POK ଖାଲି କର, ଆଉ ଚଳିବ ନାହିଁ ମିଛ: ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ସମାଲୋଚନା କରିଛି। ଜେନିଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭର୍ତ୍ସନା କରିଛି। ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ…
ମୋଦିଙ୍କ ବିରୋଧରେ ଉସ୍କାଉଥିଲେ: ପନ୍ନୁଙ୍କ ବିରୋଧରେ ବଡ଼ ଆକ୍ସନ ନେଲା NIA
ନୂଆଦିଲ୍ଲୀ,୨୪।୯: ଜାତୀୟ ତଦନ୍ତ ସଂସ୍ଥା (NIA) ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ, ପନ୍ନୁ ଚଳିତ ବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଲକିଲ୍ଲାରେ ତ୍ରିରଙ୍ଗା…
ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା
ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍-୧ବି…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଦିଓ୍ବାଲି ଗିଫ୍ଟ ଉପରେ ଲାଗିଲା ବ୍ୟାନ୍…
ନୂଆଦିଲ୍ଲୀ,୨୩।୯: ଦୀପାବଳିର ଆଗମନ ସମୟରେ ଉପହାର ବିନିମୟ ଏବଂ ଖର୍ଚ୍ଚର ମଜା ନେବାରେ ସମସ୍ତେ ବ୍ୟସ୍ତ। କିନ୍ତୁ ଏହି ସମୟରେ କେନ୍ଦ୍ରୀୟ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ସମସ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ସାର୍ବଜନିକ କ୍ଷେତ୍ରର ଉପକ୍ରମ…
ଆଗାମୀ ୧୦ବର୍ଷ ଭିତରେ ଭାରତରେ ଏହି ଚାକିରିରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ଦରମା! ଜାଣନ୍ତୁ ସେଗୁଡିକ କ’ଣ…
ନୂଆଦିଲ୍ଲୀ,୨୩।୯: ଏଆଇ ଏବଂ ଡିଜିଟାଲ କରଣର ଯୁଗରେ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହାଇ ସାଲେରୀ ଚାକିରି ବିସ୍ଫୋରକ ହାରରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି ଚାକିରିଗୁଡ଼ିକ ଆଗାମୀ ଦଶବର୍ଷରେ ଏହାର ଡିମାଣ୍ଡ ବଢିବ ବୋଲି କୁହାଯାଉଛି। ୨୦୫୦…
ଆଜମ ମୁକୁଳିବା ପରେ ରାଜନୀତିରେ ହେଲାଣି ଜୋରଦାର ଚର୍ଚ୍ଚା
ମୋରଦାବାଦ,୨୩।୯: ସମାଜବାଦୀ ପାର୍ଟିର ପ୍ରବୀଣ ନେତା ଏବଂ ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଶେଷରେ ମଙ୍ଗଳବାର, ସେପ୍ଟେମ୍ବର ୨୩, ୨୦୨୫ ରେ ସୀତାପୁର ଜେଲରୁ ମୁକ୍ତ କରାଯାଇଛି। ପ୍ରାୟ ଦୁଇ ବର୍ଷ ଜେଲ ପଛରେ ରହିବା ପରେ…
ଜମି ବିବାଦଠାରୁ ଛେଳି ଚୋରି ପର୍ଯ୍ୟନ୍ତ ଅନେକ ମାମଲାରେ ଛନ୍ଦି ହୋଇଥିଲେ ଆଜମ, ୨୩ ମାସ ପରେ ମୁକୁଳିଲେ
ମୋରଦାବାଦ,୨୩।୯: ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତା ୨୩ ମାସ ପରେ ଜେଲରୁ ମୁକ୍ତ ହୋଇଛନ୍ତି। ସେ ତାଙ୍କ କାରରେ ଜେଲରୁ ବାହାରି ଆସିବା ପରେ ତାଙ୍କ ସମର୍ଥକ ତାଙ୍କୁ ସ୍ବାଗତ କରିଥିଲେ। ଆଜମ ଖାନଙ୍କ ମୁକ୍ତି ମଙ୍ଗଳବାର (୨୩ ସେପ୍ଟେମ୍ବର)…
ଅକ୍ଟୋବର ୧ରୁ ନୂଆ ନିୟମ: ହେବ ବଡ଼ ପରିବର୍ତ୍ତନ, ଲୋକଙ୍କ ପକେଟ୍ ହେବ ଖାଲି!
ନୂଆଦିଲ୍ଲୀ,୨୩।୯: ଅକ୍ଟୋବର ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯେଉଁଥିରେ ଅନଲାଇନ ଗେମିଂକୁ ନିୟନ୍ତ୍ରଣ କରୁଥିବା ଏକ ନୂତନ ଆଇନ ଏବଂ ଭାରତୀୟ ରେଳବାଇର ଟିକେଟ ବୁକିଂ ନିୟମରେ ଉନ୍ନତି ଅନ୍ତର୍ଭୁକ୍ତ। ଏହା ସହିତ,…
ଭାରତୀୟ ରେଲଓ୍ବେର ବଡ଼ ଘୋଷଣା: ଯାତ୍ରୀଙ୍କ ପାଇଁ ଅକ୍ଟୋବର ୧ରୁ ବଦଳିଯିବ…
ନୂଆଦିଲ୍ଲୀ,୨୩।୯: ଟ୍ରେନ ଟିକେଟ ବୁକିଂରେ ଠକେଇ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ମାସରୁ ଅନଲାଇନ ଟିକେଟ ବୁକିଂ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧, ୨୦୨୫ ଠାରୁ, ରିଜର୍ଭେସନ ଖୋଲିବା…
ଭାରତ ଆସିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ, ବାଣିଜ୍ୟ ଚୁକ୍ତି ପରେ ହେବ ପ୍ରଥମ ଗସ୍ତ
ନୂଆଦିଲ୍ଲୀ,୨୩।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଏହି ଗସ୍ତ ଅକ୍ଟୋବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଫିନଟେକ ଫେଷ୍ଟ ସମୟରେ ହେବ। ତାଙ୍କ…
ମୁକୁଳିବେ ନାହିଁ ଆଜମ ଖାନ! କୋର୍ଟ ଜାରି କଲେ ନାହିଁ ରିଲିଜ ଓ୍ବାରେଣ୍ଟ
ମୋରାଦାବାଦ,୨୩।୯: ଜେଲରୁ ବାହାରି ପାରିବେ ନାହିଁ ଆଜମ ଖାନ। ମୋରାଦାବାଦ କୋର୍ଟ ଏପର୍ଯ୍ୟନ୍ତ ତାଙ୍କର ରିଲିଜ ଓ୍ବାରେଣ୍ଟ ଜାରି କରିନାହାଁନ୍ତି। ସେ ଛଜଲାଟ ମାମଲାରେ ତାଙ୍କର ଦୁଇ ବର୍ଷର ସଜା ପୂରଣ କରିଛନ୍ତି। ମଙ୍ଗଳବାର କୋର୍ଟ ଦ୍ୱାରା ରିଲିଜ ୱାରେଣ୍ଟ ଜାରି…
ଦୁର୍ଗାପୂଜା ପୂର୍ବରୁ ଦାଉ ସାଧିଲା ବର୍ଷା, କରେଣ୍ଟ ଲାଗି ୭ ମୃତ
କୋଲକାତ,୨୩।୯: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ…
Archives


