ଜାତୀୟ

Video: ଇସ୍ରାଏଲର ସିରିଆ ଉପରେ ହମଲା, ଲାଇଭ ପ୍ରସାରଣ ସମୟରେ ଟିଭି ଆଙ୍କରଙ୍କ ପଛରେ ପଡିଲା ବୋମା

ଦାମାସକସ,୧୬।୭: ଇସ୍ରାଏଲ ସେନା ସିରିଆର ରାଜଧାନୀ ଦାମାସକସରେ ଥିବା ରାଜ୍ୟ ଟେଲିଭିଜନ ଭବନ ଉପରେ ବୋମା ହମଲା କରିଛି। ଏହି ହମଲା ସମୟରେ ଜଣେ ଟିଭି ଆଙ୍କର ଲାଇଭ ପ୍ରସାରଣ ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବା ଦୃଶ୍ୟ କ୍ୟାମେରାରେ…

ଉଦ୍ଧବ ଠାକରେଙ୍କୁ ଦେବେନ୍ଦ୍ର ଫଡ଼ନାବିସଙ୍କ ‘ଆମନ୍ତ୍ରଣ’, ଶିବସେନାରେ ଉଠିଲା ଜୋରଦାର ଚର୍ଚ୍ଚା

ମୁମ୍ବାଇ,୧୬।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି ରାଜ୍ୟ ବିଧାନସଭାରେ ଏକ ମଜାଳିଆ ମନ୍ତବ୍ୟ ଦେଇ ଉଦ୍ଧବ ଠାକରେଙ୍କୁ ଶାସକ ମେଣ୍ଟ ଗୋଷ୍ଠୀରେ ଯୋଗ ଦେବାକୁ ‘ଆମନ୍ତ୍ରଣ’ ଜଣାଇଛନ୍ତି। ଏହି ମନ୍ତବ୍ୟ ବିଧାନସଭାରେ ହାସ୍ୟରସର ସୃଷ୍ଟି କରିଥିବା ବେଳେ ଉଦ୍ଧବ ଠାକରେଙ୍କ…

ମହାକାଶରୁ ଫେରିବା ପରେ କାହିଁକି ଚାଲିପାରନ୍ତି ନାହିଁ ମହାକାଶଚାରୀ? କଥା କହିବାରେ ବି ହୋଇଥାଏ ଅସୁବିଧା

ନୂଆଦିଲ୍ଲୀ,୧୬।୭: ମହାକାଶରୁ ପୃଥିବୀକୁ ଫେରିବା ପରେ ମହାକାଶଚାରୀମାନଙ୍କୁ ସାହାଯ୍ୟ ସହିତ ମହାକାଶ ଯାନରୁ ବାହାର କରାଯାଉଥିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ। ଏହା ସହିତ ସେମାନଙ୍କୁ ଚାଲିବା, ଠିଆ ହେବା ଏବଂ ଏପରିକି କଥାବାର୍ତ୍ତା କରିବାରେ ମଧ୍ୟ ଅସୁବିଧା ହେଉଥିବାର ଦେଖାଯାଏ।…

‘ଭୋଟର ଲିଷ୍ଟରେ ନାମ ନ ଥିଲେ ଯିବାକୁ ପଡ଼ିବ ଜେଲ’, ବଡ଼ ଘୋଷଣା କଲେ ମମତା

କୋଲକାତା,୧୬।୭: ବୁଧବାର ଭାଜପା ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳା ଭାଷାଭାଷୀ ପ୍ରବାସୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୋଲକାତାରେ ତୃଣମୂଳ କଂଗ୍ରେସର ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ। ମମତାଙ୍କ…

“ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ ପାରିବ ନାହିଁ”; ଅପରେଶନ ସିନ୍ଦୁର ପରେ ଶେଷରେ ସିଡିଏସ ପ୍ରକାଶ କଲେ କ୍ଷୋବ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ ଚୌହାନ ଆଧୁନିକ ଯୁଦ୍ଧରେ ଡ୍ରୋନ ଓ କାଉଣ୍ଟର-ୟୁଏଭି ସମର୍ଥନର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ନୂଆଦିଲ୍ଲୀର ମାନେକଶ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ…

