ଭାରତ ସପକ୍ଷରେ ବାହାରିଲା ଆଉ ଏକ ଶକ୍ତିଶାଳୀ ଦେଶ, ପାକିସ୍ତାନରେ ଚହଳ
ଲଣ୍ଡନ/ନୂଆଦିଲ୍ଲୀ, ୧।୫: ଭାରତୀୟ ମୂଳର ବ୍ରିଟିଶ ଏମପି ପ୍ରୀତି ପଟେଲ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ, ପ୍ରାଣ ହରାଇଥିଲେ। ବ୍ରିଟିଶ...
ହେବ କି ଭୟଙ୍କର ଯୁଦ୍ଧ? ଭାରତ ସହ ଏସବୁ ଦେଶ
ନୂଆଦିଲ୍ଲୀ/ଇସଲାମବାଦ, ୧।୫: ଏପ୍ରିଲ ୨୦୨୫ରେ ଜାମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା, ଯାହାକୁ ଭାରତ ପାକିସ୍ତାନ...
ପାକିସ୍ତାନକୁ ଆଟାକ୍ କଲେ ଭାରତ ସହ ଯୁଦ୍ଧ ଧମକ ଦେଲା ବାଂଲାଦେଶ, ମୋଦିଙ୍କୁ କହିଲା…
ଢାକା, ୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ତୀବ୍ର ହୋଇଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶର ଜଣେ ଅବସରପ୍ରାପ୍ତ ମେଜର ଜେନେରାଲ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି...
May 1 rule changes: ପକେଟ୍ ଉପରେ ଛାଟ! LPGରୁ ନେଇ ATM-ରେଲଓ୍ବେ ଯାଏ, ମେ’ ପହିଲାରୁ ବଦଳିଗଲା ଏସବୁ ନିୟମ, ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୧।୫: ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ...
India Pakistan: ଆରବ ସାଗରରେ ମୁହାଁମୁହିଁ ହୋଇଗଲେ ଭାରତ-ପାକିସ୍ତାନ, ହେବ କି ଯୁଦ୍ଧ?
ନୂଆଦିଲ୍ଲୀ, ୧।୫: ଜାମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଅରବ ସାଗରରେ ଉଭୟ ଦେଶର ନୌସେନା ଏକକାଳୀନ ଭାବେ ଅଭ୍ୟାସ ଆରମ୍ଭ କରିଛି।...
ଭାରତୀୟ ଏୟାରଲାଇନ୍ସ ଉପରେ ପଡୁଛି ସପ୍ତାହକୁ ୭୭ କୋଟି ବୋଝ
ମୁମ୍ବାଇ/ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ପରେ ତିକ୍ତତା ବୃଦ୍ଧି ଯୋଗୁ ପାକିସ୍ତାନ ଭାରତୀୟ ଏୟାରଲାଇନ୍ସ ପାଇଁ ନିଜ ବାୟୁସୀମା ବନ୍ଦ କରିଦେଇଛି। ଏଥିଯୋଗୁ ଭାରତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ଅତିରିକ୍ତ ୭୭ କୋଟି ଟଙ୍କାର ବୋଝ ସହିବାକୁ ପଡ଼ିବ ବୋଲି ଏକ...
ଆମେରିକାରୁ ଆସିଲା ଫୋନ୍ କଲ୍, କେଉଁ ମୂହୁର୍ତ୍ତରେ ବି ଆଟାକ୍! ଥରହର ପାକିସ୍ତାନ
ନୂଆଦିଲ୍ଲୀ, ୧।୫: ଜାମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି...
କୋଲକାତା ହୋଟେଲରେ ଅଗ୍ନିକାଣ୍ଡ: ୪ ଓଡ଼ିଆଙ୍କ ସମେତ ୧୫ ମୃତ
କୋଲକାତା, ୧।୫: ସେଣ୍ଟ୍ରାଲ କୋଲକାତାର ମେଚୁଆପଟ୍ଟୀ ଅଞ୍ଚଳରେ ଥିବା ଋତୁରାଜ ହୋଟେଲରେ ମଙ୍ଗଳବାର ରାତିରେ ନିଅଁା ଲାଗିଯିବାରୁ ୪ ଓଡ଼ିଆଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।୧୩ ଜଣ ଆହତ ହୋଇଛନ୍ତି। ମୃତକ ୪ ଓଡ଼ିଆ ହେଲେ ଜଗତ୍ସିଂହପୁର ଜିଲାର...
ଜନଗଣନା ସହ ହେବ ଜାତିଗଣନା
ପହଲଗାମ୍ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଥିବା ସମୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୬ରେ ଆରମ୍ଭ ହେବାକୁ ଥିବା ଜନଗଣନା ସହ ଜାତିଗଣନାକୁ ସାମିଲ କରାଯିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି...
ଜବାବ ଦେଉଛି INDIA! ପାକିସ୍ତାନ ପାଇଁ ବନ୍ଦ କଲା ଏୟାରସ୍ପେସ୍, ଟିକିଏ ଭୁଲ୍ କଲେ ଫସିବ…
ନୂଆଦିଲ୍ଲୀ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଭାରତ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରିଛି। ଏଥିରେ ପାକିସ୍ତାନ ଦ୍ୱାରା ପଞ୍ଜିକୃତ, ପରିଚାଳିତ କିମ୍ବା ଲିଜ୍ ନେଇଥିବା ସମସ୍ତ ବିମାନ, ବାଣିଜି୍ୟକ ବିମାନ ଏବଂ ସାମରିକ...
ଦେଶରେ ୧୭ ମହିଳା ଏମ୍ପି, ବିଧାୟକ ବିଲିୟନେୟାର: ୨୮%ଙ୍କ ନଁାରେ ଆପରାଧିକ ମାମଲା
ନୂଆଦିଲ୍ଲୀ, ୩୦।୪: ଭାରତରେ ୧୭ ଜଣ ମହିଳା ଏମ୍ପି ଏବଂ ବିଧାୟକ ହେଉଛନ୍ତି ବିଲିୟନେୟାର। ସେହିପରି ଦେଶର ୨୮% ମହିଳା ଜନପ୍ରତିନିଧିଙ୍କ ନଁାରେ ଆପରାଧିକ ମାମଲା ରହିଥିବା ନେଇ ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଆସୋସିଏଶନ ଫର୍...
ସରକାରଙ୍କୁ ୧୦୦% ସମର୍ଥନ, ଆତଙ୍କବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୩୦।୪: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର କଥା ପୁନର୍ବାର କହିଛନ୍ତି। ସେ କହିଛନ୍ତି ଯେ ଯିଏ ଏହା କରିଛି, ତାକୁ ଏହାର ମୂଲ୍ୟ ଦେବାକୁ...
Archives


