ଜାତୀୟ

ପୁଣି କଥା ବଦଳାଇଲେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ପରେ ମେ ୧୦ରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ଯୁଦ୍ଧବିରତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ପ୍ରଶାସନ ଏହାର...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ତଳେ ମୁଣ୍ଡ ନୁଆଁଇଛି ଦେଶର ସେନା: ଭାଜପା ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୬।୫: ମଧ୍ୟପ୍ରଦେଶରେ ଭାଜପା ମନ୍ତ୍ରୀ ବିଜୟ ଶାହଙ୍କ ବିବାଦୀୟ ବୟାନ ଥମି ନଥିଲା ବେଳେ ଆଉ ଏକ ବୟାନ ଚର୍ଚ୍ଚାକୁ ଆସିଛି। ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା ପୁଣି ଥରେ ନିଜ ବୟାନକୁ ନେଇ ବିବାଦରେ ପଡ଼ିଛନ୍ତି। ଜବଲପୁରରେ ଆୟୋଜିତ...

ପୂର୍ବତନ ସୈନିକଙ୍କୁ ହତ୍ୟା: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ପରେ ୬ ଖଣ୍ଡ କରି ନଦୀରେ ଭସାଇଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଜଣେ ପୂର୍ବତନ ସୈନିକଙ୍କୁ ତାଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ଦ୍ୱାରା ହତ୍ୟା କରାଯାଇଛି। ପୋଲିସ ୫୦ ବର୍ଷୀୟ ଜଣେ ମହିଳା, ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି, ଯେଉଁମାନେ...

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କର୍ମଚାରୀଙ୍କୁ ଦେବେ ୨୫ ପ୍ରତିଶତ ମହଙ୍ଗା ଭତ୍ତା, ଜାଣନ୍ତୁ କାହିଁକି…

କୋଲକାତା,୧୬ା୫: ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କୁ ୨୫ ପ୍ରତିଶତ DA ଅର୍ଥାତ୍‌ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ...

ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ: କହିଲେ, ଏହା କେବଳ ଟ୍ରେଲର, ପୂରା ଫିଲ୍ମ ବାକି ଅଛି

ଗାନ୍ଧୀନଗର,୧୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଗୁଜରାଟର ଭୁଜ ବାୟୁସେନା ଷ୍ଟେଶନ ପରିଦର୍ଶନ କରିଛନ୍ତି। ଗତ ସପ୍ତାହରେ ପାକିସ୍ତାନୀ ସେନା ଦ୍ୱାରା ଏହି ଏୟାରବେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା। ସେମାନଙ୍କର ଘୃଣ୍ୟ ଯୋଜନାକୁ ଭାରତୀୟ ସଶସ୍ତ୍ର ବାହିନୀ...

ବିଶ୍ୱର “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ” ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି: ଜାତିସଂଘ

ନୂଆଦିଲ୍ଲୀ,୧୬।୫: ଜାତିସଂଘର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତି ଏକ “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ”ରେ ରହିଥିବା ବେଳେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଭାବେ ନିଜର ସ୍ଥାନ ଦୃଢ଼ କରିଛି। ଜାତିସଂଘର ମିଡ-ଇୟର ଅପଡେଟ୍ ରିପୋର୍ଟ...

ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ

ବଲିଉଡ ଅଭିନେତ୍ରୀ ତଥା ଭାଜପା ଭାଜପା ଏମ୍‌ପି କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପୋଷ୍ଟ କରି ସେ ଫସିଯାଇଛନ୍ତି। ଏଥିରେ ସେ ଭାରତରେ ଆପଲ ଫୋନ ନିର୍ମାଣ ସମ୍ପର୍କରେ...

ଆସିଲାଣି କରୋନାର ନୂଆ ଲହର! ଏସବୁ ଏସୀୟ ଦେଶରେ ଲୋକେ ଭୟଭୀତ

ନୂଆଦିଲ୍ଲୀ,୧୬।୫: କ’ଣ ବିଶ୍ୱରୁ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇଗଲା? ଯଦି ଆପଣ ଭାବୁଛନ୍ତି ଯେ ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-୧୯ ଶେଷ ହୋଇଯାଇଛି, ତେବେ ଏହା ଆପଣଙ୍କର ଭୁଲ ଧାରଣା। ହଁ, ପୁଣିଥରେ ସାରା ବିଶ୍ୱରେ...

ପାକିସ୍ତାନୀଙ୍କୁ ନେଇ ଭାରତ ଆସିଲା ଇରାକ ଜାହାଜ, କଡ଼ା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି, କିନ୍ତୁ ତଥାପି ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେମାନଙ୍କ ପକ୍ଷରୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା ଜାରି ରହିଛି। ଗତ ତିନି ଦିନରେ ସେନା ଅନେକ...

ଗୋଟିଏ ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା, ବୁଲିଲା ଖଣ୍ଡା

ଉଦୟପୁର,୧୬।୫: ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ା ହିଂସାର ରୂପ ନେଇଛି। ଉଦୟପୁରରେ ଏକ ଲେମ୍ବୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଏହି ବିବାଦ ଏତେ ବଢ଼ିଗଲା ଯେ ଦୁଇ ସମ୍ପ୍ରଦାୟ ମଧ୍ୟରେ...

ଶକ୍ତିଶାଳୀ ହେବ ଭାରତୀୟ ସେନା: ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରିବେ ମୋଦି

ନୂଆଦିଲ୍ଲୀ,୧୬।୫: ଭାରତର ସଫଳ ସାମରିକ ଅଭିଯାନ ‘ଅପରେସନ ସିନ୍ଦୁର’ ପରେ ଦେଶର ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କାର ବୃଦ୍ଧି ହୋଇପାରେ ବୋଲି ସରକାରୀ ସୂତ୍ର ଉଦ୍ଧୃତ କରି ରିପୋର୍ଟ ପ୍ରକାଶ ପାଇଛି। ଏହି ଅତିରିକ୍ତ ଅର୍ଥ ସପ୍ଲିମେଣ୍ଟାରୀ ବଜେଟ...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri