ଜାତୀୟ

୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍‌

ନୂଆଦିଲ୍ଲୀ, ୨୮ା୭: ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍‌ ସିଇଓ କେ. କ୍ରିତିବାସନ୍‌ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍‌ର…

ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର

ନୂଆଦିଲ୍ଲୀ,୨୮ା୭: ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏସ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ଦାଖଲ ୧୦ରୁ ଊର୍ଦ୍ଧ୍ୱ ପିଟିଶନ୍‌ର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବାକୁ…

ଆଜିଠୁ ଲୋକ ସଭାରେ ‘ସିନ୍ଦୂର’ ବିତର୍କ

ନୂଆଦିଲ୍ଲୀ,୨୮ା୭: ଅପରେଶନ ସିନ୍ଦୂର ଉପରେ ବିଜର୍କ ଦାବିକରି ବିରୋଧୀ ହଟ୍ଟଗୋଳ କରିବାରୁ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ବେକାର ଯାଇଥିବାବେଳେ ସୋମବାରଠାରୁ ଲୋକ ସଭାରେ ଏ ସମ୍ପର୍କିତ ଆଲୋଚନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିରୋଧୀ କଂଗ୍ରେସ ଗୃହରେ…

୧୩ ବର୍ଷ ପରେ ମାତୋଶ୍ରୀରେ ରାଜ୍‌ ଠାକ୍‌ରେ

ମୁମ୍ବାଇ,୨୮ା୭: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇସ୍ଥିତ ମାତୋଶ୍ରୀରେ ରବିବାର ପ୍ରବେଶ କରିଛନ୍ତି। ଭାଇ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଜନ୍ମଦିନ ଉତ୍ସବ ପାଳନ…

ମନ୍ଦିରରେ ୩୦ ବର୍ଷର ବର୍ବରତା

ବେଙ୍ଗାଲୁରୁ,୨୮ା୭: ଜୁଲାଇ ୧୧ରେ କର୍ନାଟକର ଧର୍ମଶାଳା ସହରସ୍ଥିତ ବେଲଥାଙ୍ଗଡ଼ି କୋର୍ଟରେ ହାଜର କରାଯିବାବେଳେ ହ୍ବିସିଲବ୍ଲୋୟରଙ୍କ ମୁହଁ କଳା ହୁଡ୍‌ରେ ଢଙ୍କାଯାଇଥାଏ। ତାଙ୍କ ହାତରେ ଥାଏ କେତୋଟି କଙ୍କାଳର ଅବଶେଷ, ଯାହାକୁ ସେ ବଳାତ୍କାର ପୀଡ଼ିତାଙ୍କୁ ପୋତାଯାଇଥିବା ଏକ ଗଣସମାଧିରୁ ଆଣିଥିବା ଦାବି କରିଥିଲେ।…

ଇନ୍‌କମ୍‌ ସାର୍ଟିଫିକେଟରେ ବାର୍ଷିକ ଆୟ ୩ ଟଙ୍କା: ସୋସିଆଲ ମିଡ଼ିଆରେ ଭାଇରାଲ

ସତ୍‌ନା,୨୮।୭ (ପି.ଟି.):ମଧ୍ୟପ୍ରଦେଶର ସତ୍‌ନା ଜିଲାର କୋଠି ତହସିଲ ଅନ୍ତର୍ଗତ ନାଓଗଁା ନିବାସୀ ରାମସ୍ବରୂପ (୪୫) ନାମକ ଜଣେ କୃଷକଙ୍କର ଆୟ ପ୍ରମାଣପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରମାଣପତ୍ରରେ ରାମସ୍ବରୂପଙ୍କ ବାର୍ଷିକ ଆୟ ମାତ୍ର ୩ ଟଙ୍କା…

ଆପାର୍ଟମେଣ୍ଟରେ ଚାଲିଥିଲା ରେଭ୍‌ ପାର୍ଟି, ଅଚାନକ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ: ଯାହା ମିଳିଲା…

ପୁଣେ,୨୭ା୭: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ଆପାର୍ଟମେଣ୍ଟରେ ରବିବାର ଚାଲିଥିବା ରେଭ୍‌ ପାର୍ଟି ଉପରେ ପୋଲିସ ଚଢ଼ାଉ କରି ସେଠାରୁ ଡ୍ରଗ୍ସ, ହୁକା ଏବଂ ମଦ ଜବତ କରିଛି। ଏହି ଚଢ଼ାଉ ବେଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡ୍‌ସେଙ୍କ ଝିଅ ରୋହିଣୀଙ୍କ…

‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୭।୭: ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅବସର ଦେବାକୁ ଚାହୁଁଛନ୍ତି, ସେଥିରେ ଅମିତ ଶାହା ମଧ୍ୟ ଅଛନ୍ତି। ମୁମ୍ବାଇରେ ଗଣମାଧ୍ୟମ…

ଧନଖର, ମୋଦିଙ୍କୁ ନେଇ ବଡ଼ କଥା କହିଦେଲେ ଖାର୍ଗେ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୭।୭: ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ରାଜନୀତି ଜୋର ଧରିଛି। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି , ଏହା ତାଙ୍କ (ଧନଖର) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ…

ଖେଳଣା ଭାବି ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଶିଶୁ, ଲୋକେ କହୁଛନ୍ତି ଚମତ୍କାର; ପୁରା ଘଟଣା…

ପାଟନା,୨୭।୭: ବିହାରର ପଶ୍ଚିମ ଚମ୍ପାରଣ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ନାଗ ସାପକୁ କାମୁଡ଼ି ମାରି ଦେଇଛି, ଯାହା ଫଳରେ ସାପର ମୃତ୍ୟୁ ହୋଇଛି, କିନ୍ତୁ ଶିଶୁଟି ସୁରକ୍ଷିତ ଅଛି।…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ୍‌, DAକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୭।୭: ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଭଲ ଖବର ମିଳିପାରେ। ସେମାନେ ବର୍ତ୍ତମାନର ସପ୍ତମ ବେତନ କମିଶନ ଅଧୀନରେ ଅତି କମ୍‌ରେ ଆଉ ଗୋଟିଏ DA (ମହାଙ୍ଗା ଭତ୍ତା) ପାଇପାରନ୍ତି। ସଦ୍ୟତମ ମୁଦ୍ରାସ୍ଫୀତି ସଂଖ୍ୟାକୁ ଦେଖିଲେ, ଜୁଲାଇ…

ଅଗଷ୍ଟ ୧ରୁ ନୂଆ ନିୟମ, ଏହି ସବୁ ଉପରେ ହେବ ବଡ଼ ପରିବର୍ତ୍ତନ, ଲୋକଙ୍କ ପକେଟ୍‌ ହେବ ଖାଲି!

ନୂଆଦିଲ୍ଲୀ,୨୭।୭: ୧ ଅଗଷ୍ଟ ୨୦୨୫ ରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ କ୍ରେଡିଟ କାର୍ଡ ସହିତ ଜଡିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଏବଂ ୟୁପିଆଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri