‘ଜଳୁଛି ହୋଟେଲ ଦୟାକରି ଆମକୁ ଏଠାରୁ ନେଇଯାଅ…’, ସରକାରଙ୍କୁ ଗୁହାରି କଲେ ନେପାଳରେ ଫସିଥିବା ଭାରତୀୟ
କାଠମାଣ୍ଡୁ,୧୦।୯: ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ କାଠମାଣ୍ଡୁରେ ଅନେକ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି। ହିଂସା ଦେଖି ନାଗରିକମାନେ ଭାରତୀୟ ଦୂତାବାସକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ…
Nepal Unrest: ବେଳକୁ ବେଳ ବିଗୁଡୁଛି ସ୍ଥିତି, ପାଣିଟାଙ୍କି ଦେଇ ଭାରତ ଫେରୁଛନ୍ତି ଲୋକେ
ଦାର୍ଜିଲିଂ,୧୦।୯: ନେପାଳରେ ସରକାରୀ ଦୁର୍ନୀତି ବିରୋଧରେ Gen Zର ପ୍ରତିବାଦ ଯୋଗୁ ହିଂସା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। ଏପରି ପରିସ୍ଥିତିରେ, ନେପାଳ ଯାଇଥିବା ପର୍ଯ୍ୟଟକ ଏବଂ ସେଠାରେ ରହୁଥିବା ଭାରତୀୟ ନାଗରିକମାନେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାର ପାଣିଟାଙ୍କିରେ ଭାରତ-ନେପାଳ ସୀମା…
ବିବାହିତ ମହିଳାଙ୍କ ସହ ଯୁବକଙ୍କର ଥିଲା ପ୍ରେମ ସମ୍ପର୍କ, ଜାଣିବା ପରେ ଏମିତି କଲେ…
ଅହମ୍ମଦାବାଦ,୧୦।୯: ଅହମ୍ମଦାବାଦର ବାଭଲାରୁ ଆର୍ଥିକ ଶୋଷଣ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୭ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ତଦନ୍ତ ପରେ ପୋଲିସ ଜଣେ ବିବାହିତ ମହିଳା ଏବଂ ତାଙ୍କ ସ୍ବାମୀଙ୍କ…
ହନିମୁନ୍ ପାଇଁ ସ୍ବିଜରଲାଣ୍ଡ ଯାଇଥିଲେ ଦମ୍ପତି, ହୋଟେଲରେ ଘଟିଗଲା…
ନୂଆଦିଲ୍ଲୀ,୧୦।୯: ଏକ ଦମ୍ପତି ସେମାନଙ୍କ ହନିମୁନ୍ ପାଇଁ ସ୍ବିଜରଲାଣ୍ଡ ଯାଇଥିଲେ। ସମସ୍ତେ ଏକ ସ୍ମରଣୀୟ ହନିମୁନ୍ କରିବାକୁ ସ୍ବପ୍ନ ଦେଖନ୍ତି। ଏହି ଦମ୍ପତିଙ୍କର ମଧ୍ୟ ସମାନ ସ୍ବପ୍ନ ଥିଲା। ଏହି ଦମ୍ପତି ସ୍ବିଜରଲାଣ୍ଡ ର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିଥିଲେ, କିନ୍ତୁ…
ଟ୍ରମ୍ପଙ୍କୁ ଏମିତି ଜବାବ ଦେଲେ ମୋଦି: କହିଲେ, ମୁଁ ଅପେକ୍ଷା…
ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବ୍ୟବସାୟ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଏନେଇ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ…
ଆର୍ଏସ୍ଏସ୍ ସଦସ୍ୟରୁ ଉପରାଷ୍ଟ୍ରପତି: ଏମିତି ଥିଲା ରାଜନୈତିକ କ୍ୟାରିୟର
ନୂଆଦିଲ୍ଲୀ,୧୦ା୯: ଚନ୍ଦ୍ରପୁରମ୍ ପୋନ୍ନୁସାମି ରାଧାକ୍ରିଷ୍ଣନ୍ ମଙ୍ଗଳବାର ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ସଦସ୍ୟତାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନମ୍ରଭାଷୀ ରାଧାକ୍ରିଷ୍ଣନ ଦେଶର ଉପରାଷ୍ଟ୍ରପତି ହୋଇପାରିଛନ୍ତି। ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଭଲ…
ନେପାଳ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ
ନୂଆଦିଲ୍ଲୀ,୧୦ା୯: ନେପାଳରେ ହିଂସା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ନେପାଳ ନ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ପ୍ରତି…
କୃଷକଙ୍କୁ ପ୍ରତି ମାସରେ ମିଳୁଛି ୩୦୦୦ ଟଙ୍କା ପେନସନ: ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ, ଆବେଦନ…
ନୂଆଦିଲ୍ଲୀ,୯।୯: ବୁଢ଼ା ବୟସରେ ଚାଷୀମାନଙ୍କର ଆୟ ଅଧିକାଂଶ ସମୟରେ କମିଯାଏ ସେମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ହୁଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀମାନେ ୬୦…
୧୮ ମାସର ପରିଶ୍ରମ ପରେ GST ସଂସ୍କାର କରିଛନ୍ତି ସରକାର: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୯ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର(ଜିଏସଟି) ସ୍ଲାବକୁ ଦୁଇଟିକୁ ହ୍ରାସ ଓ ଏକୀକରଣ କରିବା ଏବଂ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମକୁ କରମୁକ୍ତ କରିବା ପାଇଁ ୧୮…
ସିପି ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୯: ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ମଙ୍ଗଳବାର ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ତଥା ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି।…
ଅରୁଣାଚଳରେ ପ୍ରଥମ ଥର ଦେଖାଦେଲା ପଲାସ ବିରାଡ଼ି
ନୂଆଦିଲ୍ଲୀ,୯।୯: ଅରୁଣାଚଳ ପ୍ରଦେଶର ଆକାଷଚୁମ୍ବି ଜଙ୍ଗଲରେ ଏକ ଐତିହାସିକ ବନ୍ୟପ୍ରାଣୀ ସର୍ଭେ ମାଧ୍ୟମରେ ଦୁର୍ଲଭ ପାଲାସ ବିରାଡ଼ିର ପ୍ରଥମ ଫଟୋଗ୍ରାଫିକ ପ୍ରମାଣ ମିଳିଛି। WWF-ଇଣ୍ଡିଆ ଦ୍ୱାରା ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୪,୨୦୦…
ରାଜ୍ୟବ୍ୟାପୀ ମାରାଥନ ରାଲି କରିବେ ବିଜୟ, ଅନୁମତି ପାଇଁ ସରକାର…
ଚେନ୍ନାଇ,୯।୯: ତାମିଲନାଡୁରେ ୨୦୨୬ ନିର୍ବାଚନ ପୂର୍ବରୁ ଅଭିନେତା ତଥା ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରୀ କାଝଗମ (ଟିଭିକେ) ତାଙ୍କର ପ୍ରଥମ ରାଜ୍ୟବ୍ୟାପୀ ରାଜନୈତିକ ଯାତ୍ରା ପାଇଁ ସୁରକ୍ଷା ମାଗି ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଏହି ଯାତ୍ରା ଶନିବାର…
Archives


