ଯିଏ ଯେତେ ବିରୋଧ କଲେ ବି ସିଏଏ ହେବନି ପ୍ରତ୍ୟାହାର: ଶାହ
ନୂଆଦିଲ୍ଲୀ,୨୧।୧: ଦେଶର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହାକୁ କେତେକ ବିରୋଧ କରୁଛନ୍ତି। ତେବେ ଯିଏ ଯେତେ ବିରୋଧ କଲେ ବି ସିଏଏ ପ୍ରତ୍ୟାହାର ହେବନି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶର ଲକ୍ଷ୍ନୌର ବଙ୍ଗଳା ବଜାରସ୍ଥିତ ରାମକଥା...
ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି: ବ୍ରାଜିଲ୍ ରାଷ୍ଟ୍ରପତି ବୋଲସୋନାରୋ; ପ୍ରଥମ ଥର ପାଇଁ ଆସୁଛନ୍ତି ୪ ଦିନିଆ ଭାରତ ଗସ୍ତରେ
ନୂଆଦିଲ୍ଲୀ,୨୧।୧: ପ୍ରଥମ ଥର ପାଇଁ ୪ ଦିନିଆ ଭାରତ ଗସ୍ତରେ ବ୍ରାଜିଲ୍ ରାଷ୍ଟ୍ରପତି ଜୈର୍ ବୋଲସୋନାରୋ ଆସୁଛନ୍ତି। ସେ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୋଲସୋନାରୋ ଜାନୁୟାରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ।...
ଦିଲ୍ଲୀରେ ବିଏସ୍ପି ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜିବେ ମାୟାବତୀ
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ଜନତାଙ୍କ ସହ ନିକଟତର କରିବା ଏବଂ ନିର୍ବାଚନ ଜିତାଇବା ପାଇଁ ବିଭିନ୍ନ ଦଳର ମୁଖ୍ୟ କସରତ କରୁଥିବା...
ଅଫଜଲ ଗୁରୁଙ୍କୁ କରାଯାଇଥିଲା ବଳିର ଛେଳି: ସୋନୀ ରାଜଦାନ୍
ମୁମ୍ବାଇ,୨୧।୧: ଆତଙ୍କବାଦୀଙ୍କ ସହିତ ଡିଏସ୍ପି ଦାବିନ୍ଦର ସିଂଙ୍କ ସମ୍ପର୍କ ପ୍ରସଙ୍ଗରେ ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ସୋନୀ ରାଜଦାନଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନୀ କହିଛନ୍ତି ଯେ, ପାର୍ଲାମେଣ୍ଟ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ଅଫଜଲ ଗୁରୁଙ୍କୁ ବଳିର...
ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି
ପୁରୀ ଅଫିସ୍, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ମଙ୍ଗଳବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଥିବା ଦକ୍ଷିଣ ପାର୍ଶ୍ୱ ମଠର...
ଅଯୋଧ୍ୟା ମାମଲା: ସୁପ୍ରିମ୍କୋର୍ଟରେ କ୍ୟୁରେଟିଭ୍ ପିଟିଶନ୍ ଦାଖଲ କଲା ପିସ୍ ପାର୍ଟି
ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍ ପାର୍ଟି ପକ୍ଷରୁ କ୍ୟୁରେଟିଭ୍ ପିଟିଶନ୍ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ ମୁସଲମାନ୍ ପକ୍ଷକାରଙ୍କ ପ୍ରାମାଣିକ ତଥ୍ୟକୁ ବିଚାର ପରିସରଭୁକ୍ତ କରା ନ ଥିଲା। ରାୟରେ...
ସହଯୋଗରେ ସମ୍ପର୍କ ହେବ ମଜଭୁତ
ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ମିଳିତ ଭାବେ ଯୋଗବାନି-ବିରାଟନଗରରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକ୍ପୋଷ୍ଟର ଉଦ୍ଘାଟନ କରିଛନ୍ତି। ଏହା ବ୍ୟବସାୟ ଓ ଲୋକଙ୍କ ଗମନା ଗମନର ସୁବିଧା ପାଇଁ ଭାରତର ସହଯୋଗରେ...
ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ
ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ...
ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧: କର୍ନାଟକ ବିଧାନସଭାର ବାଚସ୍ପତି ଜେଡିଏସ୍ ଓ କଂଗ୍ରେସ ସରକାରଙ୍କ ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏନେଇ ବିଧାୟମାନେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କ ଉପରେ ବର୍ଷିବା ସହ କଡ଼ା...
ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବଡ଼ ବଡ଼ ନେତାଙ୍କ ନାମ ସାମିଲ କରାଯାଇଛି। ହେଲେ...
ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ବିକାଶରେ ତ୍ରିପୁରାର ପରମ୍ପରାର ଯୋଗଦାନ ନେଇ ସେ...
ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ କେଜରିଓ୍ବାଲଙ୍କ ଟୁଇଟ୍
ନୂଆଦିଲ୍ଲୀ,୨୧।୧: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ତାଙ୍କ ଟୁଇଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ସେ ବିପକ୍ଷ ଦଳଙ୍କୁ ଟାର୍ଗେଟ କରିଛନ୍ତି।...
Archives


