ସରକାରୀ ମେଡିକାଲ କଲେଜରେ ଗ୍ୟାସ୍ ଲିକ୍, ନିଃଶ୍ୱାସ ନେଇ ନ ପାରି ରୋଗୀ…
ଲକ୍ଷ୍ନୌ,୨୫ା୫: ଉତ୍ତରପ୍ରଦେଶର ଶାହଜାହାନପୁରର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍ ଲିକ୍ ଯୋଗୁ ରୋଗୀମାନଙ୍କୁ ତୁରନ୍ତ ଓ୍ବାର୍ଡରୁ ବାହାରକୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ଗ୍ୟାସ ଲିକ୍ ଯୋଗୁ ଲୋକମାନେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗ କରିଥିଲେ। ଗ୍ୟାସ୍ ଲିକ୍ ସମ୍ପର୍କରେ ସୂଚନା ପାଇବା…
ଭାଜପା ନେତାଙ୍କୁ ମୋଦିଙ୍କ ତାଗିଦ୍, ‘ଅପରେଶନ ସିନ୍ଦୂର’ ଉପରେ ବୟାନ ଦେଲେ ହେବ…
ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପରେଶନ ସିନ୍ଦୂର’ ଉପରେ ଅନାବଶ୍ୟକ ବୟାନ ଦେଇ ଭାଜପାର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ…
Video: ହିମାଚଳ ପ୍ରଦେଶର ସିମଲାରେ ବାଦଲଫଟା ବର୍ଷା, ବନ୍ୟାରେ ଭାସିଗଲା କାର
ସିମଲା, ୨୫ା୫: ହିମାଚଳ ପ୍ରଦେଶର ସିମଲାରେ ଶନିବାର ସନ୍ଧ୍ୟାରେ ଏବଂ ରାମପୁର ଅଞ୍ଚଳରେ ରାତିରେ ବାଦଲଫଟା ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷା ଯୋଗୁଁ ଅଞ୍ଚଳରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା, ଯାହା ବ୍ୟାପକ କ୍ଷୟକ୍ଷତି ଏବଂ ଜନଜୀବନରେ ବିଘ୍ନ ଘଟାଇଛି।…
ଲାଲୁ ପ୍ରସାଦ ବଡ଼ ପୁଅଙ୍କୁ ଦଳରୁ ବିଦା କରିବା ପରେ ସାନ ପୁଅଙ୍କ ପ୍ରତିକ୍ରିୟା, କହିଲେ ମୁଁ ଏସବୁ ସହି ପାରୁନି କି…
ପାଟ୍ନା,୨୫ା୫: ତେଜ ପ୍ରତାପ ଏବଂ ଅନୁଷ୍କା ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ(ତେଜ ପ୍ରତାପ)ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ତେଜ ପ୍ରତାପଙ୍କ ସାନ ଭାଇ ତଥା ଆରଜେଡି ନେତା ତେଜସ୍ବୀ ଯାଦବ…
ତାଜମହଲ ଉଡ଼ାଇ ଦେବାକୁ ଧମକ, ହାଇ ଆଲର୍ଟ ଜାରି
ଲକ୍ଷ୍ନୌ,୨୫ା୫: ଉତ୍ତରପ୍ରଦେଶର ଆଗ୍ରାରେ ଅବସ୍ଥିତ ତାଜମହଲକୁ ଉଡ଼ାଇ ଦେବାର ଧମକ ଦିଆଯାଇଛି। ତାଜମହଲକୁ RDX ସାହାଯ୍ୟରେ ଉଡ଼ାଇ ଦିଆଯିବାର ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲ୍ କେରଳରୁ ପଠାଯାଇଛି। ଧମକ ପାଇବା ପରେ, ତାଜମହଲରେ ତିନି ଘଣ୍ଟା ଧରି ସର୍ଚ୍ଚ ଅପରେଶନ…
ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କଲେ ଲାଲୁ ଯାଦବ, ଲଗାଇଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୫।୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ରବିବାର ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ତାଙ୍କର “ଦାୟିତ୍ୱହୀନ ଆଚରଣ” ଏବଂ ପରିବାରର ମୂଲ୍ୟବୋଧ ଓ ଜନସାଧାରଣଙ୍କ ମର୍ଯ୍ୟାଦାରୁ ବିଚ୍ୟୁତି ଅଭିଯୋଗରେ ଦଳରୁ ଛଅ ବର୍ଷ…
ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି
ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…
ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!
ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…
ଏଣିକି ଇପିଏଫ୍ରେ ମିଳିବ ୮.୨୫% ସୁଧ, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା?
ନୂଆଦିଲ୍ଲୀ,୨୫ା୫: କେନ୍ଦ୍ର ସରକାର ୨୦୨୫ ଆର୍ଥତ୍କ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍) ଜମା ଉପରେ ୮.୨୫ ପ୍ରତିଶତ ସୁଧହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବ ଆର୍ଥତ୍କ ବର୍ଷର ସୁଧହାରକୁ ଚଳିତ ଆର୍ଥତ୍କ ବର୍ଷରେ କାଏମ ରଖିବା ପାଇଁ ଗତ…
ଟିମ୍ ଇଣ୍ଡିଆ ଭଳି କାମ କରିବା: ପ୍ରଧାନମନ୍ତ୍ରୀ ମୋଦି
କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ଟିମ୍ ଇଣ୍ଡିଆ ଭଳି ମିଶିକି କାର୍ଯ୍ୟକଲେ କୌଣସି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ନୁହେଁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନ୍ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ଦଶମ ଗଭର୍ନିଂ…
ଦେଶ ବିକାଶର ଇଞ୍ଜିନ୍ ହେବ ଓଡ଼ିଶା
ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍ ରିଜିଅନ୍ କରାଯିବାର ପ୍ରସ୍ତାବ ରହିଥିବା…
କହୁଛନ୍ତି କମ୍, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ପରେ ହେବ ବଡ଼ ଖୁଲାସା!
ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ।…
Archives


