‘ପ୍ରଥମେ ଦେଶ, ପରେ ବାଣିଜ୍ୟ’, ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ବି ନଇଁଲା ନାହିଁ ଭାରତ
ନୂଆଦିଲ୍ଲୀ,୨୭।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ବୁଧବାରଠାରୁ ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଏହାର କାରଣ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ରୁଷିଆରୁ ତେଲ…
ଜମ୍ମୁ-କଶ୍ମିରରେ ରେକର୍ଡ ବର୍ଷା: ଉଧମପୁରରେ ୬୨୯ ମି.ମି, ଲ୍ୟାଣ୍ଡସ୍ଲାଇଡ୍ରେ ୩୪ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ,୨୭।୮: ଜମ୍ମୁ ଓ କଶ୍ମିରରେ ବର୍ଷା ଦଶକର ସବୁଠାରୁ ଭୟଙ୍କର ରୂପ ନେଇଛି। ଉଧମପୁର ଓ ଜମ୍ମୁ ଜିଲ୍ଲାରେ ୨୪ ଘଣ୍ଟାର ସବୁଠାରୁ ଅଧିକ ବର୍ଷାର ରେକର୍ଡ୍ ଭାଙ୍ଗିଛି। ଯାହା ଫଳରେ ରାଜ୍ୟରେ ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଫ୍ଲ୍ୟାଶ୍ ଫ୍ଲଡ୍ ଓ ବ୍ୟାପକ…
ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟ୍କା, ସେପ୍ଟେମ୍ବର ପହିଲାରୁ ମିଳିବନି…
ନୂଆଦିଲ୍ଲୀ,୨୭।୮: ଏସବିଆଇକୁ ନେଇ ବଡ଼ ଖବର। ସେପ୍ଟେମ୍ବର ପହିଲାରୁ ବଦଳିବ ଏହି ବଡ଼ ନିୟମ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କାର୍ଡ ତା’ର କ୍ରେଡିଟ କାର୍ଡ ରିଓାର୍ଡ ପ୍ରୋଗ୍ରାମରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ୨୦୨୫ ସେପ୍ଟେମ୍ବର ୧ ତାରିଖରୁ…
ଋଣ ଭାରରେ ଦମ୍ପତିଙ୍କ ଆତ୍ମହତ୍ୟା, ୪ ମାସର ଶିଶୁକୁ ବି ବିଷ ଖୁଆଇ ମାରିଲେ
ନୂଆଦିଲ୍ଲୀ,୨୭।୮: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଦମ୍ପତି ନିଜର ୪ ମାସର ପୁତ୍ରକୁ ବିଷ ଖୁଆଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି, ଏହାର ମୂଳ କାରଣ ଥିଲା ତାଙ୍କ ଉପରେ ଥିବା ଅସହଣୀୟ ଋଣର ବୋଝ। ବୁଧବାର ସକାଳେ…
ଟ୍ରମ୍ପଙ୍କ ଟାରିଫ୍: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତର ଏହି ସେକ୍ଟର୍
ନୂଆଦିଲ୍ଲୀ,୨୭।୮: ଅମେରିକା ଭାରତୀୟ ସାମଗ୍ରୀ ରପ୍ତାନି ଉପରେ ୫୦% ଟାରିଫ୍ ଲଗାଇଛି, ଯାହା ଇତିହାସରେ ଅତ୍ୟନ୍ତ କଠୋର ବାଣିଜ୍ୟ ଦଣ୍ଡ। ବୁଧବାର ସକାଳ ୯:୩୧ ରୁ ଏହା କାର୍ଯ୍ୟକାରୀ ହୋଇଛି, ଯାହା ଭାରତର $୬୦ ବିଲିୟନ୍ରୁ ଅଧିକ ରପ୍ତାନିକୁ ପ୍ରଭାବିତ କରୁଛି।…
‘ଭାରତ ଆମେରିକା ମଧ୍ୟରେ ହେବ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ’, ଚମକାଇବା ଭଳି କଥା କହିଲେ ପୂର୍ବତନ ବୈଦେଶିକ ସଚିବ
ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ବୁଧବାର (୨୭ ଅଗଷ୍ଟ) ଠାରୁ କାର୍ଯ୍ୟକାରୀ ହୋଇଛି। ଭାରତ ଏବଂ ଆମେରିକା ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମ୍ଭାବନା ପ୍ରାୟ ନଗଣ୍ୟ…
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୮: କଟରାର ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି, ଯେତେବେଳେ ୨୦ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର (୨୭ ଅଗଷ୍ଟ, ୨୦୨୫) X ରେ ପୋଷ୍ଟ କରି ଏହି ଘଟଣାରେ ଦୁଃଖ ପ୍ରକାଶ…
Google Boy: କୌଟିଲ୍ୟଙ୍କୁ ମାଷ୍ଟର ଡିଗ୍ରୀ କରିବାକୁ ଅଫର ଦେଲା ଅକ୍ସଫୋର୍ଡ ୟୁନିଭର୍ସିଟି, ମିଳିବ ଏତେ ଟଙ୍କାର ସ୍କଲାରଶିପ
ନୂଆଦିଲ୍ଲୀ,୨୭।୮: ହରିୟାଣା କର୍ନାଲର କୌଟିଲ୍ୟ ପଣ୍ଡିତ ଓରଫ ଗୁଗୁଲ ବୟଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ। ସେ ସେହି ଗୁଗୁଲ ବୟ ଯିଏ ପାଞ୍ଚ ବର୍ଷ ବୟସରେ ପୁଞ୍ଜି, ମୁଦ୍ରା, ଜନସଂଖ୍ୟା ଏବଂ ଭୂଗୋଳ ମନେ ରଖିଥିଲେ। ଆପଣ ତାଙ୍କୁ କୌନ ବନେଗା…
୧୭ତମ ସନ୍ତାନ ଜନ୍ମଦେଲେ ରେଖା: ରହିବାକୁ ଘର ନାହିଁ, କିନ୍ତୁ….
ଜୟପୁର,୨୭/୮:ରାଜସ୍ଥାନର ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କ ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ…
ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦାନ କରିବାକୁ ଚାହୁଁଛନ୍ତି ଏହି ମୁସଲମାନ ବ୍ୟକ୍ତି: ବାବା ଦେଲେ ଏମିତି ପ୍ରତିକ୍ରିୟା
ଭୋପାଳ,୨୭/୮:ମଧ୍ୟ ପ୍ରଦେଶର ଇଟାରସୀରେ ରହୁଥିବା ଆରିଫ ବୃନ୍ଦାବନର ସନ୍ତ ପ୍ରେମାନନ୍ଦ ମହାରାଜଙ୍କୁ ନିଜ କିଡନୀ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ସେ ଜିଲା କଲେକ୍ଟରଙ୍କୁ ଚିଠି ଦେଇ ନିଜର ମନସ୍କାମନା ପ୍ରକାଶ କରିଛନ୍ତି। ଆରିଫ ଖାନ କହିଛନ୍ତି,ସେ ମହାରାଜଙ୍କର ଆଧ୍ୟାତ୍ମିକ…
ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍ କଲେ ପୁଟିନ୍, ଭାରତକୁ ଜୋରଦାର ଝଟ୍କା
ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ କରିଥିଲେ ଏବଂ ଆମେରିକା ବଜାରକୁ ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ 50% ଶୁଳ୍କ…
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି। ସେ ଲେଖିଛନ୍ତି,…
Archives


