ଜାତୀୟ

ଓଡ଼ିଶାରେ ଚାଲିଛି ଯୁଦ୍ଧାସ୍ତ୍ର ନେଇ ସିକ୍ରେଟ ପ୍ଲାନିଂ, ଯୁଦ୍ଧ ପାଇଁ ଗୋଳାବାରୁଦ ସହ ଭୟଙ୍କର ବିସ୍ପୋରକ…

ନୂଆଦିଲ୍ଲୀ/ ଭୁବନେଶ୍ୱର,୪।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସରକାର ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏବେ ଫାଇନାଲ ଯୁଦ୍ଧ ହେବା ନେଇ ବଡ଼ ସଙ୍କେତ...

ଭାରତରେ ତୃତୀୟ ବିଶ୍ୱଯୁଦ୍ଧ! ମାଳିକାରେ ସାଂଘାତିକ ଭବିଷ୍ୟବାଣୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୪।୫: ଓଡ଼ିଶାର ମହାନ ସାଧୁ ତଥା ଦାର୍ଶନିକ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ୱାରା ରଚିତ ‘ଭବିଷ୍ୟ ମାଳିକା’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଗ୍ରନ୍ଥରେ କରାଯାଇଥିବା ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି।...

୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ…

ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ...

ଭୟଙ୍କର ଦୁର୍ଘଟଣା: ଘାଟିରୁ ୩୦୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍‌, ଶହୀଦ ହୋଇଗଲେ ୩ ଯବାନ

ଶ୍ରୀନଗର,୪ା୫: ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି। ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା...

PM କିଷାନର ଆଗାମୀ କିସ୍ତି ଟଙ୍କାକୁ ଅପେକ୍ଷା କରିଛନ୍ତି କି? ଜାଣନ୍ତୁ କେବେ ଆସିବ, ଏଭଳି ଯାଞ୍ଚ କରନ୍ତୁ Status

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୦ତମ କିସ୍ତି ଖୁବଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରେ। ତେବେ ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ, ଚାଲିଛି ବଡ଼ ଆଲୋଚନା, ଖୁବ୍‌ଶୀଘ୍ର ହେବ…

ନୂଆଦିଲ୍ଲୀ,୪ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ବି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୪।୫: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା,...

‘ନା ଆମେ ପାକିସ୍ତାନୀ ଥିଲୁ, ନା ଅଛୁ, ନା କେବେ ହେବୁ…ଆମେ ହେଉଛୁ ଭାରତର ମୁକୁଟ’ 

ଶ୍ରୀନଗର,୪।୫: ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ଭାରତର...

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା/ଭୁବନେଶ୍ୱର,୪।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ‘ଦାରୁ କାଠ’ ମୂର୍ତ୍ତିରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାର...

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ,୪ା୫: ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ଲୁଚାଇ ରଖିଥିତ୍ବା ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଯବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ।...

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ଇସଲାମାବାଦ,୪।୫: ପହଲଗାମ୍‌ ଆକ୍ରମଣ ପରେ ସୀମାରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ୪୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଥିବା ଦାବି କରିଛି। ସ୍ଥଳରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ଏହି ଆବଦଲି ଓ୍ବିପନ୍‌ ସିଷ୍ଟମ୍‌କୁ...

ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁମ୍ବାଇ,୩ା୫: ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଆୟୋଜିତ ଓ୍ବାଲର୍‌ଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମିଟ୍‌ (ଓ୍ବେବ୍ସ) ୨୦୨୫ରେ ଶନିବାର ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ୱସ୍ତର’ ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ସ୍ବଦେଶୀ କ୍ରୀଡ଼ାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri