ବିକଳ ଦୃଶ୍ୟ : ଦୁଇ ଦିନ ଧରି ମା’ ମୃତଦେହ ପାଖରେ କାନ୍ଦୁଥିଲା ଶିଶୁ
ପୁଣେ,୩୦।୪ : ମା’ର ମୃତଦେହ ପାଖରେ ଦୁଇ ଦିନ ଧରି କାନ୍ଦୁଥିଲା ଶିଶୁ। ପଡୋଶୀମାନେ ଜାଣିଲା ପରେ ମଧ୍ୟ କୋଭିଡ୍ ଭୟରେ ଘର ମାଡ଼ୁ ନ ଥିଲେ। ଶେଷରେ ଘର ମାଲିକ ଠାରୁ ଖବର ପାଇବା ପରେ ଶିଶୁକୁ ଉଦ୍ଧାର...
ତୃତୀୟ ପର୍ଯ୍ୟାୟ ଟିକାକରଣ: ଅଧିକାଂଶ ରାଜ୍ୟରେ ଟିକା ନାହିଁ
ନୂଆଦିଲ୍ଲୀ, ୩୦।୪: କିଛିଦିନ ହେଲା ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଏନେଇ ଟିକାକରଣର...
ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ
ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ ଶୌଚାଳୟରେ କୋଭିଡ୍-୧୯ ଆକ୍ରାନ୍ତ ୫ ଜଣ ଶ୍ରମିକଙ୍କୁ ଆଇସୋଲେଶନରେ ରଖାଯାଇଛି। ହିମାଚଳ ପ୍ରଦେଶର...
କମର୍ସ ପଢ଼ି ଡାକ୍ତରଙ୍କୁ କରୋନା ଉପରେ ଶିକ୍ଷା ଦେବ- ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୩୦।୪ : କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଔଷଧ ପ୍ରେସକ୍ରାଇବ୍ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଉପରେ ୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। କଲିକତା ହାଇକୋର୍ଟ ଖାରଜ କରିବା ପରେ କମର୍ସରେ ପିଜି କରିଥିବା ସୁରେଶ ଶ’ କରୋନା ଆକ୍ରାନ୍ତଙ୍କୁ...
ଭାରତୀୟଙ୍କୁ ବିଦେଶ ମନା
ନୂଆଦିଲ୍ଲୀ,୩୦।୪: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ପୁଣି ୧ ମାସ ବୃଦ୍ଧି କରିଛନ୍ତି। ମେ’ ୩୧ ପର୍ଯ୍ୟନ୍ତ ବିଦେଶୀକୁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ବେସରକାରୀ ବିମାନ ଚଳାଚଳ ମୁଖ୍ୟ(ଡିଜିସିଏ)ଙ୍କ ପକ୍ଷରୁ...
ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍; ପାଦତଳୁ ଖସିଗଲା ମାଟି
ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଏଥିରେ ଲେଖାଥିଲା ବିବାହ କ୍ୟାନସେଲ। ଆମେ ବରଯାତ୍ରୀ ନେଇ ଯାଉନାହୁଁ।...
ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀସ୍ତରୀୟ ବୈଠକ
ନୂଆଦିଲ୍ଲୀ,୩୦।୪: ଦେଶରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କ୍ୟାବିନେଟର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେବଳ କ୍ୟାବିନେଟ ମନ୍ତ୍ରୀ, ସ୍ବାଧୀନ ଏବଂ...
୨ ଦିନରେ ଟିକା ପାଇଁ ୨.୪୫ କୋଟି ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କୋଓ୍ବିନ୍ ଏବଂ ଆରୋଗ୍ୟ ସେତୁ ଆପ୍ ଜରିଆରେ କରୋନା...
ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦।୪: କରୋନା ମହାମାରୀ ସମୟରେ ଯେଉଁମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ଇତ୍ୟାଦି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରାବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ଦ୍ୱାରା...
କରୋନା ନେଲା ଲୋକପ୍ରିୟ ନ୍ୟୁଜ୍ ଆଙ୍କରଙ୍କ ଜୀବନ
ନୂଆଦିଲ୍ଲୀ,୩୦।୪: ପ୍ରସିଦ୍ଧ ନ୍ୟୁଜ ଆଙ୍କର୍ ରୋହିତ ସରଦାନାଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେବ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ରୋହିତ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ନିଜେ କରୋନା ସହ...
ଆଉନାହାନ୍ତି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋରାବଜୀ
ନୂଆଦିଲ୍ଲୀ,୩୦।୪: ଦେଶର ଜଣାଶୁଣା ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କରୋନା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୋରାବଜୀ ପୂର୍ବରୁ ୧୯୮୯ରୁ ୧୯୯୦...
କରୋନାକୁ ହରାଇଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୩୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁଭେଚ୍ଛା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ୍...
Archives


