ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ସେପ୍ଟେମ୍ବରରୁ ମିଳିବ ୧୦ ହଜାର ଟଙ୍କା, ଜାଣନ୍ତୁ ଏହି ସ୍କିମ୍‌ ବିଷୟରେ…

ନୂଆଦିଲ୍ଲୀ,୨୯।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହା ଘୋଷଣା କରିଛନ୍ତି। ଏହି ଯୋଜନାକୁ କ୍ୟାବିନେଟ ବୈଠକରେ…

ଜାପାନରେ ବଡ଼ ଘୋଷଣା କରିଦେଲେ ମୋଦି, ଟ୍ରମ୍ପଙ୍କୁ ଲାଗିଲା ଝଟକା!

ନୂଆଦିଲ୍ଲୀ/ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଟୋକିଓ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଏବଂ ଏକ ସୁନ୍ଦର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଥିଲା।…

‘ଯେତେବେଳେ ପାଳି ଆସିଲା…’, ମୋଦିଙ୍କ ଅବସର ସର୍ମ୍ପକରେ ଅଖିଳେଶ ଯାଦବଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୯।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଅବସର ବୟସ ସମ୍ପର୍କିତ ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖିଛନ୍ତି। ସମାଜବାଦୀ ପାର୍ଟିର ମୁଖ୍ୟ କାହାର ନାମ ନ ନେଇ ସୋସିଆଲ ମିଡିଆ ସାଇଟ…

କଂଗ୍ରେସ-ଆରଜେଡିର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହି ଫସିଲେ ବ୍ୟକ୍ତି, ହେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୮: ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିହାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦରଭଙ୍ଗାର ବାସିନ୍ଦା ରିଜଭି କଂଗ୍ରେସ ରାଲିରେ…

ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର,୨୯ା୮: ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌…

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…

ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ ବିଶ୍ବରେ…

ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ସେପ୍ଟେମ୍ବରରେ ଅଧିକ ରୁଷୀୟ ତୈଳ କିଣିବ: ରିପୋର୍ଟ

ନୂଆଦିଲ୍ଲୀ,୨୮।୮: ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଭାରତ ସେପ୍ଟେମ୍ବର ମାସରେ ରୁଷୀୟ ତୈଳର ଆମଦାନୀ ୧୦-୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି। ରଇଟର୍ସ୍‌ର ରିପୋର୍ଟ ଅନୁଯାୟୀ, ରୁଷୀୟ ନିର୍ଯ୍ୟାତକାରୀମାନେ ଯୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ କ୍ଷତିଗ୍ରସ୍ତ ରିଫାଇନରୀ ଉତ୍ପାଦନ କମ୍‌ କରି ମୂଲ୍ୟ…

ଏହି ବର୍ଷ ଜନ୍ମଦିନରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି! ମୋହନ ଭାଗବତ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ, ୨୮।୮: ଆରଏସଏସର ୧୦୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ତିନି ଦିନିଆ ସମ୍ମିଳନୀର ଶେଷ ଦିନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମୋଦିଙ୍କୁ ୭୫ ବର୍ଷରେ ଅବସର ନେବାକୁ କହିଥିଲେ କି ମୋହନ ଭାଗବତ ? ପ୍ରଥମଥର ପାଇଁ ଖୋଲିଲେ ମୁହଁ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଭାଜପା ଓ ଆରଏସଏସରେ ୭୫ ବର୍ଷ ବୟସ ସୀମାରେ ଅବସର ନେବା ନୀତି ସମ୍ପର୍କିତ ଜଳ୍ପନାକୁ ଖଣ୍ଡନ କରିଛନ୍ତି। ଏହି ଜଳ୍ପନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ମାସରେ…

ମୋହନ ଭାଗବତଙ୍କ ବିସ୍ଫୋରକ ବୟାନ: ଭାଜପା-ଆରଏସଏସ ମଧ୍ୟରେ…

ନୂଆଦିଲ୍ଲୀ, ୨୮।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସଂଘ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ କୌଣସି ବିବାଦ ନାହିଁ। ସେ କହିଛନ୍ତି ଯେ ସଂଘ ଯେକୌଣସି ପ୍ରସଙ୍ଗରେ ପରାମର୍ଶ…

”ଆମେ ଦୁଇ, ଆମର ତିନି”, ଜାତୀୟ ସ୍ୱାର୍ଥ ପାଇଁ ପ୍ରତ୍ୟେକ ପରିବାରରେ ତିନି ସନ୍ତାନ ରହିବା ଉଚିତ: ମୋହନ ଭାଗବତ

ନୂଆଦିଲ୍ଲୀ,୨୮।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଦମ୍ପତିଙ୍କର ତିନି ଜଣ ସନ୍ତାନ ହେବା ଉଚିତ। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଜନସଂଖ୍ୟା ପରିବର୍ତ୍ତନ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର…

ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍‌: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…

ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା ଉତ୍ପାଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri