ହସ୍ପିଟାଲରେ ଆଶ୍ଚର୍ଯ୍ୟଜନକ ଅବହେଳା, ଡ୍ରେସିଂ ହଟାଇବା ବେଳେ କାଟିଦେଲେ ୬ ମାସ ଶିଶୁର ଆଙ୍ଗୁଠି
ବେଙ୍ଗାଲୁରୁ,୨୫ା୨: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଚିକିତ୍ସା ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏକ ଛଅ ମାସର ଶିଶୁ ନିଜ ଆଙ୍ଗୁଠି ହରାଇଛି। ପୋଲିସ ହସ୍ପିଟାଲର ତିନି ଜଣ କର୍ମଚାରୀଙ୍କ ବିରୋଧରେ…
କମିବ ଖାଇବା ତେଲ ରେଟ! ସାଧାରଣ ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୫ା୨: ବର୍ତ୍ତମାନର ମହଙ୍ଗା ଯୁଗରେ କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଖୁସି ଖବର ଦେଇଛନ୍ତି। କ୍ରମାଗତ ଭାବରେ ବର୍ଦ୍ଧିତ ମୂଲ୍ୟ ହେତୁ ଚିନ୍ତାରେ ଥିବା ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ, ଅଶୋଧିତ ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି…
ସହିପାରିଲେନି, ବରଣମାଳା ସମୟରେ କନ୍ୟାକୁ ଗୁଳିମାଡ଼ କଲେ ପ୍ରେମିକ, ବିବାହ ମଣ୍ଡପରେ…
ପାଟନା,୨୫ା୨: ବିହାର ବକ୍ସର ଜିଲାର ମୁଫସିଲ ଥାନା ଅଞ୍ଚଳର ଚୌସାର ମଲ୍ଲାହ ଟୋଲିରେ ବିବାହ ଉତ୍ସବ ହଠାତ୍ ଦୁଃଖରେ ପରିଣତ ହୋଇଗଲା। ମଞ୍ଚରେ ବରଣମାଳା ସମାରୋହ ଚାଲିଥିଲା ବେଳେ ପ୍ରେମିକ ମଞ୍ଚ ଉପରେ ହିଁ କନ୍ୟାକୁ ଗୁଳି କରିଥିଲେ । ଗୁଳି…
ଇସ୍ରାଏଲରେ ମୋଦି ପହଞ୍ଚିବା ପୂର୍ୱରୁ ଯୁଦ୍ଧ ବିମାନ ମୁତୟନ କଲା ଆମେରିକା, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପଦକ୍ଷେପ ନେଇ ପ୍ରଥମ ଥର ପାଇଁ ଇସ୍ରାଏଲରେ ଏହାର ଅତ୍ୟାଧୁନିକ F-22 ରାପ୍ଟର ଲଢ଼ୁଆ ବିମାନ ମୁତୟନ କରିଛି। ଇରାନକୁ ନେଇ ଏହି…
ରାଜ୍ୟରେ ଆରମ୍ଭ ହେବ e-Bike ଦିଦି ଯୋଜନା, ମୋଟାଅଙ୍କର ଟଙ୍କା କମାଇବେ ମହିଳା
ନୂଆଦିଲ୍ଲୀ,୨୫।୨:ମହିଳାଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ ଶୀଘ୍ର ଇ-ବାଇକ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ଲକ୍ଷ୍ୟ କେବଳ ଏକ ନୂତନ ରାଇଡ-ହେଲିଂ ସେବା ଆରମ୍ଭ କରିବା ନୁହେଁ, ବରଂ ମହିଳାମାନଙ୍କୁ ଆତ୍ମର୍ନିଭରଶୀଳତା…
NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…
ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ମୁଁ ଏହି ମାମଲାର ବିଚାର କରିଛି। ରାଗି ଯାଇ…
ପୁଣି ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ, ହରଡଘଣାରେ ପଡିଲେ ମୋଦି
ଓ୍ବାଶିଂଟନ୍,୨୫।୨: ଆମେରିକା ପୁଣି ଥରେ ଭାରତକୁ ଏକ ବଡ଼ ଝଟକା ଦେଇଛି। ସୌର ପ୍ୟାନେଲ ଉପରେ ପ୍ରାରମ୍ଭିକ ୧୨୬% ଟାରିଫ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।…
ତହଉର ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବ କାନାଡା
ଓଟାଓ୍ବା,୨୫ା୨: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୁକ୍ତ ପାକିସ୍ତାନଜନ୍ମିତ ବ୍ୟବସାୟୀ ତହଉର ହୁସେନ୍ ରାଣାଙ୍କ ନାଗରିକତ୍ୱ ରଦ୍ଦ କରିବା ପାଇଁ କାନାଡା ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଆସିବାକୁ…
ହେକ୍ସାଗନ୍ ମେଣ୍ଟରେ ଭାରତ ସାମିଲ ନେଇ ନେତାନ୍ୟାହୁ ଆଶାବାଦୀ
ତେଲ୍ ଆଭିଭ୍,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇସ୍ରାଏଲ ଗସ୍ତରେ ଯିବେ। ତାଙ୍କର ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମୋଦିଙ୍କୁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିବା ସହିତ ଭାରତକୁ ଏକ ବିଶ୍ୱଶକ୍ତି ଭାବେ ଅଭିହିତ କରିଛନ୍ତି।…
ପୁରୁଷବନ୍ଧୁ ଆଗରେ ଯୁବତୀଙ୍କୁ ଗଣବଳାତ୍କାର, ଜବରଦସ୍ତ ପୀଡ଼ିତାଙ୍କଠାରୁ ନେଇଗଲେ ୧୦,୦୦୦ ଟଙ୍କା
ଗୁଆହାଟୀ,୨୫ା୨: ଆସାମର ସିଲ୍ଚରରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କଠାରୁ ଜବରଦସ୍ତ ୧୦,୦୦୦ ଟଙ୍କା ନେଇଯାଇଛନ୍ତି। ଗତ ୧୯ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ସିଲ୍ଚର ସଦର…
ଭାରତରେ ବିଶ୍ୱର ଏକ-ତୃତୀୟାଂଶ ସର୍ଭାଇକାଲ କ୍ୟାନ୍ସର
ନୂଆଦିଲ୍ଲୀ,୨୫ା୨: ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ରିପୋର୍ଟରୁ ଜଣାପଡ଼ିଛି।…
କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…
ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କଞ୍ଚା ଝୋଟ (TD-୩ ଗ୍ରେଡ)ର MSP ଏବେ…
Archives


