୪ ସହରରେ…
ଲକ୍ଡାଉନ୍-୨: ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡ଼ାଉନ୍-୨(ଏପ୍ରିଲ୍-୧୫ରୁ ମେ ୩) ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି। ନୂଆ…
ହାଉସ୍ବୋଟ୍ରେ ହେବ ଆଇସୋଲେଶନ୍ ଓ୍ବାର୍ଡ !
ଆଲପ୍ପୁଝା,୧୫।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ କେରଳରେ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। କେରଳରେ ସଫଳତାର ସହିତ କରୋନା ମୁକାବିଲା ଜାରି ରହିଛି। ଫଳରେ ଏଠାରେ ନୂଆ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟୁ ନାହିଁ। ଆଲପ୍ପୁଝା…
କ୍ୱାରାଣ୍ଟାଇନ୍ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି
ଅହମଦାବାଦ୍,୧୫।୪: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କ୍ୱାରାଣ୍ଟାଇନ୍ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ଇମରାନ୍ ଖୋଡଓ୍ବୋଲାଙ୍କ ନମୁନା ରିପୋର୍ଟ କରୋନା ପଜେଟିଭ୍ ଆସିବା ପରେ ରୁପାନି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରୁପାନି ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ…
ସାବଧାନ କରୋନା ସୁପର ସ୍ପ୍ରେଡର ହୋଇପାରନ୍ତି ଷ୍ଟେରୋଏଡ୍ ନେଇଥିବା ବ୍ୟକ୍ତି !
ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ନେଇ ବେଳେବେଳେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ନେଗେଟିଭ୍ ଆସିଥାଏ। ମାତ୍ର ତାଙ୍କ ଶରୀରରେ କରୋନା ଭୂତାଣୁ ରହିଥାଏ। ସେ ଅଜାଣତରେ ସୁପର ସ୍ପ୍ରେଡର ପାଲଟି ଯାଇଥାନ୍ତି। ଷ୍ଟେରୋଏଡ୍…
ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !
ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା ଦେଇଛନ୍ତି। ଦେଶରେ ଥିବା ଦୁଇ ପ୍ରଜାତିର ବାଦୁଡ଼ି ମଧ୍ୟରୁ ୫୮୬ ବାଦୁଡ଼ିଙ୍କର ନମୁନା ସଂଗ୍ରହ…
ମାସ୍କ୍ ପିନ୍ଧିବା ଜରୁରୀ, ବାହାରେ ଛେପ ପକାଇଲେ ଜରିମାନା ସହ ଜେଲଦଣ୍ଡ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଲଢ଼େଇ ଲାଗି ମାର୍ଗ ଦର୍ଶିକା ମଧ୍ୟ ପ୍ରକାଶ ପାଇଛି। ଘରୁ ବାହାରକୁ ବାହାରିଲେ ମାସ୍କ୍ ପିନ୍ଧିବା ଜରୁରୀ…
୨୫ ହଜାର ପିପିଇ ଦାନ କଲେ ଶାହରୁଖ
ମୁମ୍ବାଇ,୧୫।୪: କରୋନା ମୁକାବିଲା ପାଇଁ ଅଭିନେତା ଶାହରୁଖ ଖାନ୍ ମହାରାଷ୍ଟ୍ର ମେଡିକାଲ କର୍ମଚାରୀଙ୍କ ଲାଗି ୨୫ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ସିଭ ଇକ୍ୱିପ୍ମେଣ୍ଟ) କିଟ୍ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ରର ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜେଶ୍ ଟୋପେ ସୂଚନା…
ସୁରଟରେ ଦାଦନଙ୍କ ବିକ୍ଷୋଭ
ସୁରଟ,୧୫ା୪: ଲକ୍ଡାଉନ ଯୋଗୁ ଘରକୁ ଫେରି ନ ପାରି ଦାଦନ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସରକାର ଓ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଖାଦ୍ୟ ଓ ଆଶ୍ରୟ ଦିଆଯାଇଥିଲେ ହେଁ ସନ୍ତୁଷ୍ଟ ନୁହନ୍ତି ଦାଦନ।…
କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସଂଘର୍ଷ
କୋଲକାତା,୧୫ା୪(ପି.ଟି.): କ୍ୱାରାଣ୍ଟାଇନ ସେଣ୍ଟର ସ୍ଥାପନକୁ ବିରୋଧ କରି ମଙ୍ଗଳବାର ପଶ୍ଚିମବଙ୍ଗ ଆସାନସୋଲ ସହରର ଚରୁଲିଆ ଅଞ୍ଚଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।…
ଖବରକାଗଜ ଶିଳ୍ପକୁ ବଞ୍ଚାଅ: କେନ୍ଦ୍ରକୁ ଅନୁରୋଧ କଲା ଆଇଏନ୍ଏସ୍
ନୂଆଦିଲ୍ଲୀ,୧୫ା୪: ଲକ୍ଡାଉନ୍ ହେତୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। କରୋନା ମାଡ଼ରେ ଖବରକାଗଜ ଶିଳ୍ପ ବହୁଳ ପ୍ରଭାବିତ ହୋଇଛି। ଅଦୃଶ୍ୟ ଭାଇରସ୍ ଖବରକାଗଜକୁ ମିଳୁଥିବା ବିଜ୍ଞାପନ ରାଜସ୍ବକୁ ସମ୍ପୂର୍ଣ୍ଣ ରୂପେ ଖାଇଗଲାଣି। ଏଥିଲାଗି ଏହି ଶିଳ୍ପକୁ ଅଚଳାବସ୍ଥାରୁ ଉଦ୍ଧାର କରିବା…
ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦…
Archives