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଛି କି ଆପଣଙ୍କ ପର୍ସନାଲ ଫଟୋ-ଭିଡ଼ିଓ? ବ୍ୟସ୍ତ ହୁଅନ୍ତୁନି ବାସ୍‌ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୬।୭: ଆଜିକାଲି ସୋସିଆଲ ମିଡିଆରେ ଯେ କୌଣସି ଲୋକଙ୍କ ବ୍ୟକ୍ତିଗତ ଫଟୋ-ଭିଡିଓ ଭାଇରାଲ ହେଉଛି। କେତେବେଳେ ଜଣେ ବନ୍ଧୁ ମଜାରେ ଏହା କରି ଦେଉଛନ୍ତି ତ ଆଉ କେତେବେଳେ କେହି ପ୍ରତିଶୋଧ ନେବା ପାଇଁ ଆପଣଙ୍କ ଫଟୋ-ଭିଡିଓ ଭାଇରାଲ କି ଦିଅନ୍ତି।…

କର୍ଣ୍ଣାଟକ ଗୁମ୍ଫାରେ ଲୁଚି ରହିଥିଲେ ରୁଷିଆନ ମହିଳା, ସବୁ ଖୋଲି କହିଦେଲେ ସ୍ୱାମୀ କରିଦେଲେ

ବେଙ୍ଗାଲୁରୁ,୧୬।୭: କର୍ଣ୍ଣାଟକର ଗୋକର୍ଣ୍ଣାଠାରେ ରାମତୀର୍ଥ ପାହାଡ଼ ଉପରେ ଏକ ଗୁମ୍ଫାରେ ଦୁଇ ଝିଅଙ୍କ ସହ ରହୁଥିବା ଜଣେ ରୁଷୀୟ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ୪୦ ବର୍ଷୀୟ ନିନା କୁଟିନା ନାମକ ଏହି ମହିଳା ଗୋଆରୁ ବିନା ସୂଚନାରେ ତାଙ୍କ ସ୍ୱାମୀ…

ପହଲଗାମ ଆତଙ୍କବାଦୀ ହମଲା: ୨୬ ଜଣଙ୍କୁ ହତ୍ୟା ପରେ ଆତଙ୍କବାଦୀମାନେ ଶୁନ୍ୟରେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ

ନୂଆଦିଲ୍ଲୀ,୧୬।୭: ପହଲଗାମର ବୈସରଣ ଉପତ୍ୟକାରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ତିନି ଜଣ ଆତଙ୍କବାଦୀ ହତ୍ୟାକାଣ୍ଡ…

ଏଫଏମ କଲେଜ ଘଟଣା: କଂଗ୍ରେସ କଲା ବଡ଼ ଘୋଷଣା, ସଂସଦରେ…

ବାଲେଶ୍ବର,୧୬।୭: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପିଏମ ଧନ-ଧାନ୍ୟ କୃଷି ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ପ୍ରତିବର୍ଷ ଖର୍ଚ୍ଚ ହେବ ୨୪୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୭: କେନ୍ଦ୍ର କ୍ୟାବିନେଟ ୩୬ ଟି ଯୋଜନାକୁ ମିଶ୍ରଣ କରି ପ୍ରତିବର୍ଷ ୨୪,୦୦୦ ଟଙ୍କା ବ୍ୟୟବରାଦ ସହିତ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ନବୀକରଣୀୟ ଶକ୍ତିରେ…

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଲେ…

ନୂଆଦିଲ୍ଲୀ,୧୬ା୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକ ସ୍ବତନ୍ତ୍ର ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ରାହୁଲ ଏବଂ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଏବଂ…

ଏହି ବିପଜ୍ଜନକ ମିଶାଇଲ୍‌ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri