ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର,୧୪ା୮: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର…
କିଏ ଏହି ସାନିଆ ଚାନ୍ଦୋକ, ଅର୍ଜୁନ ତେନ୍ଦୁଲକରଙ୍କଠାରୁ କେତେ ଧନୀ, ଜାଣନ୍ତୁ…
ନୂଆଦିଲ୍ଲୀ,୧୪।୮: କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ। ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କର ଅଗଷ୍ଟ ୧୩ ତାରିଖରେ ନିର୍ବନ୍ଧ ହୋଇଛି।…
ଅନିଲ ଅମ୍ବାନୀଙ୍କ ପାଇଁ ‘ଖୁସି ଖବର’, ରିଲଏନ୍ସ ଇନଫ୍ରାକୁ ମିଳିଲା ୫୨୬ କୋଟିର ପୁରସ୍କାର
ମୁମ୍ବାଇ,୧୪।୮: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା (ଆରଇନଫ୍ରା) ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ବୁଧବାର ସୂଚନା ଦେଇଛି ଯେ ଏହା ଆରାବଲି ପ୍ରାଇଭେଟ ଲିମିଟେଡ ବିରୁଦ୍ଧରେ ୫୨୬କୋଟି ଟଙ୍କାର ମଧ୍ୟସ୍ଥତା ପୁରସ୍କାର ପାଇଛି। କମ୍ପାନୀ ଏକ୍ସଚେଞ୍ଜ ଫାଇଲିଂରେ…
‘ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ୨ଥର ପ୍ରସ୍ତାବ ଦିଅନ୍ତୁ ମୋଦି’, କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ NSA? ଜାଣନ୍ତୁ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ବା NSA ଜନ ବୋଲ୍ଟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଦ୍ୱିପାକ୍ଷିକ…
AIIMSରେ ରୋଗୀଙ୍କ ଚିକିତ୍ସାରେ ହେବ ଆହୁରି ବିଳମ୍ବ! ଚାକିରି ଛାଡୁଛନ୍ତି ଶହ ଶହ ଡାକ୍ତର, ଚମକାଇଦେବ ଏହା ପଛର କାରଣ
ନୂଆଦିଲ୍ଲୀ,୧୪।୮: ଦେଶବ୍ୟାପୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଡାକ୍ତରଙ୍କ ଇସ୍ତଫା ଜାରି ରହିଛି। ସରକାରଙ୍କ ଦ୍ୱାରା ସଂସଦରେ ଶେୟାର କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୨୦ଟି ପ୍ରତିଷ୍ଠାନରୁ ପ୍ରାୟ ୪୨୯ ଜଣ ଡାକ୍ତର…
କେବିସିରେ ସୋଫିଆ, ବ୍ୟୋମିକା
ନୂଆଦିଲ୍ଲୀ, ୧୪ା୮: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘କୋନ୍ ବନେଗା କରୋଡ୍ପତି’ରେ ଶୁକ୍ରବାର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଏପିସୋଡ୍ ପ୍ରସାରିତ ହେବ। ଭାରତର ଆତଙ୍କବାଦ ବିରୋଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିବା…
ଫସିଲେ ସୁରେଶ ରାଇନା, ୯ ଘଣ୍ଟା ଯାଏ ପଚରାଉଚରା କଲା ED, ଜାଣନ୍ତୁ…
ନୂଆଦିଲ୍ଲୀ,୧୩ା୮: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ବେଆଇନ ବେଟିଂ ଆପ୍ ସହ ଜଡ଼ିତ ଟଙ୍କା ହେର୍ଫେର୍ ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ସୂତ୍ରରୁ ମିଳିଥିବା…
ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା SBI,ଏବେ ଅନଲାଇନ୍ ଟଙ୍କା ଟ୍ରାନ୍ସଫର କଲେ…
ନୂଆଦିଲ୍ଲୀ,୧୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଏକ ବଡ଼ ଝଟ୍କା ଦେଇଛି। ବ୍ୟାଙ୍କ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମ୍ପିଏସ୍) ଟ୍ରାନଜାକସନ ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ ଓ ଶାଖା (ବ୍ରାଞ୍ଚ) ଚ୍ୟାନେଲରେ…
ରାହୁଲଙ୍କ ଅବସ୍ଥା ଜେଜେ ମା’ଙ୍କ ପରି ହେବ…ଧମକ ପରେ କୋର୍ଟରେ ଓକିଲ…
ନୂଆଦିଲ୍ଲୀ,୧୩।୮: ପୁଣେର ଏକ ବିଶେଷ ଅଦାଲତରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନି ମାମଲାରେ ତାଙ୍କ ଓକିଲ ଲିଖିତ ବୟାନ ଦାଖଲ କରି ତାଙ୍କ ସୁରକ୍ଷା ନେଇ ଗମ୍ଭୀର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ମାମଲା…
ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଏବେ ଷ୍ଟେଶନରେ ମାଗଣାରେ ମିଳିବ…
ନୂଆଦିଲ୍ଲୀ,୧୩।୮: ଭାରତୀୟ ରେଳ ବିଭାଗ ଦେଶର ୬,୧୧୫ଟି ରେଳ ଷ୍ଟେଶନରେ ମାଗଣା ଓ୍ବାଇ-ଫାଇ ସୁବିଧା ଯୋଗାଇ ଦେଉଛି। ମଙ୍ଗଳବାର ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି। ଏହି ମାଗଣା ଓ୍ବାଇ-ଫାଇ ସେବା ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ, ଯାହାର…
ଭାରତୀୟ ସେନାଠାରୁ ଅପରେଶନ ସିନ୍ଦୂରର ଅଭିଜ୍ଞତା ନେବ ଆମେରିକା ସେନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଶୁଳ୍କ ନେଇ ବିବାଦରେ ଅଛନ୍ତି, କିନ୍ତୁ ଏହି ସମୟରେ ଭାରତ ଏବଂ ଆମେରିକାର ସେନା ଏକ ବଡ଼ ସାମରିକ ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଅଭ୍ୟାସର ନାମ ‘ଯୁଦ୍ଧ ଅଭ୍ୟାସ’,…
ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଭାରତ ଆୟୋଜନ କରିବ କମନଓ୍ବେଲ୍ଥ ଗେମ? ଏହି ସହର କରିବ ହୋଷ୍ଟ
ନୂଆଦିଲ୍ଲୀ,୧୩।୮: ଭାରତ ପୁଣିଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତୁତ। ଭାରତୀୟ ଅଲିମ୍ପିକ ସଂଘ (IOA) ବୁଧବାର, ଅଗଷ୍ଟ ୧୩ ତାରିଖରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି। ୨୦୨୩ରେ ଅହମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ…
Archives


