ଜାତୀୟ

ବିହାର ନିର୍ବାଚନ ପରେ ବିପଦରେ ପଡ଼ିପାରେ ମୋଦି ସରକାର, ପାକିସ୍ତାନରେ ଚାଲିଛି…

ନୂଆଦିଲ୍ଲୀ,୭।୧୧: ସାରା ଦେଶରେ ଏବଂ ପାକିସ୍ତାନରେ ମଧ୍ୟ ବିହାର ବିଧାନସଭା ନିର୍ବାଚନକୁ ନେଇ ବ୍ୟାପକ ଆଲୋଚନା ହେଉଛି। ପାକିସ୍ତାନୀର ଏକ ଖବରକାଗଜ ବିହାର ନିର୍ବାଚନକୁ ଉଲ୍ଲେଖ କରି ଲେଖିଛି ଯେ ଯଦି ଏହି ନିର୍ବାଚନର ଫଳାଫଳ ଭିନ୍ନ ହୁଏ, ତେବେ...

ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ୧୫୦...

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ; ଏହି କାରଣରୁ ଅନେକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ,୭ା୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ ସେବା ବ୍ୟାପକ ଭାବରେ ବ୍ୟାହତ ହୋଇଛି। ଏହି ସମସ୍ୟା ଫଳରେ ବିମାନ...

ହୋଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶରେ ଲକ୍ଷ୍ନୌରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ବନ୍ଧୁତାର ବୀଭତ୍ସ ପରିଣତି ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ବନ୍ଧୁତା ଆଳରେ ଛାତ୍ରୀଙ୍କୁ ଭେଟିବା ପାଇଁ ହୋଟେଲକୁ ଡକାଇ ଅନ୍ୟ ୨ ସହଯୋଗୀଙ୍କ ସହ ଗଣବଳାତ୍କାର କରିଛନ୍ତି। ୩...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ

ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ,...

୫ ବର୍ଷର ଝିଅଙ୍କୁ ହତ୍ୟାକରି ବାପାଙ୍କ ଆତ୍ମହତ୍ୟା

କୋଲାର,୬ା୧୧: କର୍ନାଟକର କୋଲାର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଛାଡ଼ି ପଳାଇଯିବାରୁ ସ୍ବାମୀ ହିତାହିତ ଜ୍ଞାନ ହରାଇ ୫ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ...

JNU ଛାତ୍ର ସଂସଦ ନିର୍ବାଚନ ୨୦୨୫: ‘ବାମ ମେଣ୍ଟ’ର କ୍ଲିନ୍ ସୁଇପ୍

ନୂଆଦିଲ୍ଲୀ,୬।୧୧: ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଛାତ୍ର ସଂସଦ (JNUSU) ନିର୍ବାଚନ ୨୦୨୫ର ଫଳାଫଳ ଘୋଷଣା ହୋଇଛି। ଏଥିରେ ବାମପନ୍ଥୀ ଛାତ୍ର ସଂଗଠନର ମେଣ୍ଟ ‘ଲେଫ୍ଟ ୟୁନିଟି’ (Left Unity) ବିଜୟର ପତାକା ଉଡ଼ାଇ ସମସ୍ତ...

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରତିଶତରୁ ଅଧିକ ମତଦାନ

ପାଟନା,୬।୧୧: ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୋଦ ଗୁଞ୍ଜ୍ୟାଲ କହିଛନ୍ତି, ‘ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସଫଳତାର ସହ ଶେଷ ହୋଇଛି। ବର୍ତ୍ତମାନର ଭୋଟରଙ୍କ ମତଦାନ ହାର ୬୪.୪୬% ବୋଲି ଅନୁମାନ କରାଯାଇଛି। ଏଥର ମହିଳା...

ଏସିଆର ସବୁଠୁ ଖୁସି ସହର: ସର୍ଭେରେ ଶୀର୍ଷ ସ୍ଥାନରେ ଭାରତର ଏହି ସହର

ନୂଆଦିଲ୍ଲୀ,୬।୧୧: ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର (Happiest City in Asia) ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ (Time Out) ପକ୍ଷରୁ...

SSC ପରୀକ୍ଷାରେ ତ୍ରୁଟି ଓ ଚୟନ ଉପରେ SSC ଅଧ୍ୟକ୍ଷ ଦେଲେ ବଡ ବୟାନ

ନୂଆଦିଲ୍ଲୀ, ୬।୧୧: ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (SSC) ଚେୟାରମ୍ୟାନ୍ ଏସ୍. ଗୋପାଳକ୍ରିଷ୍ଣନ୍ ନିକଟରେ ଅନୁଷ୍ଠିତ SSC ପରୀକ୍ଷା ଚକ୍ରରେ ଦେଖାଦେଇଥିବା ସମସ୍ୟା, ଯେପରିକି ସିଷ୍ଟମ୍ ତ୍ରୁଟି ଏବଂ ପରୀକ୍ଷା କେନ୍ଦ୍ର ଦୂରରେ ପଡ଼ିବା ଆଦି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିସହ,...

ଭାରତକୁ ଆବଶ୍ୟକ ବିଶ୍ୱସ୍ତରୀୟ ବ୍ୟାଙ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆପଡା,୬।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି ଏବଂ ଏ ନେଇ ରିଜର୍ଭ ବ୍ୟାଙ୍କ (RBI) ସହ ଆଲୋଚନା ଜାରି ରହିଛି। ୧୨ତମ SBI ବ୍ୟାଙ୍କିଙ୍ଗ୍ ଏବଂ...

ଅଜବ ଘଟଣା, ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା! ପରିବାର ସ୍ତବ୍ଧ

ତେଲଙ୍ଗାନା,୬।୧୧: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଏକ ଅଜବ ଏବଂ ହୃଦୟ ବିଦାରକ ଘଟଣା ଜଣେ ମହିଳାଙ୍କ ଜୀବନରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଛି। ପିମ୍ପୁଡ଼ି ପ୍ରତି ପ୍ରବଳ ଭୟ ଥିବା ୨୫ ବର୍ଷୀୟା ବିବାହିତ ମହିଳା ମନୀଷା ଆତ୍ମହତ୍ୟା କରିଥିଲେ। ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri