ପୁଣି ନୀତୀଶ ହେବେ ବିହାର ମୁଖ୍ୟମନ୍ତ୍ରୀ! ବଡ଼ ଖୁଲାସା କଲେ ଧମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୮।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବରିଷ୍ଠ ଭାଜପା ନେତା ଏବଂ ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଏନଡିଏର ମୁଖ୍ୟମନ୍ତ୍ରୀ…
RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ,୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍ ବା ଋଣ ନେଇପାରିବେ। କିପରି ଏହି ଲୋନ୍ ପାଇବେ ଜାଣନ୍ତୁ ଏହାର ନିୟମ… ଆର୍ବିଆଇ ଏହି…
ଆଧାରକାର୍ଡ ହଜିଗଲେ ଖାଲି ହୋଇଯିବ ବ୍ୟାଙ୍କ୍ ଆକାଉଣ୍ଟ? ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୮।୧୧: ଆଜିକାଲି, ଆଧାର କାର୍ଡ ଭାରତୀୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହା ପ୍ରାୟ ସବୁଠାରେ ବ୍ୟବହାର ହେଉଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ, ଏହା ସବୁଠାରେ ବ୍ୟବହାର ହେଉଛି। ଆଧାର କାର୍ଡ…
୬୫ ଭୋଲ୍ଟର ଝଟ୍କା ଦେଲେ ମୋଦି: ଜଙ୍ଗଲରାଜ ଲୋକଙ୍କୁ…
ପାଟନା,୮।୧୧: ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଗଠବନ୍ଧନ ଉପରେ ବର୍ଷିଛନ୍ତି। ରାଷ୍ଟ୍ରୀୟ ଜନତା ଦଳକୁ ଟାର୍ଗେଟ କରି ସେ କହିଛନ୍ତି, ଏହି ଜଙ୍ଗଲରାଜ…
ମହିଳାଙ୍କ ପାଇଁ ଏତେଟଙ୍କା କାହିଁକି ଖର୍ଚ୍ଚ କରନ୍ତି ସରକାର? ଜଣାପଡିଗଲା…
ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ ଦେଶରେ ବିଭିନ୍ନ ଯୋଜନାରେ ମହିଳାଙ୍କୁ ସିଧାସଳଖ ନଗଦ ଟଙ୍କା ଦିଆଯାଉଛି। ଆଉ ସବୁ ରାଜ୍ୟରେ ଏଭଳି ଯୋଜନା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା ଏପରି ପ୍ରତିଯୋଗିତା ପାଲଟି ଯାଇଛି ଯେଉଁଥିରେ ପ୍ରାୟ ପ୍ରତ୍ୟେକ ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। PRS…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛରୁ ଧକ୍କା ଦେଲା କାର୍, ୪ ମୃତ
ଲକ୍ଷ୍ନୌ,୮।୧୧: ଉତ୍ତର ପ୍ରଦେଶର ଶାମଲି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାଣିପତ-ଖାତିମା ରାଜପଥର ବୁଟ୍ରାଡା ଫ୍ଲାଏଓଭର ନିକଟରେ ଏକ ଦ୍ରୁତଗାମୀ କାର୍ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଛି। ଧକ୍କା ଏତେ ଜୋରରେ ଥିଲା ଯେ କାରଟି…
ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ରେମୀଯୁଗଳ: ଜଣାପଡ଼ିବା ପରେ…
ଚେନ୍ନାଇ,୮।୧୧: ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। କ୍ରିଷ୍ଣାଗିରି ଜିଲା ନାଗମଙ୍ଗଳମ୍ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃ ପକ୍ଷରୁ…
୪ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଚାରୋଟି ନୂତନ ବନ୍ଦେ ଭାରତ ଟ୍ରେନର ଉପହାର ଦେଇଛନ୍ତି। ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚାଲିବାକୁ ଥିବା ଏହି ଟ୍ରେନଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପତାକା…
ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପୱାଡା ଜିଲାର କେରନ ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅଭିଯାନ ଏବେ ବି ଜାରି ରହିଛି,…
ଏହି ଦିନ ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ୍
ଓ୍ବାଶିଂଟନ୍,୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତାବର୍ଷ ଭାରତ ଗସ୍ତରେ ଆସିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବନ୍ଧୁ ଓ ଜଣେ ମହାନ ବ୍ୟକ୍ତି ବୋଲି କହିଛନ୍ତି। ସେ ଭାରତ ଆସିବା ମୋଦି ଚାହାନ୍ତି ବୋଲି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏଥିପାଇଁ…
କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ
ନୂଆଦିଲ୍ଲୀ,୭।୧୧: ଏସ୍ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍ଥାନ ପତନକୁ ସହି…
ହୋମ୍ ଲୋନ୍ ନ ଶୁଝି ବି ବିକ୍ରି କରିପାରିବେ ଘର, ଏ ହେଉଛି ସବୁଠାରୁୁ ସହଜ ଉପାୟ…
ନୂଆଦିଲ୍ଲୀ,୭।୧୧: ଭାରତରେ ଅଧିକାଂଶ ଲୋକ ଘର କିଣିବା ପାଇଁ ହୋମ୍ ଲୋନ୍ ନିଅନ୍ତି। ଏହା ଦ୍ୱାରା ଏକାଥରକେ ଟଙ୍କା ଦେବା ପରିବର୍ତ୍ତେ ଇଏମ୍ଆଇ(EMI) ମାଧ୍ୟମରେ ଧୀରେ ଧୀରେ ଦେବାର ସୁବିଧା ମିଳେ। କିନ୍ତୁ କେତେକ ସମୟରେ ପରିସ୍ଥିତି ଏପରି ହୋଇଯାଏ ଯେ…
Archives


