ଜାତୀୟ

ଭାରତର ସୁଦର୍ଶନ ଚକ୍ର ଏସ୍‌-୪୦୦

ଚଳିତ ମାସ ୭ ତାରିଖ ସକାଳୁ ଉଠୁ ଉଠୁ ସମସ୍ତଙ୍କ ମୁଖରେ ଗୋଟିଏ ଚାଞ୍ଚଲ୍ୟକର ଖବର ଯେ ଭାରତ ପହଲଗାମ୍‌ ଆତଙ୍କବାଦୀ ଅମାନବୀୟ ହତ୍ୟାକାଣ୍ଡର ଦଣ୍ଡ ଦେବା ପାଇଁ ପାକିସ୍ତାନସ୍ଥିତ ୯ ଗୋଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ…

ଫିଟୁଛି ଗୁମର, ୟୁଟ୍ୟୁବର ଜ୍ୟୋତିଙ୍କର ଚାଇନା ସହ ରହିଛି କି ସମ୍ପର୍କ? ପୋଲିସ କହିଲା…

ନୂଆଦିଲ୍ଲୀ,୧୯।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହିସାର ପୋଲିସ କହିଛି ଯେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ତାଙ୍କୁ ଭାରତ ବିରୁଦ୍ଧରେ ପ୍ରସ୍ତୁତ କରୁଥିଲା ଯାହା ଦ୍ୱାରା ତାଙ୍କୁ ସଠିକ ସମୟରେ ବ୍ୟବହାର…

ପାକିସ୍ତାନ ମନ୍ତ୍ରୀଙ୍କ ସହ ରହିଛି ଶଶି ଥରୁରଙ୍କ ସମ୍ପର୍କ! ପାକ୍‌ ଖବରଦାତା କହିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୯।୫: ଅପରେଶନ ସିନ୍ଦୂର ପରେ, ଭାରତ ସାରା ବିଶ୍ୱରେ ନିଜର ମତାମତ ଉପସ୍ଥାପନ କରିବା ପାଇଁ ସର୍ବଦଳୀୟ ଦଳ ଗଠନ କରିଛି। ଏଥିରେ କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ଦଳ ଚାଲିଛି। ଏହି ପ୍ରସଙ୍ଗଟି ଭାରତ ଏବଂ ପାକିସ୍ତାନରେ…

୫୦୦-୧୦୦୦ ନୁହେଁ ପାକିସ୍ତାନରେ ଅଛନ୍ତି ୨୪ କୋଟି ଆତଙ୍କବାଦୀ, ଖାନ ସାରଙ୍କ ବୟାନକୁ ନେଇ ପାକିସ୍ତାନ ଚିନ୍ତାରେ!

ନୂଆଦିଲ୍ଲୀ,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁର ଉପରେ ଖାନ ସାର୍‌ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଆମେ ପାକିସ୍ତାନଠାରୁ ଉନ୍ନତି ଆଶା କରୁଛୁ, କିନ୍ତୁ ଏହା ସମ୍ଭବ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ

ଶ୍ରୀନଗର,୧୯।୫: ଜମ୍ମୁ କଶ୍ମୀର ଶୋପିଆନର ଡିକେ ପୋରା ଅଞ୍ଚଳରେ ଭାରତୀୟ ସେନାର 34RR SOG ଶୋପିଆନ, CRPF 178 ବାଟାଲିୟନ ଦ୍ୱାରା ଏକ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ, ଚାରୋଟି ଗ୍ରେନେଡ,…

୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୯ା୫ (ପି.ଟି.): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୭ ଜଣ ସଦସ୍ୟ ଏବଂ ୨ଟି ସଂସଦୀୟ ସ୍ଥାୟୀ କମିଟିକୁ ଚଳିତ ବର୍ଷର ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଏମ୍‌ପିମାନଙ୍କୁ…

ସମ୍ବିଧାନର ୩ ସ୍ତମ୍ଭ ସମାନ: ସିଜେଆଇ

ମୁମ୍ବାଇ,୧୯ା୫: ନ୍ୟାୟପାଳିକା କି କାର୍ଯ୍ୟପାଳିକା ନୁହେଁ, ବରଂ ଦେଶର ସମ୍ବିଧାନ ସବୁଠୁ ଉଚ୍ଚରେ। ସମ୍ବିଧାନର ୩ ସ୍ତମ୍ଭ ଏକାଠି ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ରବିବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସପ୍ତାହରେ…

ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ…

ବାଂଲାଦେଶର ଅଂଶ ହେଉଛି ଓଡ଼ିଶା? ତୁର୍କୀରେ ହେଉଛି ଷଡ଼ଯନ୍ତ୍ର…

ଢାକା, ୧୮/୫: ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ ରାଜ୍ୟକୁ…

ଅପରେଶନ ସିନ୍ଦୂର ବିରୋଧରେ ପୋଷ୍ଟ କରିବା ପ୍ରଫେସରଙ୍କୁ ପଡ଼ିଲା ମହଙ୍ଗା

ସୋନିପତ୍‌,୧୮ା୫: ଭାରତୀୟ ସେନାର ଅପରେଶନ ସିନ୍ଦୂର ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଶୋକ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ମୁଖ୍ୟ ତଥା ଆସୋସିଏଟ୍‌ ପ୍ରଫେସର ଅଲି ଖାନ୍‌ ମହମୁଦାବାଦଙ୍କୁ ଶନିବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା…

ଅପରେଶନ ସିନ୍ଦୂର ପରେ ପାକିସ୍ତାନ ପାଇଁ IMFର ବଡ଼ ଚେତାବନୀ: ଲଗାଇଲା ୧୧ କଡ଼ା ସର୍ତ୍ତ

ଇସଲାମାବାଦ,୧୯।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ, IMF…

ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ

ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍‌ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ପାକିସ୍ତାନ ଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri