ଅପରେଶନ ମହାଦେବ: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ନୂଆଦିଲ୍ଲୀ,୨୮।୭: ଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ସୋମବାର ଜମ୍ମୁ ଏବଂ କଶ୍ମୀରର ଶ୍ରୀନଗରରେ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଅପରେଶନ ମହାଦେବ…
ମୋଦିଙ୍କ ଗୋଟିଏ ବିଦେଶ ଗସ୍ତରେ କେତେ ଟଙ୍କା ହୁଏ ଖର୍ଚ୍ଚ: ଜାଣନ୍ତୁ ସବୁଠୁ ମହଙ୍ଗା ଗସ୍ତ ବିଷୟରେ…
ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରା ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ପ୍ରାୟତଃ ଅନ୍ୟ ଦେଶ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏବଂ ଅନ୍ୟାନ୍ୟ ଅନେକ କାରଣ ପାଇଁ ବିଦେଶ ଗସ୍ତ କରନ୍ତି। ଭାରତରେ ତାଙ୍କୁ ଯେତିକି ଭଲପାଇବା ମିଳେ,…
ଚିଦାମ୍ବରମଙ୍କ ବୟାନକୁ ନେଇ ରାଜନୀତି ହେଲା ସରଗରମ
ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ଖୁବ ଶୀଘ୍ର ପହଲଗାମ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଆଲୋଚନା କରାଯିବ। ସଂସଦରେ ଆଲୋଚନା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏପରି ଏକ ବୟାନ ଦେଇଥିଲେ, ଯାହା ପରେ ଏକ ବଡ଼ ରାଜନୈତିକ…
କୁକୁରକୁ ମିଳିଲା ବାସସ୍ଥାନ ପ୍ରମାଣପତ୍ର! ଅଜବ ଲାଗୁଥିଲେ ବି ସତ…
ପାଟନା,୨୮।୭: ବିହାରରେ SIR ସମ୍ପର୍କରେ ଏକ ଅଭିଯାନ ଚାଲିଛି। ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ଏକ ଅଜବ ଡକ୍ୟୁମେଣ୍ଟ ମଧ୍ୟ ସାମ୍ନାକୁ ଆସୁଛି। ରାଜଧାନୀ ପାଟନା ସଂଲଗ୍ନ ମସୌଦିରେ, RTPS ପୋର୍ଟାଲ ‘ଡଗ ବାବୁ’ଙ୍କୁ ସ୍ବତନ୍ତ୍ର…
ଭୋରୁ ଭୋରୁ ଆସିଲା ଦୁଃଖଦ ଖବର, ମନସା ଦେବୀ ମନ୍ଦିର ପରେ ବାରବାଙ୍କି ମନ୍ଦିରରେ ଦଳାଚକଟା ୨ ମୃତ
ବାରବାଙ୍କି,୨୮।୭: ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ମନସା ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ଠିକ ପରଦିନ, ଶ୍ରାବଣ ମାସର ତୃତୀୟ ସୋମବାରରେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ, ପୌରାଣିକ ଐସାନେଶ୍ୱର…
୯୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଦୀପିକା
ନୂଆଦିଲ୍ଲୀ, ୨୮ା୭: ଗ୍ଲୋବାଲ କଲ୍ଚରାଲ ପବ୍ଲିକେଶନ ‘ଦି ସିଫ୍ଟ’ର ପ୍ରସିଦ୍ଧ ‘୯୦+ ଓ୍ବମେନ୍ ସେପିଂ କଲ୍ଚର’ ତାଲିକାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ସାମିଲ କରାଯାଇଛି। ମାନସିକ ସ୍ବାସ୍ଥ୍ୟ ସଚେତନତା ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପ୍ରୟାସ ଯୋଗୁ ଦୀପିକାଙ୍କୁ ଏହି…
ପ୍ରେମିକାଙ୍କୁ ଭେଟିବାକୁ ଯିବାରୁ ନାବାଳକଙ୍କୁ ପିଟି ହତ୍ୟା
ଭୋପାଳ, ୨୮ା୭: ମଧ୍ୟପ୍ରଦେଶର ରତନାମ ଜିଲାର ନାମଲି ଅଞ୍ଚଳସ୍ଥିତ ମେସାଭା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳକ ଆୟୁଷ ମାଲବ୍ୟଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଆୟୁଷ ନିଜ ପ୍ରେମିକାଙ୍କୁ ଭେଟିବାକୁ ମେସାଭା ଗ୍ରାମରେ ଥିବା ତାଙ୍କ ଘରକୁ ଆସିଥିଲେ।…
୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍
ନୂଆଦିଲ୍ଲୀ, ୨୮ା୭: ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍ ସିଇଓ କେ. କ୍ରିତିବାସନ୍ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍ର…
ଚିଠା ତାଲିକାରୁ ହଟିଲେ ୬୫ ଲକ୍ଷ ବିହାରୀ ଭୋଟର
ନୂଆଦିଲ୍ଲୀ,୨୮ା୭: ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଦାଖଲ ୧୦ରୁ ଊର୍ଦ୍ଧ୍ୱ ପିଟିଶନ୍ର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବାକୁ…
ଆଜିଠୁ ଲୋକ ସଭାରେ ‘ସିନ୍ଦୂର’ ବିତର୍କ
ନୂଆଦିଲ୍ଲୀ,୨୮ା୭: ଅପରେଶନ ସିନ୍ଦୂର ଉପରେ ବିଜର୍କ ଦାବିକରି ବିରୋଧୀ ହଟ୍ଟଗୋଳ କରିବାରୁ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ବେକାର ଯାଇଥିବାବେଳେ ସୋମବାରଠାରୁ ଲୋକ ସଭାରେ ଏ ସମ୍ପର୍କିତ ଆଲୋଚନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିରୋଧୀ କଂଗ୍ରେସ ଗୃହରେ…
୧୩ ବର୍ଷ ପରେ ମାତୋଶ୍ରୀରେ ରାଜ୍ ଠାକ୍ରେ
ମୁମ୍ବାଇ,୨୮ା୭: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇସ୍ଥିତ ମାତୋଶ୍ରୀରେ ରବିବାର ପ୍ରବେଶ କରିଛନ୍ତି। ଭାଇ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଜନ୍ମଦିନ ଉତ୍ସବ ପାଳନ…
ମନ୍ଦିରରେ ୩୦ ବର୍ଷର ବର୍ବରତା
ବେଙ୍ଗାଲୁରୁ,୨୮ା୭: ଜୁଲାଇ ୧୧ରେ କର୍ନାଟକର ଧର୍ମଶାଳା ସହରସ୍ଥିତ ବେଲଥାଙ୍ଗଡ଼ି କୋର୍ଟରେ ହାଜର କରାଯିବାବେଳେ ହ୍ବିସିଲବ୍ଲୋୟରଙ୍କ ମୁହଁ କଳା ହୁଡ୍ରେ ଢଙ୍କାଯାଇଥାଏ। ତାଙ୍କ ହାତରେ ଥାଏ କେତୋଟି କଙ୍କାଳର ଅବଶେଷ, ଯାହାକୁ ସେ ବଳାତ୍କାର ପୀଡ଼ିତାଙ୍କୁ ପୋତାଯାଇଥିବା ଏକ ଗଣସମାଧିରୁ ଆଣିଥିବା ଦାବି କରିଥିଲେ।…
Archives


