ଜାତୀୟ

ଭୟଙ୍କର ହତ୍ୟାକାଣ୍ଡ: ବଚସାରୁ ବାପାକୁ ହାଣିଲେ ପୁଅ, ଭଉଣୀ ସାମ୍ନାରେ ମୃତଦେହକୁ ଖଣ୍ଡଖଣ୍ଡ କଲେ

ଲକ୍ଷ୍ନୌ,୨୪।୨: ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ ଘର ଭିତରେ ଥିବା ଏକ ଡ୍ରମରୁ ଉଦ୍ଧାର କରାଯାଇଛି। ଏହି ହତ୍ୟା ମାମଲାର…

କପଡ଼ା ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଶିଶୁଙ୍କ ସମେତ ୬ ମୃତ

ମେରଠ,୨୪।୨: ଉତ୍ତର ପ୍ରଦେଶର ମେରଠ ଜିଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୋମବାର (୨୩ ଫେବୃଆରୀ) ରାତିରେ ଲିସାଡି ଗେଟ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ ନଗରରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ସୁଖର ସଂସାରକୁ ସମ୍ପୂର୍ଣ୍ଣ…

ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୭ ମୃତ

ରାଞ୍ଚି,୨୪।୨: ସୋମବାର ସନ୍ଧ୍ୟାରେ ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ସମସ୍ତ ୭ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪୧ ବର୍ଷୀୟ ରୋଗୀ ସଞ୍ଜୟ କୁମାରଙ୍କ ସମେତ ତାଙ୍କର ୨ ଆଟେଣ୍ଡାଣ୍ଟ, ଜଣେ ଡାକ୍ତର,…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସରେ ୭ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ…

ଝିଅ-ପୁଅ ଭିତରେ ଭେଦଭାବ କରୁଥିଲେ ବାପା, ଛୁରୀ ଭୁସି ହତ୍ୟା କରିଦେଲେ…

ଲକ୍ଷ୍ନୌ,୨୩ା୨: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବାପାଙ୍କୁ ତାଙ୍କ ଦୁଇ ଝିଅ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ବୈଠକ ପରେ…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ବାର ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା…

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ, ପରିସ୍ଥିତି ଗମ୍ଭୀର କହି…

ନୂଆଦିଲ୍ଲୀ/ତେହରାନ,୨୩ା୨: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ ଦେଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି…

ଦାନ ବାକ୍ସରୁ ମିଳିଲା ଅଜବ ଚିଠି, ‘ଶାଶୁଙ୍କଠାରୁ ମୁକ୍ତି ଦିଅ, ତାଙ୍କୁ ଶୀଘ୍ର ନେଇଯାଅ’

ବେଙ୍ଗାଲୁରୁ,୨୩।୨: ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ସେମାନଙ୍କ ପରିବାରର ଦୀର୍ଘ ଜୀବନ, ​​ସୁସ୍ଥତା କିମ୍ବା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । କିନ୍ତୁ କେହି କାହା ପରିବାରର ମୃତ୍ୟୁ ମାଗିବ ତାହା କେବେ କେହି ବିଶ୍ବାସ ମଧ୍ୟ କରିବା କଷ୍ଟକର ।…

‘ଗାନ୍ଧୀ ଜୀ ଭାରତର ନୁହଁନ୍ତି ବରଂ ପାକିସ୍ତାନର…’, ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୩।୨: କର୍ନାଟକ ବିଜୟପୁରାର ଭାଜପା ବିଧାୟକ ବସନଗୌଡା ପାଟିଲ ଯତନାଲ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଗାନ୍ଧୀ ଭାରତର ଜାତିର ପିତା ନୁହଁନ୍ତି, ବରଂ…

TMCର ହେଭିଓ୍ବେଟ ମୁକୁଲ ରାୟଙ୍କ ପରଲୋକ, ମମତାଙ୍କ ପରେ ନମ୍ବର ଦୁଇରେ ଥିଲେ

କୋଲକାତା,୨୩।୨: ପଶ୍ଚିମବଙ୍ଗ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ରବିବାର ପ୍ରାୟ ୧ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri