ଅଢ଼େଇ ମାସର ଶିଶୁକୁ ଖୁଆଇଦେଲେ ଚକୋଲେଟ: ହସ୍ପିଟାଲରେ ପହଞ୍ଚିବା ବେଳକୁ ଚାଲିଗଲା ଜୀବନ
ନୂଆଦିଲ୍ଲୀ, ୩୧।୭: ଅଢ଼େଇ ମାସର ଶିଶୁ ତଣ୍ଟିରେ ଚକୋଲେଟ ଲାଖିଯିବାରୁ ତା’ର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡାରେ। ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଘରର ଅନ୍ୟ ଜଣେ ଛୋଟ ପିଲା ଚକୋଲେଟ ଖାଉଥିବା ବେଳେ…
ଅଯୋଧ୍ୟାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୋଦିଙ୍କୁ ଉପହାରରେ କ’ଣ ଦେବେ ଉତ୍ତରପ୍ରଦେଶ ସରକାର
ନୂଆଦିଲ୍ଲୀ,୩୧।୭: ଆଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ଭୂମିପୂଜା କାର୍ଯ୍ୟକ୍ରମ ଅଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। ଏହି ସମୟରେ ମୋଦିଙ୍କୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଭଗବାନ କୋଦଣ୍ଡ ରାମଙ୍କ…
ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ ମୁସଲମାନ ମହିଳା, ଏଥିପାଇଁ କଲେ ଧନ୍ୟବାଦ
ବାରଣାସୀ,୩୧।୭: ଆଜିକୁ ଠିକ୍ ଏକ ବର୍ଷ ପୂର୍ବେ କେନ୍ଦ୍ର ସରକାର ତିନ୍ ତଲାକ ଭଳି କୁପ୍ରଥାକୁ ହଟାଇ ଦେଇଥିଲେ। ଏହି ସ୍ମରଣୀୟ ଦିନକୁ ମନେପକାଇ ଶୁକ୍ରବାର ବାରଣାସୀର ମୁସଲମାନ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି। ମହିଳାମାନେ ମୋଦିଙ୍କ ଫଟୋରେ…
ଅନ୍ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone
ବେଙ୍ଗାଲୁରୁ,୩୧।୭: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ତାପସୀ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ…
ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍
ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼ ନ ଜମାଇବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ…
ହସ୍ପିଟାଲରୁ ୪୨ କରୋନା ରୋଗୀ ନିଖୋଜ, ଚିନ୍ତାରେ ପ୍ରଶାସନ…
ଗାଜିପୁର, ୩୧।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ମଧ୍ୟ କରୋନା ସହ ଜଡିତ ଅନେକ ଅବହେଳା ସାମ୍ନାକୁ ଆସୁଛି। ପୂର୍ବ ୟୁପିର ଗାଜିପୁର ଜିଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଗାଜିପୁରରେ ସ୍ବାସ୍ଥ୍ୟବିଭାଗର…
ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ
ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ। ପ୍ରକାସ ଯେ, ଲକ୍ଡାଉନ୍ ଯୋଗୁ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ମଦ ଦୋକାନ…
ଛାତିରେ ଗୁଳି ଖାଇ ଥାନାରେ ପହଞ୍ଚିଲେ ଯୁବକ, ପୋଲିସ ଦେଖିବା ପରେ..
ମୁଜାଫ୍ଫରନଗର,୩୧।୭: ଉତ୍ତରପ୍ରଦେଶର ମୁଜାଫ୍ଫରନଗରର ତିନାବୀ ଥାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛାତିରେ ଗୁଳି ବାଜିଥିବା ଜଣେ ଯୁବକ ଥାନାରେ ପହଞ୍ଚିଯିବାରୁ ପୋଲିସ କର୍ମଚାରୀ ଚକିତ ହୋଇଯାଇଥିଲେ। ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏଭଳି କାଣ୍ଡ…
କରୋନା ଚିକିତ୍ସାରେ ଖର୍ଚ୍ଚ ହେଲା ୪୦ ଲକ୍ଷ ଟଙ୍କା: ଶେଷରେ ଘଟିଲା ଏମିତି କିଛି…
ହାଇଦ୍ରାବାଦ, ୩୧।୭: କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ କରୋନା ଚିକିତ୍ସା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୂଲ୍ୟ ନିର୍ଦ୍ଧାରିତ…
ଝାଟିମାଟି ଘରେ ରହୁଥିବା ମହିଳାଙ୍କ ବିଲ୍ ଆସିଲା ୬୨ ହଜାର ଟଙ୍କା, ଆଉ ତା ପରେ..
ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ରହୁଥିବା ଜଣେ ଗରିବ ମହିଳାଙ୍କ ବିଜୁଳି ବିଲ୍ ଆସିଛି ୬୨ହଜାର ଟଙ୍କା। ଏହାଦେଖି ମହିଳା ଚକିତ ହୋଇଯାଇଥିଲେ। କାରଣ କଷ୍ଟରେ ଗୁଜରାଣ ମେଣ୍ଟାଉଛନ୍ତି ସେ । ଏଭଳି ସ୍ଥିତିରେ ଏତେ ଟଙ୍କା କିଭଳି ପୈଠ କରିବେ ସେନେଇ…
ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ। ରାଷ୍ଟପତି ମହାନତା ପ୍ରଦର୍ଶନ କରି ରିୟାଜଙ୍କୁ ଏକ ରେସିଂ ସାଇକେଲ ପ୍ରଦାନ କରିଛନ୍ତି। କଠିନ…
ରାହୁଲଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ଖୁସବୁ
ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସରକାର ବୁଧବାର ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ କିଛି ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଇତିମଧ୍ୟରେ ଫିଲ୍ମ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର ମୋଦି…
Archives


