ଜାତୀୟ

ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ, ସ୍ବାର୍ଥ…

ଟ୍ରମ୍ପଙ୍କୁ ଭାରତ ଦେଲା ୭.୮% GDP  ଝଟ୍‌କା, ଟାରିଫକୁ ଉଚିତ ଜବାବ

ନୂଆଦିଲ୍ଲୀ,୨୯।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ  କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ…

ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେଲେ କେଉଁ ଦଣ୍ଡ ମିଳିଥାଏ? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବିହାରରେ ‘ଭୋଟର ଅଧିକାର ଯାତ୍ରା’ରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଦରଭଙ୍ଗାରେ ପହଞ୍ଚିଥିଲେ, କିନ୍ତୁ ଏଠାରେ ତାଙ୍କ ସଭାରେ ରାଜନୈତିକ ସୌଜନ୍ୟ ଭଙ୍ଗ ହୋଇଥିଲା।…

ଏଣିକି ମଲ୍‌-ରିଟେଲ ଷ୍ଟୋରରେ ମାଗିପାରିବେ ନାହିଁ ମୋବାଇଲ ନମ୍ବର, ନଚେତ ଫସିବେ…

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଏକ ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ (DPDP) ଲାଗୁ କରିବାକୁ ଯାଉଛନ୍ତି, ଯାହା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁଯାୟୀ, ଦୋକାନ,…

ଭୋଟର ଲିଷ୍ଟରୁ ବାଦ୍‌ ଯିବେ ୩ ଲକ୍ଷ ଲୋକ? ନିର୍ବାଚନ ଆୟୋଗ ଜାରି କଲେ ନୋଟିସ

ପାଟନା,୨୯।୮: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବା ସହିତ, ନିର୍ବାଚନ କମିଶନ ରାଜ୍ୟରେ ଭୋଟର ତାଲିକାରେ ବହୁ ସଂଖ୍ୟକ ବିଦେଶୀ ନାଗରିକଙ୍କ ନାମ ଭୁଲ ଭାବରେ ପଞ୍ଜିକୃତ ହୋଇଥିବା ବିଷୟରେ ପ୍ରାରମ୍ଭିକ ସୂଚନା ପାଇଥିଲେ ଏବଂ…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଏଣିକି ଟ୍ରେନ ଛାଡିବାର ୧୫ ମିନିଟ ଆଗରୁ ଷ୍ଟେଶନରେ ମିଳିବ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ରେଳବାଇ ଏକ ନୂଆ ସୁବିଧା ଆରମ୍ଭ କରିଛି, ଯାହା ଦ୍ୱାରା ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଛାଡ଼ିବାର ମାତ୍ର ୧୫ ମିନିଟ ପୂର୍ବରୁ ଟିକେଟ ବୁକ କରିପାରିବେ। ଏହି ସୁବିଧା ଦକ୍ଷିଣ ରେଳବାଇ ଅଧୀନରେ ଚାଲୁଥିବା ୮ଟି…

ମୋଦିଙ୍କ ଅପମାନ ସହିପାରିଲେନି ଓଓ୍ବାଇସି, କହିଲେ ରାଜନୀତି କର ହେଲେ…

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ କରାଯାଇଥିବା ଅପମାନଜନକ ମନ୍ତବ୍ୟ ସମ୍ପର୍କରେ ହାଇଦ୍ରାବାଦ ଏମପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ପ୍ରତିବାଦ କରନ୍ତୁ, କିନ୍ତୁ ଶାଳୀନତା ହରାନ୍ତୁ ନାହିଁ।…

ଟାରିଫ ବିବାଦ ଭିତରେ ଭାରତର ବଡ଼ ପରାଜୟ, ଟ୍ରମ୍ପ କଲେ…

ନୂଆଦିଲ୍ଲୀ,୨୯।୮: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା 50 ପ୍ରତିଶତ ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଫଳସୱରୂପ, ଟଙ୍କା ଏପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। 27 ଅଗଷ୍ଟରୁ ଆମେରିକାର ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର, ଟଙ୍କା 70 ପଇସାରୁ ଅଧିକ…

‘ଅମିତ ଶାହାଙ୍କ ମୁଣ୍ଡ କାଟି…’, ମହୁଆ ଦେଲେ ସାଂଘାତିକ ବୟାନ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ, ୨୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପାଇଁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କୃଷ୍ଣନଗର କୋତୱାଲି ଥାନାରେ ଅଭିଯୋଗ କରାଯାଇଛି। ମଙ୍ଗଳବାର (୨୬ ଅଗଷ୍ଟ, ୨୦୨୫) ମହୁଆ ପଶ୍ଚିମବଙ୍ଗରେ ଅବୈଧ…

ଯୌତୁକ ଦାବି ଅସହ୍ୟ ହେବାରୁ ଶେଷରେ ଜୀବନ ହାରିଲେ ଇଞ୍ଜିନିୟର ପତ୍ନୀ

ବେଙ୍ଗାଲୁରୁ,୨୯।୮: ମଙ୍ଗଳବାର ରାତିରେ କର୍ନାଟକର ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେପାଲ୍ୟାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ, ୨୭ ବର୍ଷୀୟା ଟେକ୍ନିସିଆନ ଶିଳ୍ପା ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଯୌତୁକ ପାଇଁ ନିରନ୍ତର ନିର୍ଯାତନା ଯୋଗୁ ଶିଳ୍ପା ଆତ୍ମହତ୍ୟା କରିଥିବା ତାଙ୍କ…

ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ ନା ଅଖିଳେଶ ଯାଦବ କାହାକୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି ଜନତା? ଚମକାଇ ଦେବ ସର୍ଭେ

ନୂଆଦିଲ୍ଲୀ,୨୯।୮: ଦେଶର ରାଜନୈତିକ ପରିବେଶ ଏବେ ଖୁବ ଉଷ୍ମ। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଲଗାତାର ଘେରୁଛନ୍ତି, ବିଶେଷକରି ଭୋଟ ଚୋରି ଅଭିଯୋଗକୁ ନେଇ। ଏହି ସମୟରେ, ଇଣ୍ଡିଆ ଟୁଡେ ସି ଭୋଟରଙ୍କ ମୁଡ ଅଫ ଦି ନେସନ ସର୍ଭେରେ ଅନେକ…

Watch: ଭାଜପା -କଂଗ୍ରେସ କର୍ମୀଙ୍କ ମଧ୍ୟରେ ‘ଲାଠି ଯୁଦ୍ଧ’, ଭିଡିଓ ଭାଇରାଲ…

ପାଟନା,୨୯।୮: ଶୁକ୍ରବାର ରାଜଧାନୀ ପାଟନାରେ ଭାଜପା ଏବଂ କଂଗ୍ରେସ କର୍ମୀ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଏପରି ଥିଲା ଯେ ଯାହାଙ୍କ ହାତରେ ଯାହା ଥିଲା, ସେ ତାହାକୁ ଲଢ଼େଇରେ ବ୍ୟବହାର କରିଥିଲେ। ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri